ଆଜି ଆମେ ଆପଣ ମାନଙ୍କ ପାଇଁ ପୁଣି ଥରେ କିଛି ଜିକେ ପ୍ରଶ୍ନ ନେଇ ଆସିଛୁ । ଯାହା ବିଷୟରେ ଆପଣ ନିଜର ବହିରେ ପଢିଥିବେ । କିନ୍ତୁ ଯେତେବେଳେ ଏହି ସବୁ ପ୍ରଶ୍ନ ସାମ୍ନାକୁ ଆସିଥାଏ ସେହି ସମୟରେ ଆପଣ ଏହି ସବୁ ପ୍ରଶ୍ନର ଉତ୍ତର ଜାଣି ନ ଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏହି ସବୁ ପ୍ରଶ୍ନ ଉତ୍ତର ନେଇ ଆସିଛୁ । ଯାହାକୁ କୌଣସି ନାଁ କୌଣସି ପରୀକ୍ଷାରେ ପଡିପାରେ । ତେବେ ଆପଣ ସେହି ସମୟରେ ଉତ୍ତର ଦେଇ ପାରିବେ ।

୧- କେଉଁ ଗାଁରେ ଅନ୍ଧାର ହେବା ପରେ ବୁଲିବା ମନା ?
ଉତ୍ତର- ଧନୁକୋଷ୍ଟି
୨- ଦୁନିଆରେ ସବୁଠାରୁ ଅଧିକ କେଉଁ ଦେଶରେ ଇଣ୍ଟରନେଟର ସ୍ପିଡ ଦିଆଯାଏ ?
ଉତ୍ତର- ଉତ୍ତର କୋରିୟାରେ
୩- ଦେଶରେ ପ୍ରଥମ ବ୍ଯାଙ୍କର ନାମ କଣ ?
ଉତ୍ତର- ବ୍ୟାଙ୍କ ଅଫ ହିନ୍ଦୁସ୍ଥାନ
୪- ନଡିଆ ଭାରତରେ କେଉଁ ଠାରେ ଅଧିକ ଦେଖାଯାଏ ?
ଉତ୍ତର- କେରଳରେ
୫- ଦୁନିଆର କେଉଁ ଫଳରେ କେବେ ପୋକ ହୁଏ ନାହି ?
ଉତ୍ତର- କଦଳୀ
୬- ଭାରତର କେଉଁ ରାଜ୍ୟରେ କମ ମୁସଲିମ ରହିଥାନ୍ତି ?
ଉତ୍ତର- ହରିୟାନା
୭- ପୁରା ଦୁନିଆରେ ସବୁଠାରୁ ବଡ ଦେଶର ନାମ କଣ ?
ଉତ୍ତର- ରୁଷ
୮- ଦୁନିଆର ସବୁଠାରୁ ବଡ ସୁନା ଭଣ୍ଡାର କେଉଁଠାରେ ହୋଇଥିଲା ?
ଉତ୍ତର- ଦକ୍ଷିଣ ଆଫ୍ରିକା
୯- ୨୦୨୧ରେ ଗୁଗଲରେ ସବୁଠାରୁ ଅଧିକ କଣ ସର୍ଚ କରା ଯାଇଛି ?
ଉତ୍ତର- ନରେନ୍ଦ୍ର ମୋଦୀଙ୍କୁ
୧୦- ଭାରତର କେଉଁ ପ୍ରଧାନମନ୍ତ୍ରୀ କେବେ ବିବାହ କରି ନାହାନ୍ତି ?
ଉତ୍ତର- ଅଟଳ ବିହାରୀ ବାଜପେୟୀ
୧୧- ଦୁନିଆର ସବୁଠାରୁ ଖତରନାକ ବୁଢିଆଣୀ କେଉଁ ଦେଶରେ ଦେଖାଯାଏ ?
ଉତ୍ତର- ଅଷ୍ଟ୍ରେଲିୟା
୧୨- କେଉଁ ପଶୁ ପଥର ଗୋଡି ଖାଇଥାଏ ?
ଉତ୍ତର- ସୁତୁରମୁର୍ଗ

୧୩- ହାତୀ ଗୋଟିଏ ଥର କେତେ ପାଣି ପିଇପାରେ ?
ଉତ୍ତର- ପ୍ରାୟ ୨୦୦ ଲିଟର
୧୪- କେଉଁ ଜୀବର ଜିଭ ନୀଳ ରଙ୍ଗର ହୋଇଥାଏ ?
ଉତ୍ତର- ଜିରାଫ
୧୫- କେଉଁ ଦେଶରେ 5G ନେଟବର୍ଜ ଅଧିକ ଚାଲିଥାଏ ?
ଉତ୍ତର- ଦକ୍ଷିଣ କୋରିୟା
୧୬- କେଉଁ ଗ୍ରହରେ ହିରା ଅଧିକ ବର୍ଷିଥାଏ ?
ଉତ୍ତର- ବୃହସ୍ପତି ଗ୍ରହ
୧୭- କେଉଁ ଦେଶର ନୋଟରେ ପ୍ରଭୁ ଗଣେଶଙ୍କ ଫୋଟୋ ଲୁଚି ରହିଛି ?
ଉତ୍ତର – ଇଣ୍ଡୋନେଶିୟା
୧୮- ଦୁନିଆର ସବୁଠାରୁ ସୁନ୍ଦର ହାତୀ କେଉଁ ଦେଶରେ ଦେଖାଯାଏ ?
ଉତ୍ତର- ଥାଇଲ୍ୟାଣ୍ଡ
୧୯- ବିଶ୍ଵର କୋରୋନା ଭ୍ୟାକ୍ସିନର ସନ୍ଧାନ କେଉଁ ଦେଶ କରିଥିଲା ?
ଉତ୍ତର- ରୁଷ
୨୦- ତାଜମହଲ ନିର୍ମାଣ କରିବା ପାଇଁ କେତେ କାରିଗର ଲାଗିଥିଲେ ?
ଉତ୍ତର- ୨୦ହଜାର
୨୧- ଭାରତରେ ସବୁ ନାଗରିକଙ୍କୁ ଚିହ୍ନିବା ପାଇଁ କଣ ଦିଆଯାଏ ?
ଉତ୍ତର- ଆଧାର କାର୍ଡ
୨୨- କେଉଁ ଫଳକୁ ବ୍ଲାକ ଡାଇମଣ୍ଡ ଏପେଲ କୁହାଯାଏ ?
ଉତ୍ତର- ବେଙ୍ଗନୀ ରଙ୍ଗର ସେଓକୁ
୨୩- କେଉଁ ଆମ୍ବ ଅଧିକ ମିଠା ଲାଗିଥାଏ ?
ଉତ୍ତର- ଅଲଫାସୋ ଆମ୍ବ
୨୪- ଅନ୍ଧ ର ସ୍ତ୍ରୀଙ୍କୁ କାଲା ନେଇ ପଳାଇ ଯାଉଥିଲା, ସେହି ସମୟରେ ମୁକ ତାକୁ ଦେଖି ନେଲା, ତେବେ କୁହ ମୁକ ଅନ୍ଧକୁ କେମିତି କହିବ ?
ଉତ୍ତର- ମୁକ ଅନ୍ଧ ର ସ୍ତ୍ରୀକୁ ରୋକିବା ପାଇଁ ଚେଷ୍ଟା କରିବ । (ଏହାର ଆଉ କଣ ଉତ୍ତର ହୋଇ ପାରିବ କମେଣ୍ଟରେ ଜଣାନ୍ତୁ)

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।
