ନରେନ୍ଦ୍ର ମୋଦି ଖାଲି ଦାଢ଼ିରେ ଗୁଆଘିଅ ମାରୁଛି,ଏପଟେ 1200 ଟଙ୍କା ହେଲାଣି ଗ୍ୟାସ… ଦେଖନ୍ତୁ Video ପ୍ରଧାନ ମନ୍ତ୍ରୀଙ୍କୁ ନେଇ କଣ କହୁଛନ୍ତି Sura Routray

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଯେପରି ଭାବେ ସବୁ ଜିନିଷର ଦର ବୃଦ୍ଧି ପାଇବାରେ ଲାଗିଛି ତାହାକୁ ନେଇ ଜନ ଅସନ୍ତୋଷ ଦେଖା ଯାଉଛି । ଯେପରି ଭାବେ ଗ୍ଯାସ, ପେଟ୍ରୋଲ, ଖାଦ୍ଯ ସାମଗ୍ରୀ ର ଦର ବୃଦ୍ଧି ପାଉଛି ତହକୁ ନେଇ ସାଧାରଣ ଜନତା ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ତେବେ ଏହାର ପ୍ରତିବାଦ କରି ସୁର ରାଉତରାଏ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ସମାଲୋଚନା କରି କହିଛନ୍ତି ଯେ ନରେନ୍ଦ୍ର ମୋଦୀ ହେଉଛନ୍ତି ଭୋପା ମନ୍ତ୍ରୀ ଯିଏ ଲୋକ ମାନଙ୍କୁ ଠକିବାରେ ଲାଗିଛି । ମୋଦୀ କହିଲେ ଯେ ମୋ ଭଉଣୀ ମାନେ ଆଉ ଘଷି ଗୋଟାଇବେ ନାହି କି ଖଣ୍ଡିଆ କାଠ ଗୋଟେଇବେ ନାହି କି ନଳରେ ଫୁଙ୍କିବେ ନାହି ।

ସୁର ରାଉତରାଏ ରାଏ ଦେଇଛନ୍ତି ଯେ ମୋଦୀ କହିଥିଲେ ତାଙ୍କ ଭଉଣୀ ମାନଙ୍କର ଧଳା ଚେହେରା କଳା ପଡିଯିବ ଚୂଲିରେ ରୋଷେଇ କରିଲେ । ଏହା ସହ ସୁର ଭାଇ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଦାଢିରେ ଖାଲି ଗୁଆ ଘିଅ ମାରୁଛନ୍ତି । ସୁର ଭାଇ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି କାହକିହନ୍ତି ଯେ ତାଙ୍କ ମୁହଁକୁ ଲଜ୍ୟା ନାହି । ଗ୍ଯାସ ଦର ହେଲାଣି ୧୨୦୦ ଟଙ୍କା ଗ୍ଯାସ ମିଳୁ ନାହି ବୋଲି ମାଗଣାରେ ଦେଉଥିଲେ ଭଉଣୀ ମାନଙ୍କୁ ଗ୍ଯାସ । ନବୀନ ପଟ୍ଟନାୟକ କହୁଥିଲେ ସେ ଭଉଣୀ ମାନଙ୍କୁ ବୋଉ ଭଳି ମାନୁଚନ୍ତି । ମୋଦୀ କହୁଥିଲେ ଯେ ଭଉଣୀ ମାନଙ୍କୁ ମା ଭାବି ଦେଖନ୍ତି ।

ଆଉ ଆଈ ଭଳି କିଏ ଦେଖୁଛି ବୋଲି ସୁର ରାଉତରାଏ ସମାଲୋଚନା କରି ଏଭଳି ଶବ୍ଦର ପ୍ରୟୋଗ କରିଛନ୍ତି । ଭୋଟ ପାଇବା ପାଇଁ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦୀ ଯେଉଁ ପ୍ରହସନ କରୁଛନ୍ତି ତାହା ବନ୍ଦ କରିବା ପାଇଁ ସୁର ଭାଇ ରାଏ ଦେଇଛନ୍ତି । ସୁର ଭାଇ କହିଛନ୍ତି ଯେ ଡିଜେଲ, ପେଟ୍ରୋଲ ଦର ବଢିଲା, ଗ୍ଯାସ ଦର ବହଡିଲା, ଖାଇବା ତେଲ ଦର ବୃଦ୍ଧି ପାଇଲା, ସରଞ୍ଜାମ ବଢିଲା, ଡ୍ରେସ ଦର ମଧ୍ୟ ବଢିଲା, ମେଡ଼ିସିନ ବଢିଲା, ଘରକରଣା ଜିନିଷ ବୃଦ୍ଧି ପାଇଲା, ଅଟୋ ମୋବାଇଲ ଜିନିଷ ବଢିଲା ।

Loading...

ଭାରତବର୍ଷ ମରି ସାରିଲାଣି ବୋଲି ସୁର ଭାଇ କହିଛନ୍ତି । GST ରାସ୍ତା କରିଲ ଭାରତବର୍ଷ କୁ ପୁରା ଲୁଟ କରା ଯାଉଛି ବୋଲି ସୁର ରାଉତରାଏ କହିଛନ୍ତି । ଏହାର ଜବାବ ୨୦୧୪ ମସିହାରେ ଜନ ସାଧାରଣ ଦେବେ ବୋଲି ସୁର ରାଉତରାଏ କହିଛନ୍ତି । ଏହି ପରି ଭାବେ ସୁର ରାଉତରାଏ ନିଜର ମତଦାନ କରି ନରେନ୍ଦ୍ର ମୋଦୀଙ୍କୁ ଅନେକ କଥା କହି ସମାଲୋଚନା କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ସୁର ରାଉତରାଏଙ୍କର ଏଭଳି ମତଦାନକୁ ନେଇ କଣ ମତାମତ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *