Police ବାଲାର ଦଦାଗିରି: ଝିଅଟି ଏହି ପୋଲିସ ବିଷୟରେ ଯାହା କହୁଛି ଶୁଣି ଆପଣଙ୍କ ରକ୍ତ ଗରମ ହୋଇଯିବ… ଦେଖନ୍ତୁ Video

ଲକ୍ଷ୍ମୀ ପ୍ରିୟା ସାହୁ ନାମକ ଜଣେ ମହିଳା କାନ୍ଦି କାନ୍ଦି ଜଣେ ଫା-ୟା-ର ପୋ-ଲି-ସ ଅଫିସର ବି-ରୁ-ଦ୍ଧ-ରେ ଅ-ଭି-ଯୋ-ଗ କରିଛନ୍ତି । ଲକ୍ଷ୍ମୀ କହିଲେ କି ସେହି ଅଫିସର ଜଣକ ମୋର ଶ-ରୀ-ର-ର ବିଭିନ୍ନ ଅଂ-ସ-କୁ ଟ-ଚ କରି ମା-ରି-ବା ସହିତ ବହୁତ ଗା-ଳି-ଗୁ-ଲ-ଜ କରିଛି । ଅଫିସର ଜଣକ କହିଲେ କି ମୁଁ ପୋ-ଲି-ସ ଡିପାର୍ଟମେଣ୍ଟରେ ଅଛି, ମୋର କେହି ବି କିଛି କରି ପାରିବେ ନାହିଁ, ତୁ ଯଦି ବେଶି କଥା କହିବୁ, ତୋତେ ରେ-ପ କରି ରୋ-ଡ-ରେ ଫୋ-ପା-ଡି ଦେବି ।

ମୋର କିଛି ବି ହବନି, ମୁଁ ଚାକିରି କରିଛି । ଲକ୍ଷ୍ମୀ ପ୍ରିୟା ସାହୁ ମି-ଡି-ଆ ସାମ୍ନାରେ ନିଜ ସହିତ ହୋଇଥିବା ଏହି ଘଟଣା ବିଷୟରେ କହିଲେ ଓ ଶେଷରେ କହିଲେ କି ମୁଁ ଥା-ନାରେ ଅ-ଭି-ଯୋ-ଗ କରିଛି ଓ ବର୍ତ୍ତମାନ ମୋତେ ନ୍ୟାୟ ଦରକାର ।

ପୁରୀ ଜିଲ୍ଲା ନିମାପଡା କୁଆନ୍ସ ଗ୍ରାମରେ ସୁଭଦ୍ରା ମହିଳା ସ୍ଵୟଂ ସହାୟତା ଗୋଷ୍ଠୀର ଲକ୍ଷ୍ମୀ ପ୍ରିୟା ସାହୁ ନାମକ ଏହି ସଭ୍ୟଙ୍କୁ ଅଗ୍ନିସମ ବାହିନୀର କର୍ମଚାରୀ ଏହିଭଳି ଧମକ ଦେବା ସହ ତାଙ୍କୁ ମା-ରି-ଛ-ନ୍ତି । ଯାହାଙ୍କୁ ପୋ–ଲି-ସ ବର୍ତ୍ତମାନ ଗି-ର-ଫ କରି କୋର୍ଟ ଚାଳଣ କରିଛି । ସେଠି ତାଙ୍କୁ ଜାମିନ ନ ମିଳିବା ପରେ ତାଙ୍କୁ ନିମାପଡା ଜେ-ଲ ପଠାଇ ଦିଆଯାଇଛି । ସୂଚନା ଅନୁସାରେ କୁଆନ୍ସ ଗ୍ରାମରେ ମହିଳା ସ୍ଵୟଂ ସହାୟତା ଗୋଷ୍ଠୀର ଏକ ସଭା ଚାଲି ଥିଲା ।

ଏହି ସଭା ଚାଲିଥିବା ସମୟରେ ଲକ୍ଷ୍ମୀ ପ୍ରିୟା ସାହୁ ସେହି ଗାଁର ଟୁନି ଲତା ସେଠିଙ୍କୁ ଋଣରେ ନେଇଥିବା ଟଙ୍କାକୁ ସୁଝିବା ପାଇଁ କହିଥିଲେ । ଟୁନି ଲତା ସେଠୀ ସେହି ସଭାରେ କିଛି ଉତ୍ତର ନ ଦେଇ ଘରକୁ ଚାଲି ଫେରି ଆସି ଥିଲେ ଓ ତାଙ୍କର ଦିଅର ମଣ୍ଟୁ ସେଠୀ ଯିଏକି ଅଗ୍ନିସମ ବିଭାଗରେ କାର୍ଯ୍ୟ କରୁଛନ୍ତି ତାଙ୍କୁ ସବୁ କଥା କହିଥିଲେ । ମନୋରଞ୍ଜନ ଉର୍ଫ ମଣ୍ଟୁ ଏହି ସଭାକୁ ଆସି ଭା-ଷା ଅ-ଭ-ଷା-ରେ ଗା-ଳି ଦେବା ଆରମ୍ଭ କରିଥିଲେ । ଲକ୍ଷ୍ମୀ ପ୍ରିୟା ସାହୁଙ୍କୁ ରେ-ପ କରି ଫୋ-ପା-ଡି ଦେବା କଥା ବି କହିଥିଲେ ।

କିନ୍ତୁ ଯେତେବେଳେ ଲକ୍ଷ୍ମୀ ପ୍ରିୟା ସାହୁ ଏହି କଥାର ପ୍ର-ତି-ବା-ଦ କରିଲେ ତେବେ ମଣ୍ଟୁ ଲକ୍ଷ୍ମୀ ପ୍ରିୟା ସାହୁଙ୍କୁ ଟାଣି ଆଣି ମା-ର-ବା ଆରମ୍ଭ କରିଦେଲେ । ଏହି ଘଟଣା ପରେ ଲକ୍ଷ୍ମୀ ପ୍ରିୟା ସାହୁ ନିମାପଡା ଥା-ନାରେ ଅ-ଭି-ଯୋ-ଗ ଦେଇଥିଲେ । ପୋ–ଲି-ସ ଏହି ମାମଲାର ଯାଞ୍ଚ କରି ଆଇପିଏସ ଧାରା ୩୪୧, ୨୯୪, ୩୨୩, ୩୫୪ ଓ ୫୦୬, ୩୪୫/୨୧ ଆଧାରରେ ମଣ୍ଟୁକୁ ଗି-ର-ଫ କରି କୋ-ର୍ଟ ପଠାଇଛି । ପୋ-ଲି-ସ ବର୍ଦି -ନି-ଶାରେ ଏହିଭଳି ସାଧାରଣ ଲୋକମାନଙ୍କୁ ଧ-ମ-କ ଦେବା ବହୁତ ହିଁ ନିନ୍ଦନୀୟ କାର୍ଯ୍ୟ ଅଟେ । କହିଦେଉଛୁ କି ମଣ୍ଟୁ କେନ୍ଦ୍ରାପଡା ଜିଲ୍ଲା ମାରଶାଘାଇ ଅଞ୍ଚଳରେ ଅଗ୍ନିସମ ବିଭାଗରେ କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *