ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ୧୨ ଗୋଟି ରାଶି ରହିଛି । ଦର୍ଶକ ବନ୍ଧୁ ଆରମ୍ଭ ହୋଇ ସାରିଛି ନଭେମ୍ବର ମାସ । ଗ୍ରହ ମାନଙ୍କର ପରିବର୍ତ୍ତନ କାରଣରୁ ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ଏହି ମାସରେ ପଡିବାକୁ ଯାଉଛୁ । ଆଜିର ସମୟରେ ରାଶିଚକ୍ର କୁ ପ୍ରତେକ କ୍ଷେତ୍ର ଦେଖା ଯାଉଛି । ଯାହାର ବିଶ୍ଵ ମହତ୍ଵ ରହିଛି । ତେବେ ଏହି ମାସରେ ୧୨ଟି ରାଶିଙ୍କର ସମୟ କିପରି ରହିବ ଓ କେଉଁ କେଉଁ କ୍ଷେତ୍ର ରେ ଉନ୍ନତି ହେବ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ମେଷ ରାଶି : ବ୍ୟବସାୟରେ ଲାଭବାନ ହେବେ । କର୍ମ କ୍ଷେତ୍ରରେ ଉନ୍ନତି ହେବ । ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ସାମାଜିକ ପ୍ରତିଷ୍ଠା ପ୍ରାପ୍ତ ହେବ । ମାନ ସମ୍ମାନରେ ବୃଦ୍ଧି ହେବ ।
ବୃଷ ରାଶି : କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । କୌଣସି ମହତ୍ଵ ପୂର୍ଣ୍ଣ ଯୋଜନାରେ ଆର୍ଥିକ ଲାଭ ହେବ । ମାନସିକ ଶାନ୍ତି ମିଳିବ । ବିଦ୍ୟାର୍ଥୀ ଉନ୍ନତି କରିବେ ।
ମିଥୁନ ରାଶି : କର୍ମ କ୍ଷ୍ତେରର ସମସ୍ଯା ହୋଇପାରେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ପାରିବାରିକ ଅସାନ୍ତି ବୃଦ୍ଧି ହେବ ।
କର୍କଟ ରାଶି : ନୂତନ ବେପାର ଆରମ୍ଭ କରିବେ । ଆର୍ଥିକ ଲାଭାହେବ । ପାରିବାରିକ ଶାନ୍ତି ବଜା ରହିବ । ମହିଳାମାନେ ସୁଖୀ ହେବେ ।
ସିଂହ ରାଶି ; ଧନ ହାନିର ସୂଚନା ରହିଛି । ବାବଦ ବିବାଦ ବୃଦ୍ଧି ପାଇବ । ବନ୍ଧୁ ମାନେ ହଇରାଣ କରିପାରନ୍ତି । ଶତ୍ରୁ ସକ୍ରିୟ ହେବେ । ମାନସିକ ଚିନ୍ତା ବୃଦ୍ଧି ପାଇବ ।
କନ୍ୟା ରାଶି : ସବୁ କାର୍ଯ୍ୟରେ ସନ୍ତୋଷ ଜଣକ ପରିଣାମ ମିଳିବ । ସାମାନ୍ଯ କାମରେ ସୁଫଳ ହେବେ । ବ୍ୟବସାୟରେ ଉନ୍ନତି ହେବ । ଅଧିକ ଦୂର ଯାତ୍ରା କରିବେ ।
ତୁଳା ରାଶି : କାର୍ଯ୍ୟରେ ବାଧା ସୃଷ୍ଟି ହେବ । ବ୍ୟବସାୟରେ କ୍ଷତି ହେବ । ଧନ ଆଗମନରେ ବାଧା ଦେଖା ଦେବ । କର୍ମ କ୍ଷେତ୍ରରେ କ୍ଷତିର ସମ୍ଭାବନା ରହିଛି ।
ବିଛା ରାଶି : ଅତ୍ୟଧିକ ମେହନତ ଦ୍ଵାରା ଉନ୍ନତି ହେବ । ବେପାରରେ ସାମାନ୍ଯ ଲାଭ ହେବ । ମାନସିକ ଓ ପାରିବାରିକ ଅସାନ୍ତି ବୃଦ୍ଧି ପାଇବ । ବନ୍ଧୁ ମାନଙ୍କ ସହ ଶତ୍ରୁତା ବୃଦ୍ଧି ପାଇବ ।
ଧନୁ ରାଶି : କୌଣସି ଉଚ୍ଚ ଅଧିକାରୀଙ୍କ ସହଯୋଗରେ ବ୍ୟବସାୟରେ ଲାଭବାନ ହେବେ । କର୍ମ କ୍ଷେତ୍ରରେ ସଫଳ ହେବେ । ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ ।
ମକର ରାଶି : ବ୍ୟବସାୟରେ ଲାଭବାନ ହେବେ । କର୍ମ କ୍ଷେତ୍ରରେ ଉନ୍ନତି କରିବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ । ନୂତନ ଦ୍ରବ୍ଯ ଲାଭ ହେବ ।
କୁମ୍ଭ ରାଶି : ଦୂର ଯାତ୍ରା କରିପାରନ୍ତି । ମହିଳା ଆନନ୍ଦରେ ସମୟ ବ୍ଯତୀତ କରିବେ । ବନ୍ଧୁ ସହଯୋଗ ପ୍ରାପ୍ତି ହେବ । ମାନସିକ ଶାନ୍ତି ପାଇବେ ।
ମୀନ ରାଶି : ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ରୁଣ ଆଦାନପ୍ରଦାନ ହୋଇପାରେ । ମାନ ସମାନ ହାନି ହୋଇପାରେ । ବିଦ୍ୟାର୍ଥୀ ଅସଫଳ ରହିବେ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।