‘Nadiya Ke Paar’ ଫିଲ୍ମରେ ଗୁଞ୍ଜାର ଅଭିନୟ କରିଥିବା Actress ଆଜିବି ଦେଖାଯାଉଛନ୍ତି ବହୁତ Hot

ବଲୀଉଡ ଜଗତରେ ପ୍ରାୟତଃ ସବୁଦିନ ଗୋଟେ ନୂଆ ନୂଆ ଚଳଚିତ୍ର ରିଲିଜ ହେଉଛି କିନ୍ତୁ କିଛି ଫିଲ୍ମ ଏମିତି ଅଛି ଯାହା ଦର୍ଶକ ମାନଙ୍କ ମନ କିଣିଥାନ୍ତି, ଯେମିତିକି ସୋଲେ, ମନ, ହମ ଆପକେ ହେଁ କୋନ ଇତ୍ୟାଦି ବହୁତ ପୁରୁଣା ଫିଲ୍ମ ଅଛି ଯାହା ଦର୍ଶକ ମାନଙ୍କୁ ଆଜୀବ୍ୟ ବହୁତ ପ୍ପାସନ୍ଦ ଆସିଥାଏ । ତେବେ ଏହି ଲିଷ୍ଟରେ ନଦିଆ କେ ପାର ଫିଲ୍ମ ମଧ୍ୟ ଆସୁଛି ସେହି ସମୟରେ ଏହି ଫିଲ୍ମ ବହୁତ ପ୍ରସିଦ୍ଧ ହୋଇଥିଲା ଓ ଲୋକଙ୍କୁ ଏହି ଫିଲ୍ମ ବହୁତ ପସନ୍ଦ ଆସିଥିଲା

ଏହା ଛଡା ଏହି ଫିଲ୍ମ ମୁଖ୍ୟ ଅଭିନେତ୍ରୀ ଗୁଞ୍ଜ ଅଭିନୟ କରୁଥିବା ସାଧନା ସିଂହଙ୍କୁ ଆଜିବି ଲୋକ ଖଜୁଛନ୍ତି କାହିଁକିନା ଦର୍ଶକ ମାନଙ୍କ ମନ ଏହି ଅଭିନେତ୍ରୀଙ୍କୁ ବହୁତ ଖୋଜୁଛନ୍ତି । ତେବେ ଏହି ଚଳଚିତ୍ର ଛଡା ସାଧନା ଅନ୍ୟ କିଛି ଫିଲ୍ମ କରି ନାହାନ୍ତି ।

Image Courtesy: Google

ତେବେ ଦର୍ଶକ ମାନେ ତାଙ୍କ ଅନ୍ୟ ଚଳଚିତ୍ର ପାଇଁ ଅପେକ୍ଷା କରିଥିଲେ କିନ୍ତୁ ତାଙ୍କର ଅନ୍ୟ କିଛି ଚଳଚିତ୍ର ଆସିଲା ନାହିଁ କାହିଁକିନା ଖବର ଅନୁଯାଇ ଗୁଞ୍ଜା ବା ସାଧନାଙ୍କୁ କେବେ ଅଭିନେତ୍ରୀ ହବାର ନଥିଲା ସେ କେବଳ ନିଜ ବଡ ଭଉଣୀ ସହ ଚଳଚିତ୍ର ଶୁଟିଙ୍ଗ ଦେଖିବାକୁ ଆସିଥିଲେ ଓ ସେହି ସମୟରେ ସୂରଜ ବଡଜାତିଆଙ୍କ ନଜର ସାଧନାଙ୍କ ଉପରେ ପଡିଲା ଓ ସେ ସାଧନାଙ୍କୁ ନିଜ ଚଳଚିତ୍ର ନଦିଆ କେ ପାର ପାଇଁ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିବା ପ୍ପାଇନ ପସନ୍ଦ କରିଥିଲେ ।

Image Courtesy: Google

ସେହି ସମୟରେ ଗୁଞ୍ଜା ନା ଏତେ ପ୍ରଚଳିତ ହୋଇଥିଲା ଯେ  ଲୋକେ ସେହି ସମୟରେ ନିଜ ଝିଅଙ୍କ ନାମ ଗୁଞ୍ଜା ରଖୁଥିଲେ, ତେବେ ଜନପୁର ଯେଉଁ ଗାଁରେ ଚଳଚିତ୍ର ଶୁଟିଙ୍ଗ ହଉଥିଲା, ସେହି ଗାଁ ଲୋକେ ସାଧନାଙ୍କ ଆସିବା ବେଳେ ବହୁତ କନ୍ଦା କଟା ମଧ୍ୟ କରିଥିଲେ ସାଧନା ମଧ୍ୟ ତାଙ୍କ ସହ ବହୁତ ମିଶି ଯାଇଥିଲେ । ତେବେ ସାଧନାଙ୍କ ଏହି ଚଳଚିତ୍ର ଏତେ ପ୍ରସିଦ୍ଧ ହେଲା ଯେ ଅଭିନୟ ନକରିବା ପାଇଁ ଇଛା ଥିଲେ ମଧ୍ୟ ସାଧନା କିଛି ଚଳଚିତ୍ରରେ କାମ କରିଥିଲେ ।

Image Courtesy: Google

ଯେମିତିକି, ଶଶୁରାଲ, ଅଉରତ, ତୁଳସୀ ଭଳି ବହୁତ ଚଳଚିତ୍ରରେ କାମ କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ । ଏହା ପରେ ଗୁଞ୍ଜା ହଟାତ ଚଳଚିତ୍ର ଦୁନିଆରୁ ଦୂରେଇ ଗଲେ ଓ ଗୋଟେ ଇଣ୍ଟରଭ୍ୟୁରେ ସାଧନା କହିଥିଲେ ମତେ ମୋ ଅନୁଯାଇ କାମ ମିଳିଲା ନାହିଁ ସେଥିପାଇଁ ମୁଁ ବଲୀଉଡ ଜଗତରୁ ଦୂରେଇ ଯିବା ଠିକ ମନେ କଲି । ଏହା ଛଡା ସାଧନା କହିଲେ ମୁଁ ମୋ ଗୃହସ୍ତିରେ ବହୁତ ଖୁସିରେ ଅଛି ଓ ମୁଁ ବଲୀଉଡକୁ ଫେରିବା ବିଷୟରେ ଚିନ୍ତା କରୁ ନାହିଁ ।

Leave a Reply

Your email address will not be published. Required fields are marked *