ସମସ୍ତଙ୍କର ଶେଷ ଠିକଣା ଆଜି ମୋ ପାଇଁ ବି ପାଲଟିଛି ଶେଷ ଠିକଣା । ମୁଁ ବି ସେହି କାଳିଆ ଧାମରେ ଦା-ହ ହେବି । ଛୋଟ ବେଳେ ମା କହୁଥିଲା ସ୍ଵ-ର୍ଗ-ଦ୍ଵା-ର ରେ ପୋ-ଡା ହେଲେ ଆ-ତ୍ମା ସ୍ଵ-ର୍ଗ ପ୍ରାପ୍ତି ହୁଏ ବୋଲି । ଆଉ ମୁଁ ବି ଆଜି ସେହି ସ୍ଵ-ର୍ଗ-ଦ୍ଵା-ର ରେ ପୋ-ଡା ହେବାକୁ ଯାଉଛି । ଯେଉଁଠି ହଜାର ହଜାର ଶ-ବ ପ୍ରତିଦିନ ପୋଡା ହୁଅନ୍ତି । ଆଜି ସେହି ହଜାର ହଜାର ଶ-ବ ମଧ୍ୟରେ ମୁଁ ଜଣେ ଥିବି ।
କୋ-କେ-ଇ-ରେ ବନ୍ଧା ହୋଇ ମୁଁ ବଡ ଦାଣ୍ଡରେ ସିଧା ସ୍ଵ-ର୍ଗ-ଦ୍ଵା-ର କୁ ଚାଲିଯିବୀ । ମୋ ଦେହ ସାରା ଫଗୁ ପଡୁଥିବ ମଥା ପାଖରେ ଧୂପକାଠି ଜଳୁଥିବ । ଗୋଟେ ଧ-ଳା କ-ନା ମୋ ଉପରେ ଘୋଡା ହୋଇଥିବ ଆଉ ମୁଁ ପା-ଳ ଦ-ଉ-ଡି ରେ ବନ୍ଧା ହୋଇଥିବୀ । ମୋତେ କା-ନ୍ଧେ-ଇ ନେବେ ମୋ ପ୍ରିୟଜନ ।
ହଁ ଦର୍ଶକ ବନ୍ଧୁ ବୋଧ ହୁଏ ଏମିତି କିଛି ଭାବନାକୁ ଚିନ୍ତାରେ ସୋଇ ଭାବୁଥିବେ ଓଲିଉଡ ଜଗତର ଲୋକପ୍ରିୟ ତଥା ଦିଗଜ ଅଭିନେତା ପିଣ୍ଟୁ ନନ୍ଦ । କାରଣ ସେ ଆଜି ସମସ୍ତଙ୍କୁ ଛାଡି ଏ ଦୁନିଆରୁ ବିଦାୟ ନେଇଛନ୍ତି । ତେବେ ହାଇଦ୍ରାବାଦ ରୁ ଓଡିଶାରେ ପହଞ୍ଚିବା ପରେ ପ୍ରଥମେ ତାଙ୍କର ମ-ର ଶ-ରୀ-ର ତାଙ୍କ ଘରକୁ ଯିବ । ସେଠାରେ ତାଙ୍କୁ ଘର ଲୋକ ଦେଖି ସାରିବା ପରେ କଳାକାର ମାନେ ମଧ୍ୟ ଶେ-ଷ ଦ-ର୍ଶ-ନ କରିବେ ।
ତାଙ୍କର ପା-ର୍ଥୀ-ବ ଶ-ରୀ-ର କୁ ପୁରୀ ସ୍ଵ-ର୍ଗ-ଦ୍ଵା-ର ରେ ଦା-ହ କରାଯିବ ବୋଲି ବ୍ୟବସ୍ଥା କରା ଯାଇଛି । ପିଣ୍ଟୁ ଙ୍କର ସମସ୍ତେ ଶେ-ଷ ଦ-ର୍ଶ-ନ କରି ସାରିବା ପରେ ତାଙ୍କର ମ-ର ଶ-ରୀ-ରକୁ ସ୍ଵର୍ଗଦ୍ଵାର କୁ ନିଆଯିବ । ତେବେ ଲିଭର ଶିରୋଷିସ ରୋଗରେ ପୀଡିତ ଥିବା ପିଣ୍ଟୁ ନନ୍ଦ ଙ୍କ ବୁଧବାର ରାତି 11ଟା 25 ମିନିଟ ରେ ଦେ-ହା-ନ୍ତ ହୋଇଛି । ଦିଲ୍ଲୀ ରେ ତାଙ୍କର ଲିଭର ଟ୍ରାନ୍ସ ପ୍ଳାଣ୍ଟ ପାଇଁ ଚିକିତ୍ସିତ ହେଉଥିଲେ ।
ହେଲେ ଦିଲ୍ଲୀ ତାଙ୍କୁ ମନା କରି ଦେଇଥିଲେ କି ତାଙ୍କର ଲିଭର ଲାଗି ପାରିବ ନାହି ବୋଲି । କାରଣ ପିଣ୍ଟୁ ଙ୍କ ସହ କାହାର ବି ଲିଭର ମ୍ଯାଚ କରିଲା ନାହି । ଏହା ପରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଯଶୋଦା ମେଡିକାଲ କୁ ସ୍ଥାନାନ୍ତର କରା ଯାଇଥିଲା । ହେଲେ ଠିକ ସମୟରେ ଲିଭର ଟ୍ରାନ୍ସ ପ୍ଳାଣ୍ଟ ନ ହେବ କାରଣରୁ ତାଙ୍କର ମୃ-ତ୍ୟୁ ହୋଇ ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।