ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ନବରାତ୍ରି ବର୍ଷରେ ଦୁଇ ଥର ଆସିଥାଏ ଗୋଟେ ଚେତ୍ର ନବରାତ୍ରି ଓ ସାରଦ ନବରାତ୍ରି । ତେବେ ନବରାତ୍ରିରେ ମା ଦୂର୍ଗାଙ୍କ ପୂଜା କରା ଯାଇଥାଏ, ଚେତ୍ର ନବରାତ୍ରି ବହୁତ କମ ଲୋକ କରନ୍ତି କିନ୍ତୁ ସରଦ ନବରାତ୍ରି ବହୁତ ଧୂମଧାମ ସହ କରା ଯାଏ ସବୁ ଜାଗାରେ ମାତାଙ୍କ ମଣ୍ଡପ ରେ ପୂଜା କରା ଯାଇଥାଏ ।
ଦୂର୍ଗା ପୂଜାରେ ପଣ୍ଡାଲ ଲଗା ଯାଏ କିନ୍ତୁ ଏହି ବର୍ଷ କୋରୋନା ପାଇଁ ଲୋକଙ୍କୁ ବୁଲା ବୁଲି ବନ୍ଦ କରା ଯାଇଛି କେବଳ ମଣ୍ଡପରେ ମାଙ୍କ ପୂଜା ପାଇଁ ସ୍ବୀକୃତି ଦିଆ ଯାଇଛି । ଆଜି ଆମେ ଆପଣଙ୍କୁ ଏମିତି କିଛି କାମ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ମାତା ଦୂର୍ଗା କ୍ରୋଧିତ ହୁଅନ୍ତି ସେଥିପାଇଁ ଏହି କାମ ଗୁଡିକ କରନ୍ତୁ ନାହିଁ ।

୧. ମନ ଭିତରେ କୌଣସି ଦୁଷ୍କର୍ମ ବା ଦୁରାଚାର ବିଚାର କରୁଥିବା ବ୍ୟକ୍ତି ଭୁଲରେ ବି ମାଙ୍କ ପୂଜା କରନ୍ତୁ ନାହିଁ । ସବୁବେଳେ ମାତାଙ୍କ ପାଇଁ ମନରେ ସମ୍ମାନ ଭାବନା ରଖନ୍ତୁ ।
୨. କୌଣସି ମଣିଷକୁ ଅପଶବ୍ଦ ବ୍ୟବହାର କରିବା ଉଚିତ ନୁହ କାହିଁକିନା ଯେଉଁ ପାଟିରୁ ଆପଣ ମାଙ୍କ ବନ୍ଦନା କରିଥାନ୍ତି ସେହି ପାଟିରେ ଅପଶବ୍ଦ କହିଲେ ଆପଣଙ୍କ ସବୁ ପୂଜା ବିଫଳ ହୋଇଥାଏ ।

୩. ଏହି ସମୟରେ କୌଣସି ବ୍ୟକ୍ତିକୁ ମାଂସ ବା ମଦ ଇତ୍ୟାଦି ଜିନିଷ ସେବନ କରିବା ଉଚିତ ନୁହ କାହିଁକିନା ଏହା ଦ୍ଵାରା ଆପଣଙ୍କ ମାନସିକ ସ୍ଥିତି ଖରାପ ହୋଇଥାଏ ।
୪. କୌଣସି ଦୁଃଖୀ ବ୍ୟକ୍ତି ସାହାଜ୍ଯ କରିବା ମଣିଷ ଧର୍ମ ଅଟେ କିନ୍ତୁ ନବରାତ୍ରି ସମୟରେ ଯଦି କୌଣସି ମହିଳା ବା ଝିଅ ଆପଣଙ୍କ ଘରୁ ଖାଲି ହାତ ଯାଇଥାଏ ତେବେ ଆପଣ ବୁଝି ଯାଅନ୍ତୁ ଯେ ମାତା ଦୂର୍ଗା ଆପଣାଙ୍କ ଘରୁ ଖାଲି ହାତ ଫେରିଛନ୍ତି, ତେବେ ସବୁବେଳେ ଝିଅ ଓ ମହିଳାଙ୍କୁ ମାଙ୍କ ଅବତାର ବୁଝି ସମ୍ମାନ ଦବା ଉଚିତ ।
୫. ଏହି ନବରାତ୍ରି ସମୟରେ କୌଣସି ବ୍ୟକ୍ତିକୁ ଚୁଟି, ନଖ ବା ଦାଢି ଇତ୍ୟାଦି କାଟିବା ଉଚିତ ନୁହ, ଏହା ଦ୍ଵାରା ଶରୀର ଊର୍ଜା ସମାପ୍ତ ହୋଇଥାଏ ।

୬. ଏହି ନବରାତ୍ରି ସମୟରେ ପର୍ସ, ବେଲ୍ଟ ଇତ୍ୟାଦି ବ୍ୟବହାର କରିବାରୁ ବଞ୍ଚିବା ଉଚିତ କାହିଁକିନା ଏହା ପଶୁ ମାନଙ୍କ ଚମଡାରେ ତିଆରି ହୋଇଥାଏ ।
୭. ଯେଉଁ ଘରେ ମାତାଙ୍କ ଅଖଣ୍ଡ ଦୀପ ପ୍ରଜ୍ଵଳିତ କରା ଯାଇଛି ସେହି ଘରକୁ ବନ୍ଦ କରି କୌଠି ଯିବା ଉଚିତ ନୁହ ।
୮. କୌଣସି କାମ ଧୀରେ କରନ୍ତୁ କାହିଁକିନା ମାଙ୍କ କଳସ ଯେମିତି ପଡି ନଥାଉ କାହିଁକିନା ମାଙ୍କ କଳସ ପଡିବା ବହୁତ ଭୟଙ୍କର ଅଶୁଭ ହୋଇଥାଏ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।