Sharukh Khanଙ୍କ ପୁଅ Aryan Khan ସହ ଡ୍ରଗ୍ସ କେସରେ ଗିରଫତାର ହୋଇଥିବା Munmun Dhamecha କିଏ ?

୨ ଅକ୍ଟୋବର ବହୁତ ରାତିରେ ଏନସିବୀ କୃଜରେ ଚାଲୁଥିବା ପାର୍ଟିରେ ସ୍ପେଶଲ ଅ-ପ-ରେ-ସ-ନରେ ସାରୁଖାନର ପୁଅ ଆରୟନ ଖାନଙ୍କ ସମେତ ଆଠ ଜଣଙ୍କ ସହିତ ହିରାସତରେ ନିଆ ଯାଇଥିଲା । ପୁଣି ପଚରା ଉଚରା ପରେ ଗି-ର-ଫ-ତା-ର ହୋଇଥିଲେ । ଏନସିବୀ ର ଏହି ଅ-ପ-ରେ-ସ-ନରେ ସାରୁଖାନଙ୍କ ପୁଅ ଆରିୟାନ ଖାନ, ଅରବାଜ ମର୍ଚାନ୍ଟ, ମୁନମୁନ ଧନେଚ ସମେତ, ନୂପୁର ସାରିକା, ଇସ୍ମିତ ସିଂହ, ମୋହକ ଯଶବାଲ, ବିକ୍ରାନ୍ତ ଛୋକର ଓ ଗୋମୀତ ଚୋପଡା ଙ୍କୁ ଗି-ର-ଫ-ତା-ର କରାଯାଇଛି । ଏହି ହାଇ ପ୍ରୋଫାଇଲ ପାର୍ଟିରେ ଆରିୟାନ ଖାନ ଓ ବଜାଜ ମର୍ଚାନ୍ଟ ଦୁଇଜଣଙ୍କର ପନ୍ଦର ବର୍ଷର ଦୋସ୍ତି ରହିଛି । ଆଉ ମୁନ ମୁନ ଧନେଚା କିଏ ଅଟେ ?


ମୁନମୁନର ମଧ୍ୟ ପ୍ରଦେଶ ସାଗର କଣ କନ୍ନେକ୍ସନ ରହିଛି । ମୁନ ମୁନ ସାଗର ଜିଲାରେ ରୁହନ୍ତି । ତାଙ୍କର ଗୋଟିଏ ଭାଇ ରହିଛନ୍ତି ଯିଏ ଦିଲ୍ଲୀରେ ଗୋଟିଏ ମୁଜିକ କମ୍ପାନୀରେ କାମ କରନ୍ତି । ମୁନ ମୁନ ସାଗରରୁ ଆଠ ବର୍ଷ ପୂର୍ବେ ଦିଲ୍ଲୀ ଯାଇଥିଲେ । ସେଠାରେ ପ୍ରାଇଭେଟ ଚାକିରି କରୁଥିଲେ । ସେ ଗୋଟିଏ ଫ୍ୟାସନ ମଡେଲ ମଧ୍ୟ ଅଟନ୍ତି । ବିଲାଲ ସାଗରରେ ତାଙ୍କ ପରିବାରରେ କେହି ରହୁ ନାହାନ୍ତି । ଯାଦବ କଲୋନୀରେ ତାଙ୍କ ତିନି ମହଲା ଘର ଖାଲି ପଡିଛି । ଦିତୀୟ ଲହର କ-ରୋ-ନାରେ ତାଙ୍କ ମା ଚାଲିଯାଇଥିଲେ ।

କୁହାଯାଉଚିକି ଆରିୟନ, ଅର୍ବାଜ, ମୁନ ମୁନ ଙ୍କ ଠାରୁ ୧୩ ଗ୍ରାମ କୋ-କି-ନ, ୫ ଗ୍ରାମ ଏ-ମ-ଡି, ୨୧ ଗ୍ରାମ ଚ-ର-ସ, ୨୨ ଗୋ-ଳି ଏ-କ୍ସ ଟ-ସି ଓ ୧.୩୩ ଲକ୍ଷ ଟଙ୍କା ମିଳିଛି । ଏହି ମା-ମ-ଲାରେ ସମସ୍ତଙ୍କୁ ପଚରା ଉଚରା କରାଯାଉଛି । ଆଉ ଡ୍ର-ଗ ପେ-ଡ-ଲରକୁ ମଧ୍ୟ ଏନସିବୀ ଅଫିସ ଡକାଯାଇଛି ।

ପାର୍ଟି ମୁମ୍ବାଇ ସ୍ଥିତ କର୍ଡଲିୟା ଦି ଇମ୍ପ୍ରେସ କୃଜରେ ଚାଲିଥିଲା । ଯେଉଁ ସମୟରେ ଏନସିବୀ ଅ-ପ-ରେ-ସ-ନ ଚାଲିଥିଲା ସେତେବେଳେ ପାଟିରେ ୮ ସହ ଲୋକ ସାମିଲ ଥିଲେ । ଖବର ମୁତାବିକ ଆରୀୟନ ମଧ୍ୟ ସେହି କୃଜରେ ଥିଲେ । ଆରିୟନର ଗି-ର-ଫ ତାରି ଏଣ୍ଡିପିଏସ ସେକ୍ସନ ୮ସି , ୨୦ବି, ୩୫ କେ ରେ ହୋଇଛି ।

ସେଥିରେ ୮ ସି ଡ୍ର-ଗ୍ସନେବା ଦ୍ଵାରା ଲାଗିଛି । ନରକୋଟିକ୍ସ ଡ୍ର-ଗ୍ସ ଏଣ୍ଡ ସା-ଇ-କୋ ଟ୍ରା-ପି-ଙ୍ଗ ସାବଷ୍ଟନ୍ସ ଆକ୍ଟ ୧୯୮୫ ନସା ଔଷଧ ସହିତ ଜଡିତ କାନୁନି ଅ-ପ-ରା-ଧ ଅଟେ । ଏହି ଧାରା ୨୭ ରେ ଯଦି କେହି ନରକୋଟିକ୍ସ ଡ୍ର-ଗ୍ସ ନେଇଥାଏ ତେବେ ଏହା କାନୁନି ଅ-ପ-ରା-ଧ ହୋଇଥାଏ । ଏହା ଛଡା ଆ-ରୋ-ପି ମାନଙ୍କ ଠାରୁ ଡ୍ର-ଗ ମଧ୍ୟ ପାଇଛନ୍ତି । ତାର ସୋର୍ଷେ ଆଉ ଲିଙ୍କ ମଧ୍ୟ ଏବେ ଖୋଜ ଯାଉଛି । ଏହି ପାର୍ଟିର ଖବର ଏନସିବୀକୁ ପୂର୍ବରୁ ଲାଗି ଥିଲା । ଏହା ସହିତ ଏନସିବୀ ଟିମ ଯାତ୍ରୀ ହୋଇକି କୃଜରେ ଯାଇଥିଲେ । ଯେତେବେଳେ ମଧ୍ୟ ସମୁଦ୍ରରେ ପହଞ୍ଚିଥିଲା ପାର୍ଟି ଆରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *