ମୋତେ ବାନ୍ଧିଲ ଏବେ ସମ୍ଭାଳିବ । 40 ଲକ୍ଷ ଭୁତ ଆସିବ ଏ ଥାନା ପାଚେରି କୁ ଉଡାଇ ଦେବ । ମୋତେ ବାନ୍ଧିଛ ଏବେ ସମ୍ଭାଳିବ । ତୁମେ ମାନେ ଜାଣିଛ ତ କାହାକୁ ବାନ୍ଧିଛ ? ଉଁ ହେଉଛି ଭୁତ ମାନଙ୍କର ସଭାପତି । ନୀତି ଆତ୍ମା ପ୍ରେତାତ୍ମା ସହ କଥା ହେଉଛି । ଭୁତ ମାନଙ୍କର ମିଟିଙ୍ଗ ରେ ମୁଁ ସଭାପତି ଯାଉଛି । ମୁଁ ଯାହା କହୁଛି ସେୟା ହେଉଛି ।
ଯେବେ ଚାହିଁବି ସେତେ ବେଳେ କଳା ହାଣ୍ଡିଆ ମେଘ ଘୋଟି ଆସିବ । ଯେତେବେଳେ ଚାହିଁବି ଏକ ସହ 40 ଲକ୍ଷ ଭୁତ ଙ୍କୁ ଡାକି ଏକାଠି କରି ଦେବି । ରାଜ ରାସ୍ତା ରେ ହଇଚଇ ସୃଷ୍ଟି କରି ଦେବି । ସମସ୍ତଙ୍କୁ ଡରାଇ ଭୟଭୀତ କାରୟ ଦେବି । ମୁଁ ହେଉଛି ବିପିନ ବାବା ଭୁତ ମାନଙ୍କର ସଭାପତି ।
ହଁ ଦର୍ଶକ ବନ୍ଧୁ 40 ଲକ୍ଷ ଭୁତ ଙ୍କୁ ପାଠ ପଢାଉ ଥିବା ବାପା ବିପିନ ରାଉତ ଏବେ ଜେଲ ର ଚାରି କାନ୍ଥ ଭିତରେ । ଆଉ କୁଆଡେ ଜେଲ ର ଚାରି କାନ୍ଥ ଭିତରେ ଚିତ୍କାର କରୁଛନ୍ତି ବାବା ବିପିନ ରାଉତ । ଠିକ ଯେମିତି ଗଣମାଧ୍ୟମରେ ଚିତ୍କାର ଶୁଭି ଥାଏ । ଚିତ୍କାର କରି କହୁଛି ମୁଁ ଚାହିଁଲେ ବର୍ତ୍ତମାନ 40 ଲକ୍ଷ ଭିଉତ ଙ୍କୁ ଡାକି ଆଣିବି ।
ଆଉ ଏ ଥାନା ର ପାଚେରି ଆଉ ଲୁହା ବାଡ ସବୁ କିଛି ଉପାଡି ଦେବି । ଦର୍ଶକ ବନ୍ଧୁ ଏ ସବୁ ଭିତରେ କର୍ତ୍ତବ୍ୟ ରେ ଥିବା ପୋଲିସ ବାବୁ ମାନେ କୁହା କୁହି ହେଉଛନ୍ତି ହଁ ଡାକିଲୁ ଦେଖିବା । ଆଉ ସବୁ ପରେ ବି ଫଣା ଟେକିବା ବନ୍ଦ କରି ନାହାନ୍ତି ବାବା ବିପିନ ରାଉତ । କାଲି ଏଉନ କଥା କହୁଥିଲେ ଆଜି ବି ସେହି କଥା କହୁଛନ୍ତି ବାବା ବିପିନ ରାଉତ ।
କୁଆଡେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଆତ୍ମା ତାଙ୍କ ପାଖକୁ ଆସୁଛି ଆଉ ତାଙ୍କ ସହ କୁଆଡେ କଥାବାର୍ତ୍ତା ହେଉଛି । 40 ଲକ୍ଷ ଭୁତ ନୁ କଣ୍ଟ୍ରୋଲ ରେ ରଖିଥିବା ବାବା ଏବେ କହୁଛନ୍ତି ଏବେ ଦେଖ 40 ଲକ୍ଷ ହୁଉତ ଙ୍କୁ ଆଣିବି ।
ମୋତେ ଯେଉଁ ଥାନା ରେ ରଖିଛ ସେହି ଥାନା ର ପାଚେରି ଉଡାଇ ଦେବି । ଆଉ ଯାହାକୁ ଶୁଣିବା ପରେ ଏବେ ଲୋକେ ତାଙ୍କ ଉପରେ ହସୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ବାବା ବିପିନ ରାଉତ ଙ୍କ ବୟାନ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।