ନବରାତ୍ରି ଶେଷ ହବା ଆଗରୁ ଘରକୁ ନେଇ ଆସନ୍ତୁ ଏହି 1ଜିନିଷ, ଛପ୍ପରଫାଡି ବର୍ଷିବ ଟଙ୍କା

ନବରାତ୍ରି ୯ ଦିନ ପର୍ବ ଅଟେ, ଏହି ସମୟରେ ପ୍ରାତଃ ଲୋକେ ମାଂସ, ମଦ ଓ ରସୁଣ ପିଆଜ ଭଳି ଭୋଜନ ତ୍ୟାଗ କରିଥାନ୍ତି, ତେବେ ଏହା ମଧ୍ୟ କୁହା ଯାଇଛି ଯେ ଏହି ଭୋଜନ କରିବା ଦ୍ଵାରା ମଣିଷ ପାଖରେ ନକାରାତ୍ମକ ଊର୍ଜା ଲାଗି ରହିଥାଏ ।

ତେବେ ମା ଦୂର୍ଗାଙ୍କ ୯ ଦିନ ପୂଜା କରା ଯାଇଥାଏ ଓ ଏହି ସମୟରେ ମାଙ୍କ ପ୍ରତିଦିନ ଗୋଟେ ନୂଆ ରୂପ ହୋଇଥାଏ । ମା ଦୂର୍ଗାଙ୍କ ଏହି ପର୍ବରେ ଲୋକେ ପୂଜା ଆରତୀ ସହ ବହୁତ ପ୍ରକାର ଭୋଗ କରନ୍ତି ।

Image Courtesy: Google

ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଘରକୁ ଆଣିବା ମାତ୍ରେ ଆପଣଙ୍କ ଜୀବନ ବଦଳିଜୀବ ଆପଣାଙ୍କ ସବୁ ମନୋକାମନା ପୂର୍ଣ ହୋଇଯିବ । ତେବେ ସମସ୍ତଙ୍କୁ ଏହା ବେସ ଭଲ ଭାବରେ ଜଣା ଅଛି ଯେ ମା ଦୂର୍ଗାଙ୍କୁ କମଳ ପୁଷ୍ପ କେତେ ପ୍ରିୟ ଅଟେ । ତେବେ ଯେଉଁ ବ୍ୟକ୍ତି ନବରାତ୍ରି କୌଣସି ଦିନରେ କମଳ ପୁଷ୍ପ ଆଣି ଥାନ୍ତି ଯେଉଁଥିରେ ୧୦୮ପାଖୁଡା ହୋଇଥାଏ ତେବେ ସେହି ଘରେ ମାତା ରାନୀଙ୍କ କୃପା ବର୍ଷା ହୋଇଥାଏ ଓ ସେହି ଘରୁ ସବୁ ନକାରାତ୍ମକ ଊର୍ଜା ନଷ୍ଟ ହୋଇଥାଏ ଓ ସକାରାତ୍ମକ ଊର୍ଜା ସଂଚାର ହୋଇଥାଏ ।

Image Courtesy: Google

ଏହା ଛଡା ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଅଷ୍ଟମୀ ଦିନ ମାଙ୍କୁ ରୂପା କଏନ ଅର୍ପଣ କରିବା ଦ୍ଵାରା ମାଙ୍କ ବିଶେଷ କୃପା ହୋଇଥାଏ ସେଥିପାଇଁ ଯାହା ଖ୍ଯମତା ହୋଇଥାଏ ତାଙ୍କୁ ଅଷ୍ଟମୀ ଦିନ ମାନଙ୍କୁ ରୂପା କଏନ ଅର୍ପଣ କରିବା ଉଚିତ ଅଟେ । ତେବେ ଯାହା ଘରେ ଆର୍ଥିକ ସମସ୍ଯା ଅଛି ବା ବହୁତ ପରିଶ୍ରମ କଲେ ମଧ୍ୟ ଫଳ ପ୍ରାପ୍ତି ହେଉ ନାହିଁ ବା ପରିଶ୍ରମ ଦ୍ଵାରା ଧନ ପାଇଲେ ମଧ୍ୟ ଖର୍ଚ ହୋଇଯାଇଥାଏ।

Image Courtesy: Google

ତେବେ ନବରାତ୍ରି ସମାପ୍ତ ହବା ଆଗରୁ ୫ଟି କୌଡି ଆଣନ୍ତୁ ଓ ଏହାକୁ ନାଲି କପଡାରେ ଗୁଡେଇ ମାତା ରାନୀଙ୍କ ଚରଣରେ ଅର୍ପିତ କରନ୍ତୁ ଦେଖିବେ ଆପଣଙ୍କ ଘରେ କେବେ ଆର୍ଥିକ ସମସ୍ଯା ହବ ନାହିଁ, ତେବେ ପୂଜା ସମାପ୍ତ ହେଲା ପରେ ଏହି କପଡାରେ ଥିବା କୌଡି ଆନଙ୍କୁ ଅର୍ଥ ରଖିବା ସ୍ଥାନରେ ରଖନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତି ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *