ଧମାଲ କଲେ BDO, ନାଚିକି ଧୁଆଁ ଉଡାଇଲେ…. Video ହେଉଛି ଭାଇରାଲ

ଆଜିକାଲି ସୋ-ସି-ଆ-ଲ ମି-ଡି-ଆରେ କୌଣସି ବି ବ୍ୟକ୍ତି ବହୁତ ଅଳ୍ପ ସମୟ ମଧ୍ୟରେ ଫେମସ ହୋଇ ପାରିବ । ଆଜିକାଲି ଶର୍ଟ ଭି-ଡି-ଓ କରି ବହୁତ ସାଧାରଣ ଲୋକମାନେ ବହୁତ ଜଲ୍ଦି ଫେମସ ହୋଇ ଯାଉଛନ୍ତି । ଏହା ଛଡା ସେମାନେ ଏଥିରୁ ଭଲ ଟଙ୍କା ମଧ୍ୟ ଆୟ କରି ନେଉଛନ୍ତି । ଭାରତରେ ଏହିଭଳି ବହୁତ ଶର୍ଟ ଭି-ଡି-ଓ ପ୍ଲାଟଫର୍ମ ଅଛି ଯେଉଁଠି ଭି-ଡି-ଓ ଛାଡି ଲୋକମାନେ ବହୁତ ଅଳ୍ପ ସମୟ ମଧ୍ୟରେ ଫେମସ ହୋଇ ଯାଉଛନ୍ତି । ଆପଣମାନଙ୍କ ମଧ୍ୟରେ ବି ବହୁତ ଲୋକମାନେ ଶର୍ଟ ଭି-ଡି-ଓ କରୁଥିବେ ।

ଆଜିକାଲି କେତେକ ଲୋକମାନେ ଏହାକୁ ରୋଜଗାରର ନୂଆ ପନ୍ଥା ହିସାବରେ ବି ଗ୍ରହଣ କରିସାରିଛନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏକ ସରକାରୀ ମହିଳା କର୍ମଚାରୀଙ୍କ ବିଷୟରେ କହିବୁ । ଯାହାଙ୍କର ଭି-ଡି-ଓ ବର୍ତ୍ତମାନ ସମୟରେ ବହୁତ ଭା-ଇ-ରା-ଲ ହେଉଛନ୍ତି ।

ସରକାରୀ ମହିଳା କର୍ମଚାରୀଙ୍କ ଏହିଭଳି ଭି-ଡି-ଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ଓ ଚିନ୍ତା କରୁଛନ୍ତି କି କଣ ସରକାରୀ ମହିଳା ଜଣକ ବି ଏହିଭଳି ନାଚି ପାରନ୍ତି । ଆମେ ଯେଉଁ ଭି-ଡି-ଓ କଥା କହୁଛି ସେହି ଭି-ଡି-ଓଟି ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ବିଡ଼ିଓ ବେବିତା ମଞ୍ଜରୀ ନାୟକଙ୍କ ଅଟନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତ ବର୍ତ୍ତମାନ ଓଡିଶାରେ ଦଶହରା ପର୍ବକୁ ବହୁତ ଧୁମଧାମର ପାଳନ କରୁଛନ୍ତି । ଏହାରି ମଧ୍ୟରେ ଏହି ବିଡ଼ିଓ ମ୍ୟାଡମଙ୍କ ଭି-ଡି-ଓ ସାମ୍ନାକୁ ଆସୁଛି ।

ଯେଉଁଥିରେ ସେ ଗୋଟିଏ ଭି-ଡି-ଓରେ ବଙ୍ଗାଳୀ ଗୀତରେ ନାଚୁଛନ୍ତି । ଯାହାକୁ ଦେଖି ଲୋକମାନେ କହୁଛନ୍ତି କି ମ୍ୟାଡମ ପୁରା ଫେଷ୍ଟିଭାଲ ମୁଡରେ ଅଛନ୍ତି । ଏହା ଗୋଟିଏ ନୁହେଁ ତାଙ୍କର ଏହିଭଳି ବହୁତ ଭି-ଡି-ଓ ଅଛି । ଯାହାକୁ ସେ ନିଜର ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଅନ୍ୟ ଏକ ଭି-ଡି-ଓରେ ମ୍ୟାଡମ ବିଡ଼ିଓ ଏକ ଜଙ୍ଗଲ ମଧ୍ୟରେ ଥିବା ରାସ୍ତା ମଝିରେ ନାଚୁଥିବାର ନଜର ଆସୁଛନ୍ତି । ଜଣେ ସରକାରୀ ମହିଳା କର୍ମଚାରୀଙ୍କ ଏହିଭଳି ଭି-ଡି-ଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଏତିକି ନୁହେଁ ଅନ୍ୟ ଏକ ଭି-ଡି-ଓରେ ସେ ଅନ୍ୟ ଏକ ମହିଳାଙ୍କ ସହ କ୍ୟାଣ୍ଡି ଫାଇଟ କରୁଥିବାର ନଜର ଆସୁଛନ୍ତି । ଏହିଭଳି ଭି-ଡି-ଓ କରି ମ୍ୟାଡମଙ୍କ ସହ ଏହି ଭି-ଡି-ଓକୁ ଦେଖୁଥିବା ଦର୍ଶକମାନେ ବି ବହୁତ ଖୁସି ଅଛନ୍ତି । ବର୍ତ୍ତମାନ ଏହି ବିଡ଼ିଓଙ୍କ ଭି-ଡି-ଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି । ସୋ-ସି-ଆ-ଲ ମି-ଡି-ଆରେ ଏହି ଭି-ଡି-ଓ ସବୁ ଭା-ଇ-ରା-ଲ ହେବା ପରେ ନିଜେ ମ୍ୟାଡମ ବି ନିଜର ଟ୍ୱିଟର ପେଜରେ ପୋସ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *