ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବ-ର୍ଗ-ତଃ ନବ ଦାସ ଙ୍କ ମୃ-ତ୍ୟୁ କୁ ନେଇ ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ଯାହା ପାଇଁ ବିଜେଡି ନେତ୍ରୀ ମିନତୀ ବହିଦାର ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ବାରମ୍ବାର ରଖି ଚାଲିଛନ୍ତି ଆଉ ଚର୍ଚ୍ଚା କୁ ଆସୁଛନ୍ତି । ମିନତୀ ବହିଦାର ଆଉ ଏକ ବଡ ବୟାନ ଦେଇଛନ୍ତି ନବ ଦାସ ଙ୍କ ଝିଅ ଦୀପାଳି କୁ ନେଇ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ସେ କହିଛନ୍ତି ଯେ “ଏଟା ଗୋଟେ ବହୁତ ହାସ୍ୟସ୍ପଦ କଥା । ନବ ଦାସ ଅଲଗା ମାନଙ୍କ ପାଇଁ ଖରାପ ହୋଇପାରେ କିନ୍ତୁ ପରିବାର ପାଇଁ ଗୋଟେ ବାପା ଖରାପ ହୋଇପାରିବ ନାହି ନା । ସେ ତା ପିଲାଙ୍କ ପାଇଁ କେତେ ସମ୍ପତି ରଖିଛି କେତେ ଉନ୍ନତି କରିଛି । ସେମାନେ ଗୋଟେ ବାର କରୁଥିଲେ ନା ଭୋଟ ପ୍ରଚାର କରୁଥିଲେ ମୁଁ ବୁଝିପାରୁ ନାହି ।
ମୋର ନିଜସ୍ଵ ମତ ଏଟା କି ଯେତିକି ନବ ଦାସ କୋଟି କୋଟି ଟଙ୍କା ଛାଡି ଯାଇଛନ୍ତି ଅନ୍ତତଃ ସେତିକି ପଶ୍ଚିମ ଓଡିଶାର ଉନ୍ନତି କରନ୍ତୁ ତାଙ୍କ ପରିବାର ଲୋକେ । ମୁଁ ସବୁ ଖବର ପାଉଛି । ନବ ଦାସ ର ପୁଅ ଝିଅ ଇଲେକ୍ସନ ନ ଉଠାନ୍ତୁ । ଆପଣ ତ କୋଟି କୋଟି ଟଙ୍କା ରଖିଛି । ଆଉ ସେହି ଟଙ୍କାରେ ଗୋଟେ ସୁନ୍ଦର ସହର ଭାବେ ପଶ୍ଚିମ ଓଡ଼ିଶାକୁ ଗଢନ୍ତୁ ।
ଲୋକଙ୍କୁ ଯେମିତି ମେରୁଦଣ୍ଡ ବିହୀନ କରିଛନ୍ତି ଆର୍ଥିକ ମେରୁଦଣ୍ଡ ବିହୀନ କରିଛନ୍ତି ନବ ଦାସ ସେମିତି ତାଙ୍କ ପୁଅ ଝିଅ ଦୁଇ ଜଣ ଯେମିତି ନ କରନ୍ତୁ । ବାପ ତ କୋରୋନା ଟାଇମରେ ମାରିଛି ଅଲଗା ଟାଇମରେ ମାରିଛି । 40 ରୁ 80ଟି ଗାଡି ଅଛି ନବ ଦାସ ଏଗୁଡା କଣ କରିବେ ତାଙ୍କ ପୁଅ ଝିଅ । ସବୁ ଟଙ୍କା କୁ ଲୋକଙ୍କୁ ବାଣ୍ଟନ୍ତୁ । ଜନସେବା କରନ୍ତୁ ନବ ଦାସର ପୁଅ ଝିଅ । ଏ ଝିଅ କଣ ବାପର ସ୍ଵପ୍ନ ପୂରଣ କରିବ ।
ବାପର ଯାହା କଳଙ୍କିତ ଅଧ୍ୟାୟ ଅଛି ତାକୁ ପୁରା କରନ୍ତୁ ନବ ଦାସର ପୁଅ ଝିଅ । ପଶ୍ଚିମ ଓଡିଶାର ବହୁତ ନାଁ ଅଛି । ବାପର ଯାହା ଦୁ-ଷ୍କ-ର୍ମ କରିଥିଲା ତାହା ପୁଅ ଝିଅ ମାନେ ଭରଣ କରନ୍ତୁ । ଫାଲତୁ ରେ ନବ ଦାସର ଝିଅ ରାଜନୀତି କୁ ଯାଇ କଣ କରିବ ?
ବାପା ଭଳି ତ ଦୁର୍ଦ୍ଦାନ୍ତ ନାହି ଝିଅ । ଆପଣ କୋଟି କୋଟି ଟଙ୍କା ମାରୁଥିଲା ଆଉ ଝିଅ ବି ସେଯା କରିବ ଆଉ କଣ କରିବ ? ଏତେ ଟଙ୍କା ଆଉ କଣ କରିବେ ମୁଁ କିଛି ବୁଝିପାରୁ ନାହି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।