ମୁନମୁନର ପ୍ୟାଡ଼ରୁ ଡ୍ରଗ୍ସ ବାହାରିବା କାଥା ସାମ୍ନାକୁ ଆସିବା ପରେ, କିଛି ଏମିତି କହିଲେ Sura Raoutray…

ମୁମ୍ବାଇ କ୍ରୁଜ ଡ୍ର-ଗ୍ସ କେ-ସ ମା-ମ-ଲାରେ ଆର୍ୟନ ଖାନ, ମୁନମୁନ ଧର୍ମେଚା ଓ ଆରବାଜ ମରଚାଣ୍ଟ ଗି-ର-ଫ ହୋଇଛନ୍ତି । ଏହା ପରେ ଯେତେବେଳେ ସେମାନଙ୍କ ସମସ୍ତ ଜିନିଷ ପତ୍ରର ତଲାସି ନିଆଗଲା ତେବେ ସେହି ସମୟରେ ମୁନମୁନଙ୍କ ସାନିଟାରୀ ପ୍ୟାଡରୁ ଡ୍ର-ଗ୍ସ ମିଳିଲା । ଯାହାକୁ ନେଇ ଆଜି ସୁର ରାଉତରାୟ ନିଜର ମନ୍ତବ୍ୟ ପ୍ରକାଶ କରିଛନ୍ତୁ । ସୁର ଭାଇ କହିଲେ କି ମୁନମୁନ ନାମକ ଜଣେ ସୁନ୍ଦରୀ ମହିଳା ନିଜ ପ୍ୟାଡ ଭିତରେ ଡ୍ର-ଗ୍ସ ନେଇ ଯାଇ ଥିଲା । ଏହି କେ-ସରେ ୪୨ ଜଣ ଧ-ରା ହେଲେଣି ।

ଆରେ ଏମାନେ ତ ଭାରତକୁ ନଷ୍ଟ କରିଦେବେ । ବର୍ତ୍ତମାନ କଟକ, ଖୋର୍ଦ୍ଦା, ଭୁବନେଶ୍ଵର, ଜଟଣୀରେ ସବୁଦିନ ବ୍ରା-ଉ-ନ-ସୁ-ଗା-ର ସି-ଜ ହେଉଛି । ମୁଁ ଭୁବନେଶ୍ଵରର ପୋ-ଲି-ସ କମିଶନର ପ୍ରିୟଦର୍ଶୀନୀକୁ ଏଥିପାଇଁ ଧନ୍ୟବାଦ ଜଣାଉଛି ।

ପ୍ରତଦିନ ଏହି ସବୁ ଜିନିଷ ସି-ଜ ହେଉଛି ଓ ବହୁତ ଲୋକମାନେ ମଧ୍ୟ ଧ-ରା ହେଉଛନ୍ତି । ମୁଁ କହୁଛି ଆହୁରି ରେ-ଡ କର । ସବୁ ବସ୍ତିକୁ ବି ରେ-ଡ କର । ତେବେ ଆହୁରି ବ୍ରା-ଉ-ନ-ସୁ-ଗା-ର ମିଳିବ । ଏହି ସବୁ ନି-ଶା କୋଟିପତି ଓ ଧନୀ ଘରର ପୁଅ ଓ ଝିଅମାନଙ୍କ ନି-ଶା । ଯଦି ପ୍ୟାଡ ଭିତରେ ଏହି ନି-ଶା ଦ୍ରବ୍ୟ ବାହାରୁଛି ତେବେ ଆହୁରି ବହୁତ ଜିନିଷ ବାହାରିବ । ଯାହା ବି ସବୁ ବାହାରିଛି ତାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ।

ସେହି ସବୁ ଜିନିଷ ସି-ଜ ହୋଇଛି ଓ ଧରା ପଡିଛନ୍ତି ତାଙ୍କରି ମଧ୍ୟରେ ଆମର ଓଡିଶାର ମଧ୍ୟ ୨ – ୪ ଜଣ ଅଛନ୍ତି । ତାଙ୍କ ପାଖରୁ ମୋଟ ୧.୫ ରୁ ୨ କୋଟି ଟଙ୍କାର ନି-ଶା ବାହାରିଛି । ଗଜା ଟୋକା ଗୁଡାକ ନି-ଶା ଖାଇ ବ-ର୍ବା-ଦ ହୋଇ ଯାଉଛନ୍ତି । ପୁଅ ଗୁଡାକ ଝିଅ ଭଳି ଦେଖାଜୁଛନ୍ତି ସେମାନେ ନି-ଶା ଖାଉଛନ୍ତି । ଏମାନେ ଭାରତକୁ ନଷ୍ଟ କରିଦେବେ, ଓଡିଶାକୁ ନଷ୍ଟ କରିଦେବ ଏହି ନି-ଶା ଦେଇ ।

ଆମେ ଗରିବ ଦେଶ ଗରିବ ରାଜ୍ୟ କହୁଛନ୍ତି କିନ୍ତୁ ଏହି ନି-ଶା ଦ୍ର-ବ୍ୟ ଆଣି ଜାହଜ ଭିତରେ ରଖି ପିଲାମାନଙ୍କୁ ନଷ୍ଟ କରିଦେବେ ଏମାନେ । ସରକାର ଏହି ସବୁକୁ ତୁ-ର-ନ୍ତ ବ-ନ୍ଦ କର । ସମସ୍ତଙ୍କୁ ଜେ-ଲ ପଠାଅ । କହିଦେଛୁକୁ କି ଆର୍ୟନ ଖାନଙ୍କ ସାଥି ମୁନମୁନ ଧର୍ମେଚାଙ୍କ ନିଜର ସାନିଟାରୀ ପ୍ୟାଡ ଭିତରେ ୫ ଗ୍ରାମର ଡ୍ର-ଗ୍ସ ଲୁଚାଇ ନେଉଥିଲେ । ଏହି ନି-ଶା ଦ୍ରବ୍ୟକୁ ଭାରତ ସହ ଅନ୍ୟ କେତେକ ଦେଶରେ ବ୍ୟା-ନ କରାଯାଇଛି ।

Leave a Reply

Your email address will not be published. Required fields are marked *