ମୁଁ ଆପଣଙ୍କ Loverଙ୍କ ନାମ କହି ପାରିବି, Love Game

ଆଜିକାଲି ସମସ୍ତଙ୍କର ଗର୍ଲଫ୍ରେନ୍ଡ କିମ୍ବା ବୟଫ୍ରେନ୍ଡ ଅଛନ୍ତି । କିନ୍ତୁ ଏହା ସତ୍ବେ ବି କିଛି ଯୁବକ ଓ ଯୁବତୀ ଏମିତି ବି ଅଛନ୍ତି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଏକୁଟିଆ ଅଛନ୍ତି । କହିବାକୁ ଗଲେ ଏହି ଦୁନିଆରେ ସମସ୍ତେ କାହାକୁ ନା କାହାକୁ ନିଶ୍ଚିତ ପସନ୍ଦ କରିଥାନ୍ତି ।

ଏମିତିରେ କେତେକ ଲୋକମାନେ ନିଜର ମନର କଥା ସେହି ବ୍ୟକ୍ତିକୁ କହି ଦିଅନ୍ତି ତ କେତେ ଜଣ ନିଜ ମନ କଥା ନିଜ ମନରେ ହିଁ ରଖି ଦିଅନ୍ତି । ଏହା ପରେ କେତେକଙ୍କ ଲଭ ଷ୍ଟୋରି ହିଟ ହୋଇଥାଏ ଅର୍ଥାତ ସେମାନେ ଭଲ ପାଇବା ପରେ ବିବାହ ମଧ୍ୟ କରନ୍ତି । କିନ୍ତୁ ଅନ୍ୟ ପଟେ କେତେକ ଲଭ ଷ୍ଟୋରି ଫ୍ଲପ ହୋଇଯାଏ ଅର୍ଥାତ ସେମାନେ କିଛି ଦିନ ଏକାଠି ରହିବା ପରେ ଅଲଗା ହୋଇ ଯାନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଆର୍ଟିକୀଳ ମାଧ୍ୟମରେ ଆପଣଙ୍କୁ ଆପଣଙ୍କର ପ୍ରେମିକା କିମ୍ବା ପ୍ରେମିକ ବିଷୟରେ କହିବାକୁ ତାହା ବି ପୁଣି ଏକ ସାଧାରଣ ଗଣିତର ଫରମୂଳା ଅନୁସାରେ । ଯାହା ମାଧ୍ୟରେ ଆପଣ ନିଜର ପ୍ରେମିକା କିମ୍ବା ପ୍ରେମିକର ପ୍ରଥମ ଅକ୍ଷର ବିଷୟରେ ଜାଣି ପାରିବେ । ତେବେ ଚଲାନ୍ତୁ ଜାଣିବା ଆପଣଙ୍କ ଜୀବନସାଥିଙ୍କ ନାଁ ର ପ୍ରଥମ ଅକ୍ଷର ।

ପ୍ରଥମେ ଆପଣ ଆମ ଦ୍ଵାରା ଦିଆଯାଇଥିବା ଏହି ଚାଟକୁ ଦେଖି ନିଜର ଲଭର ନାଁ ର ପ୍ରଥମ ଅକ୍ଷରକୁ ବାଛନ୍ତୁ । ଏହା ପରେ ଏହି ଅକ୍ଷର ଅନୁସାରେ ନମ୍ବର ନିଅନ୍ତୁ । ଯେମିତି କି A ର ୧୭, B ର ୧୫ ଏହିଭଳି ଆପଣଙ୍କର ପ୍ରେମିକା କିମ୍ବା ପ୍ରେମିକର ନାଁ ଯେଉଁ ଅକ୍ଷରରେ ଆରମ୍ଭ ହେଉଛି ତାହା ଅନୁସାରେ ନମ୍ବର ନିଅନ୍ତୁ । ଏବେ ଏହି ନମ୍ବରରେ ୨୦ ମିଶାନ୍ତୁ ।

୨୦ ମିଶାଇବା ପରେ ଆପଣଙ୍କର ଯାହା ବି ଉତ୍ତର ଆସିଛି କିମ୍ବା ଯାହା ବି ନମ୍ବର ଆସୁଛି ସେଥିରେ ପୁଣି ଥରେ ୧ ଫେଡାଣ କିମ୍ବା ବିୟୋଗ କରି ଦିଅନ୍ତୁ । ୧ ଫେଡାଣ କରିବା ପରେ ଆପଣଙ୍କର ଯାହା ବି ଉତ୍ତର ଆସୁଛି ସେଥିରେ ୩ ଗୁଣି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କର ଯେଉଁ ଉତ୍ତର ଆସିଛି କିମ୍ବା ନମ୍ବର ଆସିଛି ସେଥିରେ ପୁଣି ଥରେ ୨ ଗୁଣି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କର ଉତ୍ତର ଆପଣଙ୍କୁ ମିଳି ଯାଇଥିବ ।

ବର୍ତ୍ତମାନ ଆପଣଙ୍କର ଯାହା ବି ଉତ୍ତର ଆସୁଛି ସେହି ଉତ୍ତରକୁ ଅର୍ଥାତ ସେହି ନମ୍ବରକୁ ଆମ ଦ୍ଵାରା ଦିଆଯାଇଥିବା ଦ୍ଵିତୀୟ ଚାଟରେ ଦେଖନ୍ତୁ । ଏହି ନମ୍ବର ସିଧା ସିଧି ଯେଉଁ ଅକ୍ଷର ଅଛି ତାହା ଆପଣଙ୍କର ପ୍ରେମିକ କିମ୍ବା ପ୍ରେମିକାର ପ୍ରଥମ ଅକ୍ଷର ଅଟେ । ବର୍ତ୍ତମାନ ଦେଖନ୍ତୁ ଆପଣଙ୍କର ପ୍ରେମିକା କିମ୍ବା ପ୍ରେମିକର ପ୍ରଥମ ଅକ୍ଷର ଆପଣଙ୍କ ସାମ୍ନାରେ ଥିବ । କହିବାକୁ ଗଲେ ଏହା ଅତି ସହଜ ଗଣିତ ଫରମୂଳା ଅଟେ ଯାହାକୁ ଉପଯୋଗ କରି ଆପଣ ନିଜର ପ୍ରେମିକ କିମ୍ବା ପ୍ରେମିକାର ନାଁ ଜାଣି ପାରିବେ ।

Leave a Reply

Your email address will not be published. Required fields are marked *