ଦେଖନ୍ତୁ କେମିତି ଅଜଗର ଛେଳିକୁ ଗିଳି ଅଚେତ ଅବସ୍ଥାରେ ପଡିଛି ରାସ୍ତା ମଝିରେ, ଆଉ ତା ପରେ ଯାହା ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଅନେକ ପ୍ରକାରର ସା-ପ ଦେଖିବାକୁ ମିଳିଥାଏ । କିଛି ସା-ପ ଏତେ ବି-ଷ-ଧ-ର ହୋଇଥାନ୍ତି ଯାହାର ବିଷରେ ବ୍ଯକ୍ତିର ମୃ-ତ୍ୟୁ ହେବା ନିଶ୍ଚିନ୍ତ ହୋଇଥାଏ । କିଛି ଲୋକ ମାନେ ସା-ପ ଦେଖିବା ମାତ୍ରେ ତା ଉପରେ ଆକ୍ରମଣ କରିଥାନ୍ତି ଓ ତାକୁ ମାରି ଦେଇଥାନ୍ତି । କିନ୍ତୁ ଏପରି କରିବା ଉଚିତ ନୁହେଁ । ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ରହିଛି । ସୂଚନା ମୁତାବକ ଗୋଟେ ଛେଳିକୁ ଗି-ଳି ଦେଇ ଅଜଗର ସା-ପ ଅଡୁଆରେ ରାସ୍ତା ମଝିରେ ପଡି ରହିଛି । ଅଜଗର ସା-ପ ଆମ ଦେଶର ସବୁଠାରୁ ଭ-ୟଙ୍କ-ର ଓ ବି-ଷ-ଧ-ର ସା-ପ ଅଟେ ।

ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କେଉଁଝର ଜିଲ୍ଲାର ତେଲୋକୋଇ ବନାଞ୍ଚଳ କରାମଙ୍ଗି ଗାଁ ବାମଦୋଇ ପାହାଡ ପାଖରେ । ସକାଳୁ ଏକ ଅଜଗର ସା-ପ ରାସ୍ତା ମଝିରେ ନିସ୍ତେକ ହୋଇ ପଡିଥିବା ଦୃଶ୍ୟ ସେଠିକାର ଲୋକ ମାନେ ଦେଖିବାକୁ ପାଇଥିଲେ । ଲୋକ ମାନେ ଅଜଗର ଛେଳି କୁ ଗି-ଳି ଦେଇ ଥିବାରୁ ଆଉ ଯାଇପାରି ନାହି ବୋଲି ସ-ନ୍ଦେ-ହ ପ୍ରକାଶ କରିଛନ୍ତି । ଏହି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକ ମାନେ ଅଜଗର ସା-ପ କୁ ଜଙ୍ଗଲ ଆଡକୁ ଘଉଡାଇବା ପାଇଁ ଅନେକ ଚେଷ୍ଟା କରିଥିଲେ । କିନ୍ତୁ ଅଜଗର ସା-ପ ଟି ଯିବା ପାଇଁ ଅକ୍ଷମ ଥିବାରୁ ସେହି ରାସ୍ତା ମଝିରେ ଅଚେତ ଅବସ୍ଥାରେ ପଡି ରହିଛି ।

ତେବେ ଏ ନେଇ ଗାଁ ଲୋକ ମାନେ ବନ୍ୟା ବିବଘାରେ ସୂଚନା ଦେଇଛନ୍ତି । ତେବେ ଅଜଗର ର ଏଭଳି ଦୃଶ୍ୟ ଦେଖିବା ପରେ ଲୋକ ମାନେ ଭ-ୟ-ଭୀ-ତ ହେବା ସହ ଚି-ନ୍ତା ରେ ପଡି ଯାଇଛନ୍ତି । କିଭଳି ଭାବେ ଅଜଗର ଛେଳି କୁ ଗି-ଳି ଦେଇ ନିଜେ ଅକ୍ଷମ ହୋଇ ପଡିଛି । ଏହି ଭି-ଡି-ଓ ରେ ଆପଣ ମାନେ ଅଜଗର ର ପେଟ କିପରି ଭାବେ ଫୁଲି ରହିଛି ଛେଳି କୁ ଗି-ଳି ତାହା ଦେଖି ପାରିବେ । ତେବେ ବେଳେବେଳେ ପଶୁ ମାନେ ମଧ୍ୟ ଏମିତି କାମ କରିଥାନ୍ତି ଯାହା ପାଇଁ ସେମାନଙ୍କୁ ଅନେକ ସମୟରେ ବଡ ପରିଣାମର ଶି-କା-ର ହେବାକୁ ପଡିଥାଏ । ଯେପରି ଏଠାରେ ଅଜଗର ଗୋଟେ ଛେଳି କୁ ଗି-ଳି କରିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜାରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *