Nandiniଙ୍କୁ ନେଇ ସାମ୍ନାକୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ, ବାହାଘର ଦିନ ଭଡାରେ ଆସିଥିଲେ ବାପା! ଏହି ଝିଅଟି ଖୋଲିଦେଲା ସବୁ ଗୁମର… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ଜାଣିଥିବେ ନବ ବିବାହିତା ବହଡୁ ନନ୍ଦିନୀ ଓ ତାଙ୍କ ସ୍ଵାମୀ ବଳରାମ ଙ୍କ ବୈବାହିକ ଯିବାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ଦୁହିଙ୍କ ମାମଲାରେ ଦୁହେଁ ଭିନ୍ନ ଭିନ୍ନ ମତ ଦେଉଛନ୍ତି । କାହାର କାହା ସହ ତାଳମେଳ ମଧ୍ୟ ଠିକ ହେଉ ନାହି । ତେବେ ଏହି ମାମଲା ରେ ଆଉ ଏକ କଥା ସାମନାକୁ ଆସିଛି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କି ଜଣେ ଯୁବତୀ ନନ୍ଦିନୀ ଙ୍କ ବିରୁଦ୍ଧରେ କିଛି ଏମିତି କହୁଛନ୍ତି ଯାହାକୁ ଶୂଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଯୁବତୀ ଜଣକ କହୁଛନ୍ତି ନନ୍ଦିନୀ କହିଲେ କି ସେ ନିର୍ବନ୍ଧ ଦିନ ତାଙ୍କ ଶାଶୁଘରକୁ ଆସିଥିଲେ । ଯଦି ଏହି କଥା ସତ ତେବେ କଣ କେଉଁ ଝିଅ ନିଜ ନିର୍ବନ୍ଧ ରେ ଶାଶୁଘର ଆସିଥାଏ ତାହା ପ୍ରଶ୍ନ କରିଛନ୍ତି ଏଜି ଯୁବତୀ ଜଣକ । ନନ୍ଦିନୀ ଙ୍କ ବାପା ଅଛନ୍ତି ବୋଲି ବଳରାମଙ୍କ ପରିବାର ଜାଣି ନ ଥିଲେ ।

ବାହାଘର ଦିନ ନନ୍ଦିନୀ ତାଙ୍କ ବାପା ଙ୍କୁ ଆଣିଥିଲେ ହୁଏ ତ ଭଡା ରେ ଆଣିଥାଇ ପାରନ୍ତି ବୋଲି ଯୁବତୀ ମତ ଦେଇଛନ୍ତି । ବଳରାମଙ୍କ ପରିବାର ନନ୍ଦିନୀ ଙ୍କ ବାପା କିଏ ତାଙ୍କୁ ଚିହ୍ନି ନ ଥିଲେ । ବାହାଘର ଦିନ ସେମାନେ ଜାଣିବାକୁ ପାଇଲେ କି ନନ୍ଦିନୀ ଙ୍କ ବାପା କିଏ । ଗୋଟେ ପୁଅ ଆଉ ଝିଅର ନିର୍ବନ୍ଧ ମନ୍ଦିର ରେ ହୋଇଥାଏ ଆଉ ଝିଅ କେବେ ତାର ନିର୍ବନ୍ଧ କୁ ଆସେ ନାହି ଜାହ ଆମ ଓଡିଆ ଘରର ରୀତିନୀତି ରହିଛି ।

କିନ୍ତୁ ନନ୍ଦୀନୀ କହୁଛନ୍ତି ସେ ଶାଶୁଘରକୁ ଆସିଥିଲେ ନିର୍ବନ୍ଧ ଦିନ ଏହା କଣ ସମ୍ଭବ । ଝିଅ ଯେତେ ଗରିବ ହେଲେ ମଧ୍ୟ କେବେ ବି ନିର୍ବନ୍ଧ ଦିନ ଶାଶୁଘରକୁ ଆସିବା ନାହି । ତୋଳା କନ୍ୟା କରି ବଳରାମଙ୍କ ଘର ଲୋକେ କରିଛନ୍ତି । କିନ୍ତୁ ନନ୍ଦିନୀ କହୁଛନ୍ତି ନିର୍ବନ୍ଧ ଦିନ ତାଙ୍କୁ ଓ ତାଙ୍କ ପରିବାରକୁ ଡକାଯାଇ ବାହାଘର କରା ଯାଇଛି । ଯଦି ଏପରି ହୋଇଛି ତେବେ ନନ୍ଦିନୀଙ୍କ ପୁରା ପରିବାର ଆସିଛନ୍ତି ।

ଏହା ସହ ନନ୍ଦିନୀଙ୍କ ଦାଦା ଓ ସମ୍ପର୍କୀୟ ମାନେ ମଧ୍ୟ ଆସିଛନ୍ତି । ବକଳରାମଙ୍କ ସମ୍ପର୍କୀୟ ମାନେ କେମିତି ଜାଣିଲେ ବାହାଘର କେଉଁ ଦିନ ଓ ସେମାନେ କାହିଁକି ଉପହାର ନେଇ ଆସିଥିଲେ ବୋଲି ଯୁବତୀ ପ୍ରଶ୍ନ କରୁଛନ୍ତି । ବଳରାମଙ୍କ ଘର ତରଫରୁ ଭୋଜିର ଆୟୋଜନ କେମିତି ହୋଇଥିଲା ତାହା ମଧ୍ୟ ଏବେ ପ୍ରଶ୍ନ ଉଠିଛି ।

ନନ୍ଦିନୀ ଙ୍କ ପରିବାର ରେ କିଏ କିଏ ଅଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ଏମିତିକି ନନ୍ଦିଙ୍କ ପରିବାରର ତରଫରୁ ଏ ଯାଏଁ ମିଡିଆ ଆଗକୁ କେତେ ଜଣ ଆସିଛନ୍ତି । ଯୁବତୀ କହିଛନ୍ତି ନନ୍ଦିନୀଙ୍କ ମା ବାହାଘର ଦିନ ମୁହଁ ଲୁଚାଇ ଆସିଥିଲେ ଓ ତାଙ୍କ ଦାଦା ମଧ୍ୟ ଆସିଥିଲେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ମାମଲା ରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *