SSR କେସକୁ ଚାପିବା ପାଇଁ NCB ଅଫିସରେ ଲଗାଇଲେ ନିଆଁ

ସୁଶାନ୍ତ କେସ ପୁରା ଦୁନିଆରେ ବ୍ୟାପୀ ଯାଇଛି ଯାହା ପରେ ଏହି କେସରେ ବହୁତ ବଡ କଥା ସାମ୍ନାକୁ ଆସିଛି । ଏହି ବାବଦରେ ପ୍ରଥମେ ଏନସିବି ନାର୍କୋଟିକ ଡିପାର୍ଟମେଣ୍ଟ ବହୁତ ସବୁତ ପାଇଥିଲେ ଯାହା ପରେ ରିଆ ଚକ୍ରବର୍ତୀ ଜେଲରେ ଅଛି ଓ ଏନସିବି ପରେ ସିବିଆଇ ଏହାର ଖୁଲାସା କଲେ ଯେ ରିଆ ଡ୍ରଗ୍ସ କେବଳ ସୁଶାନ୍ତ ପାଇଁ ନୁହ ନିଜ ପାଇଁ ଓ ଅନ୍ୟ ବଲୀଉଡ କଳାକାର ମାନଙ୍କ ପାଇଁ ମଧ୍ୟ ମଗାଉଥିଲା ।

ତେବେ ଏହି କେସରେ ପ୍ରତିଦିନ କିଛି ନୂଆ ଦେଖିବାକୁ ମିଳୁଥିଲା କିନ୍ତୁ ହଟାତ ଯାହା ହେଲା ତାହା ଶୁଣି ଆପଣଙ୍କ ପାଦ ତଳୁ ଜମି ଖସିଯିବ ଏନସିବି ଅଫିସରେ ନିଆ ଲାଗିଛି ତେବେ ଖବର ଅନୁଯାଇ କିଛି ନଷ୍ଟ ହବାର ବା ଜୀବନ ଯିବାର ଖବର ବର୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ।

Image Courtesy: Google

ତେବେ ଖବର ଅନୁଯାଇ ଅଫିସ ତୃତୀୟ ମାଲାରେ ଥିଲା ଓ ଭାଗ୍ୟରୁ ନିଆ ଦ୍ଵିତୀୟରେ ଲାଗିଛି, ତେବେ ଏନସିବି ଅଫିସର ମାନଙ୍କ କହିବା ଅନୁଯାଇ ନିଆ ଲାଗି ନାହିଁ ନିଆ ଲଗା ଯାଇଛି, କିଛି ନକାରାତ୍ମକ ଲୋକ ଯାହାଙ୍କୁ ଏହା ଅନୁଭବ ହୋଇ ଯାଇଛି ଯେ ଏବେ ତାଙ୍କ ପର୍ଦା ଫାଶ ହୋଇଯିବ ସେହି ଭଳି ଲୋକ ଏମିତିକା କାଣ୍ଡ କରୁଛନ୍ତି ଯାହା ଦ୍ଵାରା ଅଫିସରେ ଥିବା ସବୁ ସବୁତ ନଷ୍ଟ ହୋଇଯାଉ ଓ ଇନଭେଷ୍ଟିଗେସନ ଏଇଠି ରହି ଯାଉ କିନ୍ତୁ ଭାଗ୍ୟ ଭଲ ଯେ ସବୁ ଅଫିସର ରିଆ ସହ କଥା ହବା ପାଇଁ ଜେଲ ଯାଇଥିଲେ ଓ କୌଣସି ଅଫିସର ଆଘାତ ପାଇ ନାହାନ୍ତି ଓ ନିଆ କେମିତି ଲାଗିଲା ଏହାକୁ ଯାଞ୍ଚ କରିବା ପାଇଁ ଗୋଟେ ଟିମ ଲାଗିଛି ।

Image Courtesy: Google

ତେବେ ଯଦି ସତରେ ଏନସିବି ଉପରେ ଜାଣି ବୁଝି ନିଆ ଲଗା ଯାଇଛି ତେବେ ଏହା ବହୁତ ନିନ୍ଦନୀୟ ଅପରାଧ ଅଟେ କାହିଁକିନା ଭାରତ ର ସିବିଆଇ ଓ ଏନସିବି ବହୁତ ବଡ କାର୍ଜ୍ଯାଳୟ ଯେଉଁଥିରେ କୋର୍ଟ ବା ଆଇନ ଭରସା କରିଥାଏ ଓ ଯଦି ଏହା ଉପରେ ଆଘାତ କରିବା ପାଇଁ ଆରୋପି ଚେଷ୍ଟା କରିଛନ୍ତି ତେବେ ଏହା ବହୁତ ବଡ ଘଟନା ଅଟେ । ତେବେ ଏହି ଘଟନା ପରେ ଭାରତ ସରକାର ପ୍ରଧାନ ମନ୍ତ୍ରୀ ମୋଦୀ ମଧ୍ୟ କହିଛନ୍ତି ଯେ ଯଦି ଏହା ପ୍ଳାନ କରି କରା ଯାଇଛି ତେବେ ଆରୋପିକୁ ବହୁତ ବଡ ଦଣ୍ଡ ଦିଆ ଯିବା ଉଚିତ ଓ ବଲୀଉଡ ପାଇଁ ବହୁତ ବଡ ଅଭିଜ୍ଞାନ ଚାଲିବ ଯେଉଁଥିରେ ସମସ୍ତଙ୍କ ପାଇଁ ଆଇନ କରା ଯିବ ।

Image Courtesy: Google

ତେବର ରିଆ ଚକ୍ରବର୍ତୀ ନିଜ ବୟାନରେ ଆଦିତ୍ୟ ଠାକରେ ନା ନେଇଛନ୍ତି ଯାହା ପରେ ଶ୍ରୀ ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ଯେ ସରକାର ତରଫରୁ କୌଣସି ଭୁଲ ହେଲେ ସେହି ବ୍ୟକ୍ତିକୁ ମଧ୍ୟ ଦଣ୍ଡ ଦିଆ ଯିବ । ତେବେ ବହୁତ ନେତା ଏହି ଘଟଣା ବିରୂଦ୍ଧରେ ମୋର୍ଚା ଆରମ୍ଭ କରିଛନ୍ତି, କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କଙ୍ଗନା ଛଡା ଅନ୍ୟ କୌଣସି ବଲୀଉଡ ଷ୍ଟାର ଏହା ବିରୂଦ୍ଧରେ ବା ସୁଶାନ୍ତ ପାଇଁ କିଛି କହି ନାହାନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ ନିଶ୍ଚୟ କମେଣ୍ଟ କରିବେ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *