ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଭିଡିଓ ରେ ମହିଳା ଜଣଙ୍କ ସହ ଅନ୍ୟାୟ ହୋଇଛି ଆଉ ସେ ଗଣ ମାଧ୍ୟମ ଜରିଆରେ ନ୍ୟାୟ ମାଗୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ଭାବେ । ସମ୍ପୃକ୍ତ ମହିଳା ଜଣକ ଗଣ ମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଛନ୍ତି ମୋ ନାଁ ମଇନା ମୋ ଘର ପେଣ୍ଠରେ ଅଛି । ସେ ପୁଅ ମୋ ସ୍ଵାମୀଙ୍କ ସହ ବସା ଉଠା କରନ୍ତି ସେମାନେ ସାଙ୍ଗ ସାଥି ଭଳି ରହୁଥିଲେ ଆଉ ଆମ ଘରେ ବସା ଉଠା କରନ୍ତି ।
ଦିନେ ଆମ ଘରକୁ ଆସିଥିଲେ ମୋତେ କହିଲେ ଜବରଦସ୍ତି ମୋ ସହ ସମ୍ପର୍କ ରଖିବାକୁ । କିନ୍ତୁ ସେ ମୋ ସହ ଜବରଦସ୍ତି ସମ୍ପର୍କ ରଖିଲେ ସମ୍ପର୍କ ରଖିବା ବେଳେ ମୁଁ ଚିତ୍କାର କରିଲି ସେ ମୋ ପାଟିରେ ହାତ ଦେଇ ଦେଲେ । ମୁଁ ଗୋଟେ ସ୍ତ୍ରୀ ଲୋକ ସେ ଗୋଟେ ପୁରୁଷ ଲୋକ ମୁଁ କେବେ ତାଙ୍କୁ ବଳତ୍କାର କରିପାରିବି କି । ସେ ମୋ ସଙ୍ଗେ ବଳତ୍କାର କଲେ । ମୁଁ ନିସ୍ତେଜ ହେଇ ପଡିଗଲି ସେ ମୋ ସହ ଖରାପ ସମ୍ପର୍କ ରଖିଲେ । ୬ ମାସ ହେଲାଣି ସେ ମୋ ସହ ସମ୍ପର୍କ ରଖୁଛନ୍ତି ।
ତା ପରେ ମ ଉଁ ଯେବେ କହିଲି ମୋ ସ୍ଵାମୀ ପୁଅ ଆଗରେ ସବୁ ସତ କହିଦେବି ସେ ମୋତେ ଧମକ ଦେଇ କହିଲେ ଯେ ତୋ ସ୍ଵାମୀ ଆଗରେ ଯଦି କହିବୁ ତୋ ପୁଅକୁ ଆଉ ତୋ ସ୍ଵାମୀକୁ ମାରିଦେବି । ମୁଁ ଦରରେ ମୋ ସ୍ଵାମୀଙ୍କୁ ଆଗରେ କହି ନ ଥିଲି । ମୋ ସ୍ଵାମୀ ଯେମିତି ଜାଣିଲେ ମୋ ସଙ୍ଗେ କଥା ହେବା ବେଳର ରେକର୍ଡ ହୋଇଥିଲା ।
ମୋତେ ମୋ ସ୍ଵାମୀ ପଚରା ଉଚରା କରି ସନ୍ଦେହ କରିଲେ ଆଉ ମାଡ ଗୋଳ କରିଲେ । ତା ପରେ ମୁଁ କହିଲି ମୋ ସ୍ଵାମୀଙ୍କୁ ସବୁ କଥା । ଏହା ପରେ ବି ସେ ପୁଅ ପୁଣି ଧମକ ଦେଇ କହିଲା ଯଦି ତୁ କହିବୁ ତତେ ମୁଁ ମାରିଦେବି । ସେ କହିଲା ଦଶହରାରେ ଯିବି ତୋତେ ଟେକି ଆଣିବି । ପର ପୁରୁଷ ସଙ୍ଗେ ସମ୍ପର୍କ ରଖିଲା ପରେ ମୋ ସ୍ଵାମୀ ମୋତେ ରଖୁନି । ମୋତେ ଆପଣ ମାନେ ନ୍ୟାୟ ଦିଅନ୍ତୁ ।
ଆଗକୁ ମଇନା କହୁଛନ୍ତି କି ଏ ବୟସରେ ମୁଁ ବାପ ଘରକୁ ବି ଯାଇ ପାରିବି ନାହି ମୁଁ ଏବେ କଣ କରିବି ମୋତେ ନ୍ୟାୟ ଦିଅ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।