ଅଲିଉଡ ଇଣ୍ଡଷ୍ଟ୍ରିରେ କେତେ ସମ୍ପର୍କ ଯୋଡା ହୁଏ ଓ କେତେକ ଭାଙ୍ଗିଯାଏ ତେବେ ଏହା ଅଲିଉଡରେ ସାମାନ୍ଯ କଥା ଅଟେ କିନ୍ତୁ ମିହିର ଦାଶଙ୍କ ପରିବାର ବିଷୟରେ ସମସ୍ତଙ୍କ ମନରେ ବହୁତ ଶ୍ରଦ୍ଧା ଭାବନା ଅଟେ କାହିଁକିନା ତାଙ୍କ ପରିବାରକୁ ସେ ଏକାଠି ରଖିଛନ୍ତି ।
ତେବେ ମହାନଦୀରେ ଜଣେ ମହିଳା ଡେଇଁ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ଯାହା ପରେ ସ୍ଥାନୀୟ ଲୋକେ ତାଙ୍କୁ ବଞ୍ଚେଇ ଥିଲେ । ତେବେ କଣ ଆପଣ ଜାଣିଛନ୍ତି ସେ କିଏ ଥିଲେ ଓ କଣ ପାଇଁ ମହାନଦୀରେ ଡେଇଁ ଥିଲେ ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ସେହି ସ୍ତ୍ରୀ ଲୋକଟି କିଏ ।
ଆପଣ ମାନେ ମିହିର ଦାଶଙ୍କ ପୁଅ ଅମ୍ଳାନ ବିଷୟରେ ଜାଣିଥିବେ ଅମ୍ଳାନ ଅଲିଉଡ ଦୁନିଆରେ ନିଜ ଭାଗ୍ୟ ଟ୍ରାଇ କରିଥିଲେ କିନ୍ତୁ ସଫଳ ହୋଇ ପାରିଲେ ନାହିଁ, ସେ ବହୁତ ଗୁଡେ ଫିଲ୍ମରେ ଟ୍ରାଇ କରିଥିଲେ କିନ୍ତୁ ତାଙ୍କ ଫିଲ୍ମ ସଫଳ ହେଲା ନାହିଁ । ତେବେ ଏହା ପରେ ଅମ୍ଳାନ ଫିଲ୍ମରେ ଟ୍ରାଇ କରିବା ବନ୍ଦ କରିଥିଲେ । ମିହିର ଦାଶ ନିଜ ଅଭିନୟ ପ୍ପାଇନ ବହୁତ ପ୍ରସିଦ୍ଧ ଅଟନ୍ତି ଓ ଓଡିଶା ଲୋକେ ତାଙ୍କୁ ବହୁତ ପସନ୍ଦ କରନ୍ତି । କିନ୍ତୁ ମିହିର ଦାଶଙ୍କ ଭଳି ତାଙ୍କ ପୁଅ ନା ପାଇ ପାରିଲେ ନାହିଁ ।
ତେବେ ବର୍ତମାନରେ ଖବର ଅନୁଯାଇ ଜଣେ ମହିଳା ସ୍କୁଟିରେ ବ୍ରିଜ ଉପରକୁ ଆସିଲେ ଓ ବ୍ରିଜରୁ ମହାନଦୀକୁ ଦେଇନଲେ ଯାହା ପରେ ଆଖ ପାଖ ରହୁଥିବା ଲୋକେ ପାଣିରେ ଡେଇଁ ସେହି ମହିଳାଙ୍କୁ ବଞ୍ଚେଇଥିଲେ । ତେବେ କଣ ଆପଣ ଜାଣିଛନ୍ତି ସେହି ମହିଳାଟି କିଏ ଥିଲେ ସେ ଅମ୍ଳାନ ଦାଶଙ୍କ ସ୍ତ୍ରୀ ଥିଲେ । ତେବେ ଖବର ଅନୁଯାଇ ଏହା ଜଣା ପଡିଛି ଯେ ଅମ୍ଳାନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ କିଛି ଖାସ ନଥିଲା ଯେଉଁ କାରଣରୁ ତାଙ୍କ ସ୍ତ୍ରୀ ଏମିତି କାମ କରିଛନ୍ତି ।
ତେବେ ଏହି ଘଟଣାରୁ ଏହି କଥା ସାମ୍ନାକୁ ଆସିଛି ଯେ ଅମ୍ଳାନଙ୍କ ବିବାହ କିଛି ମାସ ପରେ ଦୁହିଙ୍କ ମଧ୍ୟରେ ଭୁଲ ବୁଝା ମଣା ଆରମ୍ଭ ହୋଇଥିଲା ଯାହା ପରେ ବହୁତ ଚେଷ୍ଟା ପରେ ମଧ୍ୟ ଦୁହିଙ୍କ ସମ୍ପର୍କ ଭଲ ହୋଇନଥିଲା କିନ୍ତୁ ଅମ୍ଳାନ କହିବା ଅନୁଯାଇ ତାଙ୍କ ସମ୍ପର୍କ ବହୁତ ଭଲ ଅଟେ ଓ ଏହା ସବୁ ମିଛ ତେବେ ଯଦି ସବୁ ମିଛ ତେବେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିବାକୁ କଣ ପାଇଁ ଗଲେ ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।