ନା ଝଡ଼ିବ ନା ଛିଡିବ ୨ ସପ୍ତାହରେ କେଶ ହେବ ଏତେ ଲାମ୍ବା କି ବିଶ୍ବାସ ହେବନି- Hair Care Tips

ଆଜିକା ସମୟରେ ସୁନ୍ଦରତା ଅର୍ଥ ଚୁଟି ହୋଇ ଯାଇଛି ଯାହାର ଯେତେ ସୁନ୍ଦର୍ ଚୁଟି ସେ ସେତେ ସୁନ୍ଦର୍ ଦେଖିବାକୁ ଲାଗିଥାଏ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ସମସ୍ତେ ନିଜ ଚୁଟି ବଢେଇବା ପାଇଁ ଏତେ ଜିନିଷ ବ୍ୟବହାର କରୁଛନ୍ତି ଯାହାର ଦାମ ମଧ୍ୟ ବହୁତ୍ ରହିଛି, କିନ୍ତୁ ତାର କାମ କିଛି ଦିନ କରିବା ପରେ ସାଇଡ ଇଫେକ୍ଟ ମଧ୍ୟ ଦେଖା ଯାଇଛି ତେବେ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ ଆଉ ଲାଭ ମଧ୍ୟ ଦେଖିବାକୁ ମିଳିନଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ବହୁତ୍ କମ ଲୋକ ଜାଣିଛନ୍ତି ଆଉ ଲାଭ ଉଠାଉଛନ୍ତି ।

କଣ ଆପଣ ଜାଣିଛନ୍ତି ଆଗ ସମୟରେ ଲୋକେ ନିଜ ମୁଣ୍ଡରେ ସୋରିଷ ତେଲ ସବୁଠାରୁ ଅଧିକ ବ୍ୟବହାର କରୁଥିଲେ ଆଉ ସେଥିପାଇଁ ତାଙ୍କ ଚୁଟି କେବେ ବି ଧଳା ହେଉନଥିଲା ଏହା ଛଡ଼ା ଆଗ ସମୟରେ ଲୋକଙ୍କ ଚୁଟି ଲମ୍ବା ଆଉ ଗହବା ହଉଥିଲା । ତେବେ ଆପଣଙ୍କୁ ଜଣା ଥିବ ଯେ ସେହି ସମୟରେ ଲୋକଙ୍କୁ ଅସଲ ଜିନିଷ ଖାଇବାକୁ ମିଳି ଯାଉଥିଲା କିନ୍ତୁ ଏବେ ସବୁ ନକଲି ଅଛି ଯାହା ଦ୍ଵାରା ଲୋକଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇଥାଏ ।

ଆଜିକା ସମୟରେ ଫଳ ହେଉ ବା ପରିବା ସବୁ ଭେଜାଲ ହୋଇଥାଏ ଆଉ ସେଥିପାଇଁ ଲୋକଙ୍କୁ ଅସୁବିଧା ହେଉଅଛି ଆଉ ସ୍ବାସ୍ଥ୍ୟ ମଧ୍ୟ ଭଲ ରହୁ ନାହିଁ । ଆଜି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଜେ ରସୁଣ ଖାଇଲେ କେବଳ ଆମ ସ୍ୱାସ୍ଥ୍ୟ ଭଲ ରହିଥାଏ ରସୁଣ ଆମ ଚୁଟି ପାଇଁ ମଧ୍ୟ ବହୁତ୍ ଲାଭକାରୀ ହୋଇଥାଏ ସବୁଠାରୁ ଅଧିକ ସେହି ଲୋକଙ୍କ ପାଇଁ ଯାହାର ରୁପି ଭଳି ସମସ୍ୟା ଅଛି ଆଉ ତାଙ୍କ ଚୁଟି ବହୁତ୍ ଶିଘ୍ର ଧଳା ହେଉଛି । ଆପଣଙ୍କୁ ଗୋଟେ କାଚ ବୋତଲରେ ୪ ରୁ ୫ଟି ରସୁଣ ପାଖୁଡ଼ା ଛଡେଇ ତାକୁ ଚୁନା ଚୁନା କାଟି ବୋତଲରେ ପକେଇବାକୁ ହବ ।

ଏହା ପରେ ଆପଣ ୬ ରୁ ୭ ଚାମଚ୍ ସୋରିଷ ତେଲ ସେହି କାଚ ବୋତଲ ରେ ପକାନ୍ତୁ ଏହା ପରେ ଆପଣ ଦୁଇରୁ ତିନି ଚାମଚ୍ ନଡ଼ିଆ ତେଲ ପକାନ୍ତୁ ଦେଖିବେ ସବୁ ମିଶିବା ପରେ ଅଲଗା ପ୍ରକାର ଦେଖା ଯିବ । ଏହି ସବୁ ମିଶ୍ରଣ ମନେ ରଖନ୍ତୁ ଆପାଣଙ୍କୁ କାଚ ବୋତଲ ରେ ରଖିବାକୁ ହବ । ଏହାକୁ ଆପଣ ସେମିତି ରଖନ୍ତୁ ଆଉ ମନେ ରଖିବେ ଲଗାଇବା ଆଗରୁ ଆପଣ ଘଣ୍ଟାଏ ବା ଦୁଇ ଘଣ୍ଟା ଖରାରେ ନିଶ୍ଚିନ୍ତ ରଖନ୍ତୁ ଏହା ଛଡ଼ା ଆପଣ ନିଜ ଇଛା ଅନୁଯାଇ ଏହାକୁ କେବେ ବି ଲଗାଇ ପାରିବେ ।

ଆଉ ଯଦି ମୁଣ୍ଡ ଧୋଇବାକୁ ଅଛି ତେବେ ୨ ଘଣ୍ଟା ଆଗରୁ ଲଗାନ୍ତୁ ଆଉ ତା ପରେ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କୁ ନିଜେ ବହୁତ୍ ଭଲ ଅନୁଭବ ହବ ଆପଣ ସପ୍ତାହକୁ ୩ ଥର ଯାହା ହେଲେ କରନ୍ତୁ ଦେଖିବେ ୨ ସପ୍ତାହରେ ଆପଣଙ୍କୁ ଫରକ୍ ଦେଖା ଯିବ ଆପଣଙ୍କୁ ମୁଣ୍ଡ ଧୋଇବା କିଛି ଆବଶ୍ୟକ ନାହିଁ ଆପଣଙ୍କ ଇଛା ଉପରେ ନିର୍ଭର କରିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *