କେବଳ 1 ଟଙ୍କାର ଏହି ଉପାୟ ଘରୁ ସବୁଦିନ ପାଇଁ ଦୂର କରିବ ମୂଷାଙ୍କ ଦୌରାତ୍ମ୍ୟ

ଆଜି ଆମେ ମୂଷାକୁ ବାହାର କରିବା ପାଇଁ ବହୁତ ଭଲ ଉପାୟ ଆଲୋଚନା କରିବା । ଯେଉଁଥିରେ ଘରର ସବୁ ମୂଷା ପଳେଇବେ । ବଜାରରେ ମୂଷା ମାରିବାର ଔଷଧ ମିଳୁଛି କିନ୍ତୁ ଏହା ସୁରକ୍ଷିତ ନୁହେଁ କାରଣ ଯାହାର ଘରେ ଛୁଆ ଅଛନ୍ତି ।

ମୂଷା ମାରିବାର ଔଷଧ ଆମେ ବ୍ୟବହାର କରୁ କିନ୍ତୁ ଡର ଥାଏକି କାଳେ ଛୁଆ ମାନେ ଏହାକୁ ଖାଇଦେବେ । ବହୁତ ଲୋକ ମୂଷାକୁ ମାରିବାକୁ ଚାହାନ୍ତି ନହିଁ କାରଣ ଏହା ଠିକ କଥା ନୁହେଁ । ମୂଷା ଭଗବାନଙ୍କ ବାହନ ହୋଇଥାଏ ତାକୁ ମାରିବା ପରିବର୍ତେ ତାକୁ କିଛି ଉପାୟ କରି ବାହାର କରିବାକୁ ଚେଷ୍ଟା କରନ୍ତୁ ।

Image Courtesy: Google

ମୂଷା ମାନେ ବହୁତ କ୍ଷତି କରିଥାନ୍ତି ଓ ଆମର କପଡା ଓ ସୋଫା, ବେଡ ସବୁ କାଟିଦେଇଥାନ୍ତି । ବହୁତ ମୁଲ୍ଯବନ ଜିନିଷ ମଧ୍ୟ ମୂଷା କାଟିଦେଇଥାନ୍ତି । ଯଦି ଆପଣ ଚହୁଁଛନ୍ତି ମୂଷା ଆମ ଘର କ୍ଷତି ନକରୁ ଓ ବହୁତ ଜଲ୍ଦି ପଳେଇ ଯାଉ ତାହେଲେ ଏବେ କିଛି ଉପାୟ କହିବୁ ୫ ମିନିଟରେ ସେ ପଳେଇବ । ଗୋଟେ ଗିନା ଓ ଗୋଟେ ତମ୍ବାକୁ ପ୍ୟାକେଟ ନିଅନ୍ତୁ ।

Image Courtesy: Google

ତମ୍ବାକୁରେ ଆଲକହଲ ଓ ଅନ୍ୟ ନିଶା ପଦାର୍ଥ ମିଶି ଥାଏ । ଯାହା ମୁସାଙ୍କୁ ନିଶା କରିଦେଇଥାଏ ଓ ବେହୋସ ହେବା ଉପରେ ଆସିଯାଆନ୍ତି ଓ ବହୁତ ଶୀଘ୍ର ଘରୁ ପଳେଇଜାଆନ୍ତି । ସେହି ତମ୍ବାକୁରେ ସୁଧ ଦେଶାଇ ଘୀ ମିସାଇବାକୁ ହେବ ୨ ଚାମଚ । ଦେଶୀ ଘିଅର ଯେଉଁ ବାସ୍ନା ହୋଇଥାଏ ମୂଷା ସେଥିରେ ଆକର୍ଷିତ ହୋଇଥାନ୍ତି । ଦେଶୀ ଘିଅର ବସନରେ ସେ ଜଲ୍ଦି ଜଲ୍ଦି ଖାଇଥାନ୍ତି ଓ ଦେଶୀ ଘିଅର ବାସ୍ନା ତାଙ୍କୁ ବହୁତ ଭଲ ଲାଗିଥାଏ ।

Image Courtesy: Google

ସେଥିରେ ଦେଢ ଚାମଚ ବେସନ ମିଶାଇବେ ଓ  ତାକୁ ମିଶାଇ ଚକୁଡି ଦେବେ ଓ ଏଥିରେ ବହୁତ ନରମ ଗୁଳା ହୋଇଥାଏ । ଏହି ବେସନ ଚକୁଟା ଉପରେ ପୁଣି ଟିକେ ଘିଅ ପକାଇ ଚକଟିବେ ଯେମିତି ତାର ବାସ୍ନା ଠିକ ଆସିବ । ଅହି ଅଟାକୁ ଛୋଟ ଛୋଟ ଗୁଳା କରି ତାକୁ ହାତରେ ଛୋଟ ଛୋଟ ବଳ ବନାନ୍ତୁ ଓ ତା ଉପରେ ଟିକେ ଘିଅ ଲଗାନ୍ତୁ ।

Image Courtesy: Google

ଦେଖନ୍ତୁ ମୂଷକୁ ବାହାର କରିବା ଔଷଧ ପ୍ରସ୍ତୁତ ହୋଇଗଲା । ଏହି ଗୋଳି ଗୁଡିକ ସେଇଠାରେ ରଖନ୍ତୁ ଯେଉଁଠି ମୂଷା ବେସୀ ଆସୁଛନ୍ତି । ବେସୀ ରୋଷେଇ ଘରକୁ ଆସନ୍ତି ମୂଷା ତ ଏହି ଗୁଳାକୁ ରୋଷେଇ ଘରେ ମଧ୍ୟ ରଖିପାରିବେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *