ନବରାତ୍ରିର କୌଣସି ବି ଦିନ 1 ଟଙ୍କାର Coin ରାଖୀ ଦିଅନ୍ତୁ ଏହି ସ୍ଥାନରେ, ସବୁ ମନୋସ୍କାମନା ହେବ ପୂର୍ଣ୍ଣ

ନବରାତ୍ରିରେ ସନ୍ତାନ ଧର୍ମ ଲୋକେ ମା ଦୂର୍ଗାଙ୍କ ଆବାହନ କରନ୍ତି । ନବରାତ୍ରିରେ ୯ଟି ଗ୍ରହଙ୍କ ପୂଜା କରା ଯାଇଥାଏ ଓ ମାତାଙ୍କ ସବୁ ପୂଜା ଆରତୀ କରା ଯାଇଥାଏ, ମାତାଙ୍କ ବଡ ବଡ ମଣ୍ଡପରେ ମୂର୍ତି ନିର୍ମାଣ କରା ଯାଇଥାଏ, ଓ ମାତାଙ୍କ ପୂଜା କରା ଯାଇଥାଏ ।

ମା ଦୂର୍ଗାଙ୍କ ପୂଜା ବିଧି ବହୁତ ଭିନ୍ନ ହୋଇଥାଏ, ମାତାଙ୍କ କୃପା ପ୍ରାପ୍ତି ପାଇଁ ଲୋକେ ବହୁତ ପ୍ରକାର ଉପାୟ କରିଥାନ୍ତି । ନବରାତ୍ରିରେ ମାଙ୍କ ୯ଟି ଅବତାର ଦେଖା ଯାଇଥାଏ, ତେବେ ଆଜି ଆମେ ଆପଣଙ୍କୁ ଟଙ୍କାଟା କଏନ ଦ୍ଵାରା ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ସବୁ ମନୋକାମନା ପୂର୍ଣ କରିବ ।

Image Courtesy: Google

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ତାହା ଆପଣ କୌଣସି ଦିନ କରି ପାରିବେ, ଆପଣ ଏହି ଉପାୟ ସକାଳ ବା ସନ୍ଧ୍ୟାରେ କରି ପାରିବେ ଆପଣ ଯେବେ ବି ଏହି ଉପାୟ କରନ୍ତୁ ବିଶେଷ ଧ୍ୟାନ ରଖନ୍ତୁ ଯେ ଆପଣ ସ୍ନାନ ଇତ୍ୟାଦି କରିବା ପରେ ସ୍ଵସ୍ଥ ବସ୍ତ୍ର ଧାରଣ କରନ୍ତୁ ଓ ଭୁଲରେ ବି କଳା ବସ୍ତ୍ର ଧାରଣ କରନ୍ତୁ ନାହିଁ ।

Image Courtesy: Google

ପ୍ରଥମେ ଆପଣ ୩ଟି ଟଙ୍କିକିଆ ଟଙ୍କା ନିଅନ୍ତୁ ଓ ଭଲ ଭାବରେ ଧୋଇ ନିଅନ୍ତୁ ଏହା ପରେ ସେହି ଟଙ୍କା ଗୁଡିକ ମାଙ୍କ ପାଖରେ ରଖି ଦିଅନ୍ତୁ ଓ ଗଙ୍ଗା ଜଳ ଟଙ୍କା ଉପରେ ପକାନ୍ତୁ । ଏହା ପରେ ଆପଣଙ୍କୁ ଟଙ୍କା ମାଙ୍କ ଚରଣରେ ରଖିବା ପରେ ପୂଜା ଆରତୀ କରିବା ସହ ଟଙ୍କା ଉପରେ ହଳଦୀ ଓ କୁକୁମ ଲଗେଇବା ଉଚିତ ଏହା ପରେ ଧୂପ ଦୀପ ଦେଖାନ୍ତୁ ଓ ମନ ଭିତରେ ମାଙ୍କୁ ନିଜ ମନୋକାମନା କହିବା ଉଚିତ ।

Image Courtesy: Google

ତେବେ ଟଙ୍କା ପୂଜା କରିବା ପରେ ଏହି ଟଙ୍କା ନବରାତ୍ରି ସମାପ୍ତି ପର୍ଯ୍ୟନ୍ତ ମାଙ୍କ ପାଖରେ ରଖନ୍ତୁ ଓ ନବରାତ୍ରି ସମାପ୍ତି ପରେ ଏହି ଟଙ୍କା ନିଜ ଘର ଅର୍ଥ ରଖିବା ଜାଗାରେ ରଖନ୍ତୁ ଓ ଧ୍ୟାନରେ ରଖନ୍ତୁ ଯେ ଏହାକୁ ନାଲି ବା ହଳଦିଆ କପଡାରେ ଗୁଡେଇ ରଖନ୍ତୁ । ତେବେ ଏହାକୁ ନିଜ ଅର୍ଥ ସ୍ଥାନରେ ରଖିବା ଦ୍ଵାରା ଆପଣଙ୍କ ସବୁ କଷ୍ଟ ଦୂର ହୋଇଯିବ ଓ ଆପଣଙ୍କୁ ବହୁତ କଷ୍ଟ ଓ ଆର୍ଥିକ ସମସ୍ଯାରୁ ମୁକ୍ତି ମିଳିବ । ଏହା ଛଡା ଆପଣ ଏହାକୁ ନାଲି କପଡାରେ ଗୁଡେଇ ଅର୍ଥ ସ୍ଥାନରେ ରଖନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *