ନାଗ ସାପକୁ କିସ୍ କରିବା ପଡ଼ିଲା ମହଙ୍ଗା… ଏଭଳି ଦୃଶ୍ୟ ଦେଖି ଆପଣଙ୍କ ଛାତି ବି ଥରିବ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଦେଶରେ ନାନା ପ୍ରକାରର ନା ପ୍ରଜାତି ର ବିଷଧର ସାପ ଦେଖିବାକୁ ମିଳିଥାଏ । ସେମାନଙ୍କ ମଧ୍ୟ ରୁ ନାଗ ସାପ ହେଉଛି ଅନ୍ୟତମ ଯାହାକୁ ଆମ ଦେଶରେ ଭଗବାନ ଙ୍କ ସ୍ଵରୁପ ମାନାଯାଇ ପୂଜା ମଧ୍ୟ କରାଯାଏ । କିନ୍ତୁ ସାପ କୁ ପୂଜା କରିବା ସମୟରେ ବି କେତେ ଲୋକଙ୍କର ପ୍ରାଣ ଚାଲି ଯାଇଥାଏ । ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଷଧର ନାଗ ଶାପ କୁ କିସ କରୁଥିଲେ ଯୁବକ ।

ନାଗ ସାପ କରିଲା ଏପରି ଅବସ୍ଥା କି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସାପ ଧରାଳି ଙ୍କ ଅଜବ କାଣ୍ଡ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ବିଷଧର ନାଗ ସାପ କୁ ଧରବା ସମୟରେ ଏଭଳି କାଣ୍ଡ କରିଲେ ଯେ ସାପ ସିଧା ତାଙ୍କ ଓଠ କୁ ଚୋଟ କରିଥିଲା । ତେବେ ଏହି ଘଟଣା ଟି ଘଟିଛି କର୍ଣ୍ଣାଟକ ଟି ଯାହା ଦେଖିବାକୁ ବହୁତ ଭୟଙ୍କର ଥିଲା । ଭାଇରାଲ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି କି ଯୁବକ ଜଣକ ଏକ ନାଗ ସାପ କୁ କିସ କରିବାକୁ ଚେଷ୍ଟା କରୁଥିବା ସମୟରେ ସାପ ଟି ବୁଲି ପଡି ତାଙ୍କ ଓଠ କୁ ଦଂଶନ କରିଲା ।

ତେବେ ସୂଚନା ଅନୁଯାୟୀ ଆଲେସ୍କ ଓ ରୋନିକ ନାମକ ଦୁଇ ଯୁବକ ନାଗ ସାପ କୁ ରେସକ୍ୟୁ କରିବାକୁ ଯାଇଥିଲେ । ରେସକ୍ୟୁ କରିବା ପରେ ନାଗ ସହ ସହ ଆଲେସ୍କ ଖେଳିବାକୁ ଲାଗିଥିଲା । ଏପରିକି ସାପ ଟି କି କିସ ଦେବାକୁ ମଧ୍ୟ ଚେଷ୍ଟା କରିଥିଲା । ଆଉ ଏହି ସମୟରେ ସାପ ଟି ତାଙ୍କୁ ଚୋଟ ମାରିଥିଲା । ଏହା ପରେ ଆଲେସ୍କ ଙ୍କୁ ମେଡିକାଲ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରି ଡିଶ୍ଚାର୍ଜ କରି ଦେଇଥିଲେ । ତେବେ ଡାକ୍ତର କହିଛନ୍ତି କି ଉଚିତ ସମୟରେ ଚିକିତ୍ସା କରିବାରୁ ଯୁବକ ଙ୍କ ଜୀବନ ବଞ୍ଚି ଯାଇଛି ।

ଆଉ ଏହି ଘଟଣା ର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋର ସୋର ରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଯୁବକଙ୍କର ଏଭଳି ମୁର୍ଖାମି ଆଜି ତାଙ୍କର ଜୀବନ ଯାଉ ଯାଉ ବଞ୍ଚିଲା କହିଲେ କିହୀ ଭୁଲ ହେବ ନାହି । ଏହି ଭିଡିଓ କୁ ଦେଖି ଲୋକେ କମେଣ୍ଟ ଦେଉଛନ୍ତି କି ଏଭଳି ମୁର୍ଖାମି କରିବା ଉଚିତ ନୁହେଁ ।

ଆଉ କେହି କେହି କହୁଛନ୍ତି ଯୁବକ ଙ୍କୁ ଅନେକ କଥା ମଧ୍ୟ ଶୁଣାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *