ମୁଁ ଗୋଟେ ଝିଅ କୁ ପଚାରିଲି ତୁମର ନାମ କଣ ? ସେ କହିଲା 1717, tତେବେ ତାହାର ନାମ କଣ ?

ଅନେକ ପ୍ରଶ୍ନର ଯାହା ଆମ ପାଖରେ ନାହିଁ । ତାହା ଆମେ କାହାକୁ ପଚାରି ଥାଉ । ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇ ଥାଉ । ସାଧାରଣ ଭାବେ ଆମେ ଦେଖିବା ପାଇଁ ଯିବା ଯଦି ଆମେ ଆମ ପାଖ ଆଖରେ ହେଉଥିବା ଘଟଣା ଠାରୁ ବହୁତ ଦୂର ରେ ଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଦେଖିବା ପାଇଁ ଯିବା । ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ ।

ଅନେକ ପିଲା ମାନେ କେବଳ ବହି କୁ ପଢୀ ଥାନ୍ତି ସେମାନେ ବାହାର ଦୁନିଆ କୁ ଦେଖିବା ପାଇଁ ଚେଷ୍ଟା କରି ନ ଥାନ୍ତି । ଯାହା ପାଇଁ ସାଧାରଣ ଭାବେ ସେମାନେ ପରୀକ୍ଷାରେ ଖରାପ କରିଥାନ୍ତି । ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ  ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ ।

କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ଏହି ସବୁ ପ୍ରଶ୍ନ ଓ ଉତ୍ତର କିଛି ମଜାଦାର ଆଉ ଢଗ ଭଳି ରହିଛି । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର । ୧- ପୁଅ ମାନଙ୍କ ର ନାମ ଝିଅ ମାନଙ୍କ ର କାମ କିଏର କହି ପାରିବା ସେ କେଉଁ ପର୍ବର ନାମ ?

ଉତ୍ତର- କୁମାର ପୂର୍ଣ୍ଣିମା

୨- ଗୋଟିଏ ରୁମାଲ ର ୪ଟି କୋଣ ଅଛି ଯଦି ଏହାର ୨ଟି କୋଣ କୁ କାଟି ଦିଆଯାଏ ତେବେ ଆଉ କେତୋ ଟି କୋଣ ରହିବ ?

ଉତ୍ତର- ୬ଟି କୋଣ

୩- ଯିଏ ବେସୀ ମଦ ପିଏ, ତାକୁ ମଦୁଆ କୁହନ୍ତି ହେଲେ ଯିଏ ବେସୀ ଭଲ ଆପେ ତାକୁ କଣ କୁହନ୍ତି ?

ଉତ୍ତର- କଣ ଭଲୁଆ ହୋଇପାରେ କି ?

୪- ମୁଁ ଗୋଟେ ଝିଅ କୁ ପଚାରିଲି ତୁମର ନାମ କଣ ? ସେ କହିଲା ୧୭୧୭ ତାହାର ନାମ କଣ ?

ଉତ୍ତର- ଲିଲୀ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ନିଶ୍ଚୟ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । ଆଗକୁ ଆମେ ଆପଣଙ୍କ ପାଇଁ ଏମିତି ସୁନ୍ଦର ସୁନ୍ଦର ବିଷୟ ବସ୍ତୁ ନେଇ କରି ଆସିବୁ ।

Leave a Reply

Your email address will not be published. Required fields are marked *