ମୁଁ ଜାଣିଥିଲି ସେତେବେଳେ କଣ ଘଟିବ ଯେତେବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ guli କରିବେ । ସେତେବେଳେ ଧଳା କାଗଜ ଉପରେ ବଡ ବଡ ନାଲି ଅକ୍ଷର ରେ ଲେଖିଥିଲି ମୁଁ । ଆଉ ତାକୁ ପକେଟ ରେ ପୁରାଇ ଥିଲି । ହଁ ଦର୍ଶକ ବନ୍ଧୁ ଏମିତି କିଛି ସତ ମାଉଛି ଏବେ ଗୋପାଳ ଦାସ । ଆଉ ଠିକ ସେତିକି ବେଳେ ସରେଣ୍ଡର କରି ଉପରକୁ ହାତକୁ ଟେକି ଦେଇଥିଲା ଗୋପାଳ ।
କାରଣ ଗୋପାଳ ଜାଣିଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କୁ guli କରିବା ପରେ ଉତ୍ୟକ୍ତ ଲୋକ ମାନେ କଣ କରିବେ ? ପାଖରେ ଥିବା ପୋଲିସ ପ୍ରଶାସନ କଣ କରିବ ? ଏ ସବୁ କିଛି କି ଆକଳନ କରିଥିବା ଗୋପାଳ କାରଣ ସେ ନିଜେ ବି ପୋଲିସ ବାବୁ । ଦର୍ଶକ ବନ୍ଧୁ ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ଅ-ଭି-ଯୁ-କ୍ତ ଙ୍କୁ ଗୋପାଳ ଜେରା କରୁଛି । ଆଉ ଠିକ ଏତିକି ବେଳେ ଗୋପାଳ ଗୋଟେ ପରେ ଗୋଟେ ସତ ମାନୁଛି ।
ଆଉ ଗୋପାଳର କହିବ କଥା ମୁଁ ଯେଉଁ ଦିନ ଘଟଣା ଘଟାଇଲି ସେଦିନ ମୁଁ ପୂର୍ବ ଅନୁମାନ କରିଥିଲି ଘଟଣା ଘଟିବା ପରେ କଣ ଘଟିବ ? ସେଥିପାଇଁ ତ ମୁଁ ଧଳା କାଗଜ ଉପରେ ନାଲି ଅକ୍ଷର ରେ ଲେଖି ପକେଟ ରେ ରଖିଥିଲି । କାରଣ ମୋତେ ସୁଯୋଗ ମିଳିବ କି ନାହି । ଆଉ ଏ କଥା ବି କହୁଛି ଏହା ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କୁ ମା-ରି-ବା ପାଇଁ ଦୁଇ ଦୁଇ ଥର ଚେଷ୍ଟା କରି ଫେଲ ହୋଇଛି ।
ଆଉ ତୃତୀୟ ଥର ରେ ପାସ କରିଛି । ସତରେ କଣ ମନ୍ତ୍ରୀ ଗୋଟେ guli ରେ ମ-ରି-ଗ-ଲେ ? ଏମିତି କିଛି ଯୁକ୍ତି ବାଢୁଛନ୍ତି ଅ-ଭି-ଯୁ-କ୍ତ ବହିସ୍କୃତ ଏଏସଆଇ ଗୋପାଳ କୃଷ୍ଣ ଦାସ । ଏହି ଘଟଣା ପରେ ଧସ୍ତା ଧସ୍ତି ସମୟରେ ଯେତେବେଳେ କି ଗୋପାଳ କୁ ଏପଟୁ ଟାଣି ଦେଉଥାଏ କିଏ ସେପଟୁ ଟାଣି ଦେଇଥାଏ ଟ ଆଉ କିଏ ପେଟରେ ଗୋଟେ ବିଧା ମା-ରୁଥାଏ ତ ଆଉ କିଏ କୁଆଡୁ ଟାଣି ନେଇ ଯାଉଥାଏ ସେତେବେଳେ ଅ-ଭି-ଯୁ-କ୍ତ ଗୋପାଳ ହାତ ଦୁଇଟି କୁ ଉପରକୁ ଟେକି ଦେଇ ସରେଣ୍ଡର ସରେଣ୍ଡର ଚିତ୍କାର କରୁଥାଏ ।
ହଁ ଦର୍ଶକ ବନ୍ଧୁ ଏମିତି କିଛି ସତ କଥା ଏବେ କହିଛି ଗୋପାଳ । ଆଉ ଏହାରି ଭିତରେ SCB ର ବିଶେଷଜ୍ଞ ଡାକ୍ତର ଙ୍କ ଟିମ ଙ୍କ ଦ୍ଵାରା ଅଭିଯୁକ୍ତ ଗୋପଳାର ମାନସିକ ସ୍ଥିତି ର ଯାଞ୍ଚ କରା ଯାଇଛି । ଆଉ ଆଜି ଦ୍ଵିତୀୟ ପର୍ଜ୍ଯାୟ ରେ ଗୋପାଳ ଙ୍କୁ ପୁଣି ଥରେ ମାରଥନ ଜେରା କରା ଯାଇଛି ।
ଆଉ କ୍ରାଇମ ସିନ କିଭଳି ଭାବେ ପ୍ରସ୍ତୁତ କରିଥିଲା ତାହା ଗୋପାଳ ଠାରୁ ଶୁଣିବା ପାଇଁ ଆଉ ରାଜ୍ୟବାସୀ ଙ୍କୁ ଜାଣିବା ପାଇଁ ସେପଟେ କ୍ରାଇମ ବ୍ରାଞ୍ଚ ବି ତତ୍ପର ହୋଇ ଉଠିଛି । ତେବେ ଦେଖିବାକୁ ବାକି ରହିଲା ପ୍ରକୃତ ସତ କେବେ ସାମ୍ନା କୁ ଆସୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।