ତେବେ ହିନ୍ଦୁ ଶାସ୍ତ୍ରରେ ନଡିଆକୁ ବହୁତ ଶୁଭ ବିଚାର କରା ଯାଇଛି, କୌଣସି ପୂଜା ପର୍ବରେ ନଡିଆ ପୂଜା ନହେଲେ ଓ ନଡିଆ ନ ଭାଙ୍ଗିଲେ ପୂଜା ଅଧା ରହିଥାଏ ବୋଲି କୁହା ଯାଇଛି । ତେବେ ବହୁତ ଲୋକଙ୍କ ମନରେ ଏହି କଥା ପାଇଁ ବହୁତ ଆଶଙ୍କା ରହିଥାଏ ଯେ ନଡିଆ ଭାଙ୍ଗିଲେ ଯଦି ଖରାବ ବା ପଚା ବାହାରିଥାଏ ତେବେ ଏହାର ଅର୍ଥ କଣ ହୋଇଥାଏ କଣ ଏହା ଶୁଭ ଅଟେ ନା ଅଶୁଭ ହୋଇଥାଏ ।
ତେବେ ଆମ ହିନ୍ଦୁ ଶାସ୍ତ୍ରରେ ନଡିଆକୁ ମାତା ଲକ୍ଷ୍ମୀଙ୍କ ସହ ତୁଳନା କରା ଯାଇଛି ବହୁତ ଜାଗାରେ ନଡିଆକୁ ମାତା ଲକ୍ଷ୍ମୀ ଭାବରେ ପୂଜା କରା ଯାଇଥାଏ ।

ନଡିଆ ଏମିତି ଗୋଟେ ଭୋଗ ଯାହା ସବୁ ଦେବୀ ଦେବତାଙ୍କୁ ଅର୍ପଣ କରା ଯାଇ ପାରିବ । ତେବେ ନଡିଆ ଯେ କୌଣସି ପୂଜା ପର୍ବରେ ବ୍ୟବହାର କରା ଯାଇଥାଏ କୁହା ଯାଏ ଯେ କୌଣସି ଶୁଭ କାର୍ଯ୍ୟରେ ନଡିଆ ଭଙ୍ଗା ହେଲା ନାହିଁ ତେବେ ଆପଣଙ୍କୁ ନଡିଆ ପୂଜାରେ ବ୍ୟବହାର କରିବା ବହୁତ ଆବଶ୍ୟକ ହୋଇଥାଏ । ତେବେ ଶାସ୍ତ୍ର ଅନୁଯାଇ ଯଦି ଆପଣଙ୍କ ପୂଜା ନଡିଆ ପଚା ବାହାରୁଛି ତେବେ ଏହା ଦ୍ଵାରା ଡରିବାର କିଛି ନାହିଁ ଏହା ବହୁତ ଶୁଭ ଅଟେ କାହିଁକିନା ଭଗବାନ ଆପଣଙ୍କ ପୂଜା ସ୍ଵୀକାର କଲେ ଓ ଆପଣଙ୍କ ଭୋଗ ଖାଇଲେ

ସେଥିପାଇଁ ଏହା ପଚା ବାହାରିଲା ଯଦି ଆପଣଙ୍କ ଘରେ କେବେ ଏମିତି ହୁଏ ତେବେ ଖରାପ ଭାବିବାର କିଛି ନାହିଁ ଓ ଆପଣାଙ୍କ ମନ ଇଛା ବହୁତ ଶୀଘ୍ର ପୂର୍ଣ୍ଣ ହବ ବୋଲି ଜଣା ପଡିଥାଏ । ତେବେ ଯେତେବେଳେ ଆପଣ ନଡିଆ ଭାଙ୍ଗିବେ ଓ ସେହି ସମୟରେ ଆପଣଙ୍କ ନଡିଆ ପଚା ବାହାରିଲା ତେବେ ସେହି ସମୟରେ ହାତ ଯୋଡି ଭଗବାନ ଙ୍କୁ ନିଜ ମନ କଥା କହିବେ କିନ୍ତୁ ମନେ ରଖନ୍ତୁ କେବେ ଭୁଲରେ ବି ଏମିତି ଚିନ୍ତା ଧାରା ଆଣିବେ ନାହିଁ ଯେ ପଚା ନଡିଆ ବାହାରୁ ଆପଣଙ୍କ ଧ୍ୟାନ କେବଳ ନିଜ ଭକ୍ତି ଉପରେ ରହିବା ଉଚିତ ଆପଣ ନିଜ ଅନୁଯାଇ ବାଛିକି ଭଲ ନଡିଆ ଆଣନ୍ତୁ ଯଦି ତାହା

ଖରାପ ବାହାରୁଛି ତେବେ ଆପଣଙ୍କ ପାଇଁ ଶୁଭ ଫଳ ଅଟେ ନଚେତ ଆପପଣଙ୍କ ମନରେ ଖରାପ କଥା ରହିଲେ ଏହାର କିଛି ଲାଭ ଆପନାଙ୍କୁ ପ୍ରାପ୍ତ ହବ ନାହିଁ । ତେବେ ଭଗବାନଙ୍କ ପାଖରେ ଭକ୍ତି ର ମୂଲ୍ୟ ବହୁତ ହୋଇଥାଏ କିନ୍ତୁ ଲୋଭ ଓ ଅହଂକାରର କିଛି ମୂଲ୍ୟ ନଥାଏ ସେଥିପାଇଁ ଭଗବାନ ପାଖରେ ଭକ୍ତି ନେଇକି ଯାଅନ୍ତୁ ଲୋଭ ନୁହ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।