ନାକ ଅଗରେ ରାଗ ରଖି ଜନ୍ମ ହୋଇଥାନ୍ତି ଏହି ୬ ଟି ନାମର ଝିଅ, ଏମାନଙ୍କ ରାଗରୁ ବଞ୍ଚିକି ରୁହନ୍ତୁ

ଦୁନିଆରେ କୌଣସି ବ୍ୟକ୍ତିର ନାମ କୌଣସି ମହତ୍ତ୍ଵ ରଖେ ନାହିଁ, ଏହା ସେକ୍ସପିୟର କହିଥିଲେ ମଧ୍ୟ ଜ୍ୟୋତିଷ ଦୁନିଆରେ କୌଣସି ବ୍ୟକ୍ତିର ନାମ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ନାମର ପ୍ରଥମ ଅକ୍ଷରରୁ ସେହି ବ୍ୟକ୍ତିର ସ୍ଵଭାବ ବିଷୟରେ ଜାଣିବାର ଉପାୟ କୁହାଯାଇଛି । କେବଳ ଏତିକି ନୁହେଁ, ଆମେ କୌଣସି ବ୍ୟକ୍ତିର ନାମରୁ ଜାଣି ପାରିବା କି ତା ଜୀବନରେ ସୁଖ ଓ ଦୁଃଖ କେବେ ଓ କେମିତି ଆସିବ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ସେହି ନାମର ଝିଅମାନଙ୍କ ବିଷୟରେ ଯାହାଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ସବୁଠୁ ଅଧିକ ରାଗୁଥିବା ଝିଅ ବୋଲି କୁହାଯାଇଥାଏ । ଜ୍ୟୋତିଷରେ ଏହି କଥାର ବର୍ଣ୍ଣିତ ଅଛି କି B, H, L, P, R ଓ S ନାମର ଝିଅମାନଙ୍କର ସ୍ଵଭାବ ରାଗି ହୋଇଥାଏ । ତେବେ ଆସନ୍ତୁ ଜାଣିବା କି B, H, L, P, R ଓ S ନାମର ଝିଅମାନଙ୍କର ସ୍ଵଭାବ କେମିତି ହୋଇଥାଏ ।

B ନାମର ଝିଅଙ୍କ ସ୍ଵଭାବ

ଯେଉଁ ଝିଅର ନାମ B ଠାରୁ ଆରମ୍ଭ ହୋଇଥାଏ ତାଙ୍କର ନିର୍ମଳ ହୃଦୟ ହୋଇଥାଏ, କିନ୍ତୁ କଥା କଥାରେ ରାଗିଯିବା ଏମାନଙ୍କର ସବୁଠୁ ବଡ ସମସ୍ୟା ହୋଇଥାଏ । ସବୁବେଳେ ଏମାନେ ନିଜର ରାଗ ଅନ୍ୟ ଉପରେ ଦେଖାଇଥାନ୍ତି । ଅଧିକ ରାଗୁଥିବା ପରେ ମଧ୍ୟ ଏମାନେ ଭଲ ମଣିଷ ହୋଇଥାନ୍ତି ।

H ନାମର ଝିଅଙ୍କ ସ୍ଵଭାବ

ଏହି ନାମର ଝିଅ ଅନ୍ୟ ମାନଙ୍କ ସାଥିରେ ମିଳିମିଶି ରହିବାକୁ ପସନ୍ଦ କରନ୍ତି । ଏମାନେ ଘର ପରିବାରରେ ସମସ୍ତଙ୍କର ଯତ୍ନ ନେଇଥାନ୍ତି । ଏମାନେ ନିଜ ଓ ନିଜ ପରିବାରର ମାନ ସମ୍ମାନ ପାଇଁ କିଛି ବି କରି ପାରନ୍ତି କିନ୍ତୁ କଥା କଥାରେ ରାଗିଯିବା ଏମାନଙ୍କର ସବୁଠୁ ଖରାପ ଅଭ୍ୟାସ ହୋଇଥାଏ । ଏମାନେ ନିଜ ରାଗ ଉପରେ କାବୁ କରି ପାରନ୍ତି ନାହିଁ ଓ ଏଥିରୁ ଏମାନଙ୍କୁ ହିଁ କ୍ଷତି ହୋଇଥାଏ ।

L ନାମର ଝିଅମାନଙ୍କ ସ୍ଵଭାବ

ଏହି ନାମର ଝିଅମାନେ ଏମିତି କୌଣସି କାମ କରିବାକୁ ପସନ୍ଦ କରନ୍ତି ନାହିଁ ଯାହା ଦ୍ଵାରା ତାଙ୍କର ଚରିତ୍ର ଖରାପ ହେବ । ଏହି ଝିଅମାନେ ସବୁ କାମରେ ଆଗରେ ରହିଥାନ୍ତି । ଏହି ଝିଅମାନେ ନିଜ ଜୀବନରେ ନୂଆ ନୂଆ ଜିନିଷ ଆପଣାଇବାର ସଉକ ରଖିଥାନ୍ତି କିନ୍ତୁ ଏମାନଙ୍କର ରାଗ ଏମାନଙ୍କୁ ଦୁର୍ବଳ କରିଦେଇଥାଏ ।  ଏମାନେ କେବେ ବି କାହା ଉପରେ ବି ନିଜ ରାଗ ଦେଖାଇ ଥାଆନ୍ତି କିନ୍ତୁ ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି ।

P ନାମର ଝିଅମାନଙ୍କ ସ୍ଵଭାବ

ଏହି ନାମର ଝିଅମାନଙ୍କ ସ୍ଵଭାବ ରାଗି ହୋଇଥାଏ । ଏମାନଙ୍କ ସ୍ଵଭାବ ଅଧିକ ଗପୁଡି ନତୁବା ଶାନ୍ତ ହୋଇଥାଏ । ଏହି ଝିଅମାନଙ୍କୁ କମ କହିବା, ନିଜ ଦୁନିଆରେ ମଗ୍ନ ରହିବା ପସନ୍ଦ ହୋଇଥାଏ । ଏମାନେ ନିଜ ରାଗ ଅନ୍ୟ ଉପରେ ନୁହେଁ ପରନ୍ତୁ ନିଜ ଉପରେ ଦେଖାଇ ଥାଆନ୍ତି । ରାଗରେ ଏମାନେ ନିଜର କ୍ଷତି କରିଥାନ୍ତି ।

R ନାମର ଝିଅଙ୍କ ସ୍ଵଭାବ

ଏହି ନାମର ଝିଅ ଦେଖିବାକୁ ବହୁତ ସୁନ୍ଦର ହେବା ସହିତ ପ୍ରଖର ବୁଦ୍ଧି ବାଲା ବି ହୋଇଥାନ୍ତି । ଏହି କାରଣରୁ ଲୋକ ଏମାନଙ୍କ ପ୍ରତି ସହଜରେ ଆକର୍ଷିତ ହୋଇଥାନ୍ତି । ରାଗିବା ଏମାନଙ୍କର ସବୁଠୁ ବଡ ଖରାପ ଅଭ୍ୟାସ ହୋଇଥାଏ ।

S ନାମର ଝିଅଙ୍କ ସ୍ଵଭାବ

ଏହି ନାମର ଝିଅମାନେ ଭଲ ପାଇବାରେ ସବୁବେଳେ ସାଥିରେ ରହିଥାନ୍ତି କିନ୍ତୁ ଶତ୍ରୁତା ବି ଏମାନେ ବହୁତ ଭଲ ଭାବେ କରିଥାନ୍ତି । ଏମାନେ ଦେଖିବାକୁ ବହୁତ ସରଳ ହୋଇଥାନ୍ତି କିନ୍ତୁ ଏମାନେ ବହୁଅତ ରାଗିଥାନ୍ତି । ଏମାନଙ୍କ ରାଗିବା ଯୋଗୁଁ ଲୋକ ଏମାନଙ୍କଠୁ ଦୂରେଇ ରୁହନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗେ ତେବେ ଅନ୍ୟମାନଙ୍କ ସହିତ ଶେୟାର କରିବେ । ଆଗକୁ ଏମିତି ପୋଷ୍ଟ ଗୁଡିକ ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *