ନାମର ପ୍ରଥମ ଅକ୍ଷର S H L M C V ଏହି ସବୁ ଥିଲେ ଏମାନେ ଜନ୍ମରୁ ରାଜଯୋଗ ନେଇ ଜନ୍ମ ନେଇଥାନ୍ତି

ପ୍ରତେକ ବ୍ୟକ୍ତି ନିଜ ଜୀବନରେ ସୁଖ ସମୃଦ୍ଧି ଆଶା କରିଥାନ୍ତି । କିଛି କ୍ଷେତ୍ର ରେ ଏହା ସମ୍ଭବ ହୋଇଥାଏ ତ ଆଉ କିଛି କ୍ଷେତ୍ର ରେ ଏହା ହୋଇନଥାଏ । ବ୍ଯକ୍ତିର ନାମର ପ୍ରଥମ ଅକ୍ଷରରୁ ହିଁ ବ୍ଯକ୍ତିର ସ୍ଵଭାବ ତଥା ତାର ଭବିଷ୍ୟତ ବିଷୟରେ ଜଣା ପଡିଥାଏ । ନିଜ ଜୀବନରେ ସଫଳତା ପାଇବା ପାଇଁ ବ୍ୟକ୍ତି ଅନେକ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୁଏ ନାହି । ଆଉ କିଛି ବ୍ୟକ୍ତି ଖୁବ କମ ପରିଶ୍ରମ କରି ବଡ ସଫଳତା ହାସଲ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ୬ଟି ନାମ ଥିବା ବ୍ୟକ୍ତିଙ୍କ ବିଷୟରେ କହିବାକୁ ଜାଉଛୁ ଯେଉଁ ମାନେ ରାଜଯୋଗ ନେଇ ଜନ୍ମ ହୋଇଥାନ୍ତି ।

୧- C ନାମର ବ୍ୟକ୍ତି : ଏହି ନାମର ବ୍ୟକ୍ତିଙ୍କର ରାଜଯୋଗ ରହିଥାଏ । ଏମାନେ ଖୁବ କମ ସମୟରେ ସଫଳତା ହାସଲ କରିଥାନ୍ତି । ଏମାନେ କାମ ପ୍ରତି ବହୁତ ନିଷ୍ଠା ଓ ସଚୋଟତ୍ତା ରଖିଥାନ୍ତି । ଏମାନେ ପ୍ରତେକ କାମକୁ ସମ୍ମାନ ଦେବା ସହ ହୃଦୟରୁ ବହୁତ ଭଲ ହୋଇଥାନ୍ତି ।

୨- H ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତିର ନାମ H ରୁ ଆରମ୍ଭ ହୋଇଥାଏ ସେମାନେ ଭିଡ ଭିତରେ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥାନ୍ତି । ଏମାନଙ୍କ ଜୀବନରେ ରାଜଯୋଗ ଥିବାରୁ ଏମାନେ ସମଯରେ ଖାସ ପରିଚୟ ପାଇଥାନ୍ତି । ଜୀବନରେ ଏମାନେ ପରିଶ୍ରମ ଅକ୍ରିୟ ଭୌତିକ ସୁଖ ସୁବିଧା ପ୍ରାପ୍ତ କରିଥାନ୍ତି ।

୩- L ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତି ନାମ L ରୁ ଆରମ୍ଭ ହୋଇଥାଏ ସେମାନେ ସରଳ ସ୍ଵଭାବର ହୋଇଥାନ୍ତି । ଏମାନେ ଜୀବନରେ ଉଚ୍ଚ ପଦ ହାସଲ କରିଥାନ୍ତି । ପାଠ ପଢା ପ୍ରତି ଏମାନଙ୍କର ଅଧିକ ରୁଚି ରହିଥାଏ । ଏମାନେ ବହୁତ ଭାବୁକ ଓ ସଫଳ ବ୍ୟକ୍ତି ହୋଇଥାନ୍ତି ।

୪- M ନାମର ବ୍ୟକ୍ତି : ଯେଉଁ ବ୍ଯକ୍ତିର ନାମ M ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ଓ ସାହସୀ ହୋଇଥାନ୍ତି । ଏମାନେ ନିଜର ବିଜେନେସ କରିବାକୁ ଆଶା ରଖିଥାନ୍ତି । ନିଜର ବୁଦ୍ଧି ଓ ପରିଶ୍ରମ ଦ୍ଵାରା ଏମାନେ ଜୀବନରେ ସଫଳତା ହାସଲ କରିଥାନ୍ତି । ଏମାନେ ଧନ ସମ୍ପତିର ଅଧିକାରୀ ହୋଇଥାନ୍ତି ।

୫- S ନାମର ବ୍ୟକ୍ତି : ଯେଉଁ ବ୍ଯକ୍ତିର ନାମ Sରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଧନ ବୈଭବର ଅଧିକାରୀ ହୋଇଥାନ୍ତି । ଜୀବନରେ ଏମାନେ ସକାରାତ୍ମକ ଚିନ୍ତାଧାରା ରଖୁ ଥିବାରୁ ନିଜର ଆଖପାଖର ପରିବଶେକୁ ସକାରାତ୍ମକ ରଖିଥାନ୍ତି । ରାଜଯୋଗ କାରଣରୁ ଏମାନେ ଜୀବନରେ ଉଚ୍ଚ ଧରଣର ସଫଳତା ପ୍ରାପ୍ତ କରିଥାନ୍ତି ।

୬- V ନାମର ବ୍ୟକ୍ତି : ଯେଉଁ ବ୍ଯକ୍ତିର ନାମ Vରୁ ଆରମ୍ଭ ହୋଇଥାଏ ସେମାନେ ନିଜର ବୁଦ୍ଧି, ପରିଶ୍ରମ ଓ ଭାଗ୍ୟ ଦ୍ଵାରା ଖୁବ କମ ସମୟରେ ନିଜର ଲକ୍ଷ୍ୟ ପ୍ରାପ୍ତ କରିଥାନ୍ତି । ଏମାନେ ପ୍ରତେକ କାମକୁ ବାଲାନ୍ସ କରି କରିଥାନ୍ତି । ଏମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି ଯାହା ପାଇଁ ଧନର ଅଧିକାରୀ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *