ନବରାତ୍ରିରେ ଲବଙ୍ଗ ପ୍ରୟୋଗ ଦ୍ଵାରା ଖୋଲିଯିବ ଭାଗ୍ୟ, ରୋଡପତି ବି ବନିବେ କୋଟିପତି

ଶାରଦାୟ ଦୂର୍ଗାପୂଜାରେ ମା ଦୂର୍ଗାଙ୍କୁ ଭକ୍ତି ବାହାବାର ସହ ପୂଜା ପାଠ କରାଯାଏ । ଏହି ନବରାତ୍ରିରେ ଲବଙ୍ଗର ବ୍ୟବହାର ଅକ୍ରିୟାବା ଦ୍ଵାରା ଅନେକ ଶୁଭ ଫଳ ମିଳିଥାଏ । ଏହି ନଅ ଦିନରେ ମା ଦୂର୍ଗାଙ୍କର ବିଶେଷ ରୀତିନୀତି ଅନୁସାରେ ପୂଜା ଆରାଧନା କରାଯାଏ । ଲବଙ୍ଗର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଜୀବନରେ ସବୁ ସମସ୍ୟାର ନିବାରଣ ହୋଇ ପାରିବ । ଆଜି ଆମେ ଆପଣ ମାନଙ୍କୁ ଲବଙ୍ଗର କେଉଁ ଭଳି ପ୍ରୟୋଗ କରିଲେ ମା ଦୂର୍ଗାଙ୍କର କୃପା ଦ୍ରୁଷ୍ଟି ହେବା ସହ ସମସ୍ତ ଦୁଖ କଷ୍ଟ ଦୂର ହୋଇ ପାରିବ ସେହି ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣଙ୍କ ଜୀବନରେ ଶତ୍ରୁ ମାନଙ୍କର ପ୍ରଭାବ ରହିଛି ତେବେ ଏହି ନବରାତ୍ରିରେ ଦୁଇଟି ଲବଙ୍ଗ ମା ଦୂର୍ଗାଙ୍କ ପାଖରେ ଭୋଗ ଲଗାଇ ପର ଦିନ ଏହାକୁ ପ୍ରସାଦ ଭାବେ ଗ୍ରହଣ କରନ୍ତୁ । ଏପରି କରିବା ଦ୍ଵାରା ଶତ୍ରୁ ମାନଙ୍କର ନାସ ହୋଇଥାଏ । କିଛି କ୍ଷେତ୍ରରେ ଆପଣଙ୍କର ଚାକିରି ପାଇବା, ବିବାହ ହେବା ବା ଅନ୍ୟ କୌଣସି ମନସ୍କାମନା ପୁରା ହେଉ ନ ଥିବେ ତେବେ ଏହି ନବରାତ୍ରିରେ ୨୭ଟି ଲବଙ୍ଗକୁ ଏକ ନାଲି ସୂତାରେ ବାନ୍ଧି ଏହାର ମାଳ ପ୍ରସ୍ତୁତ କରନ୍ତୁ । ଯଦି ଆପଣ ପୁରୁଷ ତେବେ ମା ଦୂର୍ଗାଙ୍କ ଚରଣରେ ଏହି ମାଳାକୁ ରଖନ୍ତୁ । ଯଦି ଆପଣ ମହିଳା ତେବେ ମା ଦୂର୍ଗାଙ୍କୁ ପିନ୍ଧାଇ ଦିଅନ୍ତୁ ।

ଏହା ପରେ ନବରାତ୍ରି ସାରିବା ପରେ ଲବଙ୍ଗ ମାଳାକୁ ପାଣିରେ ଭସାଇ ଦିଅନ୍ତୁ । ପୁଣି ଆସନ୍ତା ବର୍ଷ ଏହି ପ୍ରକ୍ରିୟା କରନ୍ତୁ । ଏହି ଉପାୟଟି କରିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୁରଣ ହୋଇଥାଏ । କିଛି କ୍ଷେତ୍ରରେ ଅନେକ ଲୋକ ମାନଙ୍କର ଦୁଖ କଷ୍ଟର ଶେଷ ହୁଏ ନାହି । ଯେମିତିକୀ ଆପଣ ଚାକିରି କରୁଛନ୍ତି କିନ୍ତୁ ପ୍ରମୋଶନ ହେଉ ନାହି ବା ରିଟାର୍ଡ କରିଛନ୍ତି କିନ୍ତୁ ଟଙ୍କା ମିଳୁ ନାହି ବା ଘର ତିଆରି କରିଛନ୍ତି କିନ୍ତୁ କୌଣସି ସୁଖ ଶାନ୍ତି ରହୁ ନାହି । ତେବେ ଏହି ସବୁ ସମସ୍ଯାରୁ ମୁକ୍ତି ପାଇବା ପାଇଁ ଏହି ନବରାତ୍ରିରେ ଦୁଇଟି ଲବଙ୍ଗ ନେଇ ପାନ ପାତ୍ରରେ ରଖନ୍ତୁ । ଏହି ଉପାୟଟି ଆପଣ ଯେ କୌଣସି ଦିନ କରି ପାରିବେ ।

ଏହା ପରେ ପାନ ପତ୍ରକୁ କୌଣସି ନଡିଆରେ ଭସାଇ ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସବୁ ଇଚ୍ଛା ପୁରା ହେବ । ଯଦି କୌଣସି ବ୍ୟକ୍ତିର ବିବାହ ହେଉ ନାହି ଯାହା ପାଇଁ ଅନେକ ସମସ୍ଯା ସୃଷ୍ଟି ହେଉଛି ତେବେ ଏହାର ନିରାକରଣ ପାଇଁ ଆପଣଙ୍କର ବୟସ ଅନୁସାରେ ଲବଙ୍ଗକୁ ନେଇ ନାଲି ସୂତାରେ ବାନ୍ଧି ଦିଅନ୍ତୁ । ଏହା ପରେ ୬ ମାସ ପରେ ଏହି ମାଳାକୁ ପାଣିରେ ଭସାଇ ଦିଅନ୍ତୁ ।

ଧନ ପ୍ରାପ୍ତି ପାଇଁ ନବରାତ୍ରିର ୩ ଦିନ ଯାଏଁ ସନ୍ଧ୍ୟା ସମୟରେ ପାନ ପାତ୍ରରେ ଦୁଇଟି ଲବଙ୍ଗ ରଖି ମା ଦୂର୍ଗାଙ୍କୁ ଭୋଗ ଲଗାଇ ପ୍ରସାଦ ଭାବେ ଏହାକୁ ଗ୍ରହଣ କରନ୍ତୁ । ଏହା ସହ ସାନ୍ଧୟ ସମୟରେ ମାଙ୍କର ଆଳତି କରିବା ବେଳେ କର୍ପୁର ସହ ଲବଙ୍ଗ ମିଶାଇ କରନ୍ତୁ । ଏହା ଦ୍ଵାରା ଘରେ ସୁଖଶାନ୍ତିର ବାସ ହୋଇଥାଏ । ବନ୍ଧୁଗଣ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *