ନଦୀରେ ଭାସିଯିବାର ୨ଦିନ ପରେ ବି ଜୀବିତ ଫେରିଲେ ଯୁବତୀ, ଆଉ ତା ପରେ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଜଣେ ମହିଳା ଦୀର୍ଘ ୪୮ ଘଣ୍ଟା ଧରି ପାଣିରେ ଭାସିବା ପରେ ବର୍ତ୍ତମାନ ଜୀ-ବି-ତ ଅଛନ୍ତି । ଏହି ଘଟଣାଟି ଅବିଶ୍ଵସନୀୟ ହେଲେ ମଧ୍ୟ ସତ ଅଟେ । କାରଣ କଥାରେ ଅଛି ଯାହାକୁ ରଖିବେ ଅନନ୍ତ ତାକୁ କିଏ ମା-ରି ପାରିବ । ଏହି ଘଟଣାଟି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଦିଗପହଂଡି ଥା-ନା ମୌଲଭଣଜା ଗାଁ ରେ । ଏହି ଗାଁ ର ରୀତା ନାମ୍ନୀ ନାମକ ଜଣେ ବିଧବା ମହିଳା ଗାଁ ନିକଟରେ ଥିବା ଗତ ମଙ୍ଗଳବାର ଡିବା ଗୋରହାଡ ନଦୀକୁ ସ୍ନାନ କରିବାକୁ ଯାଇଥିବା ବେଳେ ତାଙ୍କର ଗୋଡ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ ।

ଏହା ପରେ ଦମକଳ ବାହିନୀ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ତାଙ୍କୁ ଖୋଜିଥିଲେ ମଧ୍ୟ କୌଣସି ସୁ-ରା-ଗ ପାଇନଥିଲେ । ଗୁରୁବାର ଦିନ ରୀତା ନଦୀକୁଳ ଠାରୁ ୪ କିମି ଦୂରରେ ମିଳିଥିଲେ । ରୀତା ଦୁଇ ଦିନ ଧରି ପାଣିରେ ବୁଡି ରହିଥିବାରୁ କଥା କହିବା ପାଇଁ ସକ୍ଷମ ନ ଥିଲେ । ଗୁରୁବାର ଦିନ ସକାଳେ ନଦୀକୂଳରେ ଜଣେ ବ୍ୟକ୍ତିଙ୍କୁ ଦେଖି ସେ ଡ଼ାକିଥିଲେ ଓ ତାଙ୍କୁ ପାଣିରୁ ଉଦ୍ଧାର କରାଯାଇ ତାଙ୍କ ଗାଁକୁ ଅଣା ଯାଇଥିଲା । ଏହା ପରେ ତାଙ୍କୁ ତୁରନ୍ତ ହସପିଟାଲ ନିଆ ଯାଇଥିଲା । ଦୁଇ ଦିନ ପାଣିରେ ପୁଣି ଥରେ ଜୀବିତ ଫେରିଥିବା ରୀତାଙ୍କୁ ଦେଖିବା ପାଇଁ ଗାଁ ଲୋକ ମାନଙ୍କ ଠାରୁ ଆରମ୍ଭ କରି ସମ୍ପର୍କୀୟ ମାନଙ୍କ ଭିଡ ଲାଗିଛି ।

ରୀତାଙ୍କ ବାପା ଓ ମା ନିଜ ଝିଅକୁ ଜୀବିତ ଅବସ୍ଥାରେ ପାଇ ଆ-ତ୍ମ-ବି-ଭୋ-ର ହୋଇ ପଡିଛନ୍ତି । ରୀତାଙ୍କ ମା କହିଛନ୍ତି ଯେ ତାଙ୍କ ଝିଅ ଦୁଇ ଦିନ ପରେ ପାଣିରେ ରହିବା ପରେ ଜୀବିତ ଅବସ୍ଥାରେ ଘରୁ ଆସିଛି ତାହା ଭଗବାନଙ୍କ ଚମତ୍କାର । ତାଙ୍କ ମାଙ୍କ କହିବା ମୁତାବକ ତାଙ୍କ ଘରକୁ ତାଙ୍କ ଝିଅ ନୁହେଁ ବରଂ ଭଗବାନ ନିଜେ ଆସିଛନ୍ତି । ତାଙ୍କ ଗାଁ ଲୋକଙ୍କ କହିବା ଅନୁସାରେ ରୀତାଙ୍କୁ ଯେତେବେଳେ ପାଣିରୁ ଉଦ୍ଧାର କରା ଯାଇଥିଲା ସେହି ସମୟରେ ତାଙ୍କର ଅବସ୍ଥା ବହୁତ ଶୋଚନୀୟ ଥିଲା ।

କିନ୍ତୁ ହସ୍ପିଟାଲ ନେବା ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ରେ ସୁଧାର ଆସିଛି । ବର୍ତ୍ତମାନ ରୀତା ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏହି ଘଟଣା ରୁ ସ୍ପଷ୍ଟ ହେଉଛି ଯେ ଯାହାକୁ ଭଗବାନ ଙ୍କ ନିର୍ଦେଶ ବିନା କିଛି ବି ଘଟେ ନାହି । ଯେଉଁ ବ୍ୟକ୍ତି ଉପରେ ଭଗବାନ ଆଶୀର୍ବାଦ ଥାଏ ତାଙ୍କର ଜଳ, ବାୟୁ ଓ ଅଗ୍ନି କିଛି ବି କରିପାରେ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *