ନ ଶୋଇଲେ ତୋ ଭିଡିଓ ଭାଇରାଲ ହେବ, ତୋ ଭାଉଜ ଦେଖିବ ତୋ.. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ମୁଁ ଖରାପ ହୁଏ ବା ଭଲ ମୋତେ ଭଲ ପାଇଛୁ ଆଉ ମୋ ପାଖରେ ସୋଇଛୁ ଥରେ ସୋଇଛୁ ମାନେ ବାରମ୍ବାର ଶୋଇବି । ମୁଁ ତୋତେ ଭଲ ପାଏ କି ନ ପାଏ ମୋର ଯେତେ ବେଳେ ମୋର ମନ ସେତେ ବେଳେ ତୁ ମୋ ପାଖରେ ସୋଇବୁ । ଆଉ ଆମ ଅନ୍ତରଙ୍ଗ ମୂହୁର୍ତ୍ତ ର ଭିଡିଓ ଇଣ୍ଟର ନେଟ ରେ ଅପ୍ଲୋଡ କରି ଦେବି । ସମସ୍ତେ ଦେଖିବେ ତୋର ଅଶ୍ଳୀଳ ଭିଡିଓ । ଏମିତିକି ତୋର ଫୋଟୋ ଓ ଭିଡିଓ କୁ ତୋ ଭାଉଜ କୁ ପଠାଇ ଦେବି କହି ପଠେଇ ବି ଦେଇଛି ।

ହଁ ଦର୍ଶକ ବନ୍ଧୁ ଏ ସବୁ ଏକ ଧୋକାବାଜ ପ୍ରେମିକର କାହାଣୀ । ପ୍ରେମିକାର ଅନ୍ତରଙ୍ଗ ମୂହୁର୍ତ୍ତ ର ଭିଡିଓ ଭାଇରାଲ କରି ଏବେ ଜେଲ ରେ ପ୍ରେମିକ । ଧୋକାବାଜ ପ୍ରେମିକ କୁ ଆରେଷ୍ଟ କରିଛି ପୋଲିସ । ଏ ଧୋକାବାଜ ପ୍ରେମିକ କୁ ଆରେଷ୍ଟ କରିଛି ଖାରବେଳ ନଗର ପୋଲିସ । ଧୋକାବଜ ପ୍ରେମିକ ୟୁନିଟ-୩ ଅଞ୍ଚଳ ରେ ରହୁଥିବା କେନ୍ଦ୍ରାପଡା ର ଲୋକନାଥ ମହାରଣା ।

ପୋଲିସ ର କହିବା ଅନୁଯାୟୀ ଲୋକନାଥ ଜନ ପଥରେ ଥିବା ଏକ ସୁନା ଦୋକାନ ରେ କାମ କରୁଥିଲେ ଓ ସେହି ଅଞ୍ଚଳ ରେ ଥିବା ଆଉ ଗୋଟେ ସୁନା ଦୋକାନରେ କାମ କରୁଥିବା ଜଣେ ଯୁବତୀ ଙ୍କୁ ଭଲ ପାଇ ବସିଥିଲେ । ଗତ ୪ ମାସ ହେବ ଦୁହିଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଆଉ ଯେବେ ସମ୍ପର୍କ ନିବିଡ ହୋଇଥିଲେ ଉଭୟ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ ।

ଆଉ ଚତୁରତାର ସହ ଭିଡିଓ କରିଥିଲା ଏହି ଧୋକାବାଜ ପ୍ରେମିକ । ଆଉ ପ୍ରେମକୁ ୪ ମାସ ନ ପୁରୁଣୁ ଲୋକନାଥ ଆଉ ଗୋଟେରେ ପ୍ରେମିକ ସହ ବୁଲିବାରେ ଲାଗିଲା । ଆଉ ଯେବେ ପୂର୍ବରୁ ଭଲ ପାଉଥିବା ଯୁବତୀ ଏ କଥା ଜାଣିଲା ଲୋକନାଥ ଠାରୁ ଦୂରେଇ ଗଲା । ଆଉ ଲୋକନାଥ ବାରମ୍ବାର ପୂର୍ବ ପ୍ରେମିକ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରିଲା ।

କିନ୍ତୁ ଯୁବତୀ ଅରାଜି ହେବାରୁ ଭାଉଜ ପାଖକୁ ନଗ୍ନ ଭିଡିଓ ଓ ଫୋଟୋ ସବୁ ଛାଡି ଦେଲା । ଆଉ ଯାହାକୁ ନେଇ ଯୁବତୀ ଜଣକ ଖାରବେଳ ନଗର ଥାନା ରେ ଏତାଲା ରୁଜୁ କରିଲେ । ଆଉ ମଙ୍ଗଳବାର ଦିନ ଏହି ପ୍ରତାରକ ପ୍ରେମିକ ଧୋକାବାଜ ପ୍ରେମିକ କୁ କେନ୍ଦ୍ରାପଡା ରୁ ପୋଲିସ ଆରେଷ୍ଟ କରିଛି । ଆଉ ଏହା ସହ ତା ଫୋନ କୁ ମଧ୍ୟ ଜବତ କରିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *