ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତି କଣ ଅଟେ ? ଏହା ସହ ଜାଣନ୍ତୁ କିଛି GK ଓ ଏହାର ଉତ୍ତର

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ କିଛି ସମୟରେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡିଥିବ ଯାହାର ଅର୍ଥ ଆପଣଙ୍କ ମନରେ କିଛି ଆସୁଥିବ କିନ୍ତୁ ପ୍ରକୃତ ଅର୍ଥ ବହୁତ ହିଁ ସହଜ ହୋଇଥିବା । ତାହାର ଉତ୍ତର ଜାଣିବା ଆପଣ ବହୁତ ପ୍ରଚେଷ୍ଟା କରନ୍ତି କିନ୍ତୁ ଶେଷରେ ଭୁଲ ଉତ୍ତର ଦେଇ ନିଜର ଜ୍ଞାନ ହାନି କରାଇଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ମଜ୍ଦାର ପ୍ରଶ୍ନର ଉତ୍ତର ଜଣାଇବୁ ଯାହା ଆପଣ ମାନଙ୍କ ଜ୍ଞାନର ଇନ୍ଦ୍ରିୟକୁ କେନ୍ଦ୍ରୀଭୂତ କରିବାରେ ସାହାର୍ଯ୍ୟ କରିବ ।

ତେବେ ଏହି ସବୁ ପ୍ରଶ୍ନ ଓ ଏହାର ଉତ୍ତର ଆମ ଦେଶର ପ୍ରଧାନ ମନ୍ତ୍ରୀ, ରାଷ୍ଟ୍ରପତି ଙ୍କୁ ନେଇ ରହିଛି । ଆମ ଦେଶରେ ଯେଉଁ ମାନେ ଉଚ୍ଚ ପଦେ ରହିଛନ୍ତି ଓ ସେମାନଙ୍କର କାର୍ଯ୍ୟ କଳାପ କୁ ନେଇ ଆଜିର ବିଷୟ ବସ୍ତୁ ଆଧାରିତ ଅଟେ । ତେବେ ଭାରତର ପ୍ରଧାନ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଏବଂ ତା ସହ ଲୋକସଭା ଓ ରାଜ୍ୟସଭା କୁ ନେଇ ଜାଣି ନିଅନ୍ତୁ କିଛି ସବିଶେଷ ବିବରଣୀ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ।

୧- ରାଜ୍ୟସଭା ର କାର୍ଯ୍ୟ କାଳ କେତେ ବର୍ଷ ?

ଉତ୍ତର- ୬ ବର୍ଷ ।

୨- ଲୋକସଭା ର ସଭାପତି କିଏ ଅଟନ୍ତି ?

ଉତ୍ତର- ବାଚସ୍ପତି ।

୩- ରାଜ୍ୟସଭା ରେ କିଏ ଅଧ୍ୟକ୍ଷତା କରନ୍ତି ?

ଉତ୍ତର- ଉପ-ରାଷ୍ଟ୍ରପତି ।

୪- ଭାରତରେ ଶାସନ ମୁଖ୍ୟ କିଏ ଅଟନ୍ତି ?

ଉତ୍ତର- ରାଷ୍ଟ୍ରପତି ।

୫- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର- ଡାକ୍ତର ରାଜେନ୍ଦ୍ର ପ୍ରସାଦ ।

୬- ଲୋକସଭା ର କାର୍ଯ୍ୟ କାଳ କେତେ ବର୍ଷ ?

ଉତ୍ତର- ୫ ବର୍ଷ ।

୭- ଭାରତର ପ୍ରକୃତ ଶାସକ କିଏ ଅଟନ୍ତି ?

ଉତ୍ତର- ପ୍ରଧାନମନ୍ତ୍ରୀ ।

୮- କେତେ ବର୍ଷ ରେ ଥରେ ଜନଗଣନା ହୁଏ ?

ଉତ୍ତର- ୧୦ ବର୍ଷ ରେ ।

୯- ଭାରତର ପ୍ରଥମ ବିଶ୍ଵ ସୁନ୍ଦରୀ କିଏ ?

ଉତ୍ତର- ସୁସ୍ମିତା ସେନ ।

୧୦- ଭାରତ କେତେ ବର୍ଷ କାଳ ପରାଧୀନ ଥିଲା ?

ଉତ୍ତର- ୨୦୦ ବର୍ଷ ।

୧୧- ଭାରତର ସର୍ବାଧିକ ସାକ୍ଷର ରାଜ୍ୟ କିଏ ?

ଉତ୍ତର- କେରଳ ।

୧୨- ଭାରତ ପାର୍ଲିଆ ମେଣ୍ଟ ରେ କେତୋଟି ସଭା ଅଛି ?

ଉତ୍ତର- ୨ ଟି ।

୧୩- ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ କିଏ ଅଟନ୍ତି ?

ଉତ୍ତର- ଜବାହାରଲାଲ ନେହେରୁ ।

୧୪- ରାଜ୍ୟସଭା ର ସଭ୍ଯ ସଂଖ୍ୟା କେତେ ?

ଉତ୍ତର- ୨୫୦ ।

୧୫- ଲୋକସଭାର ସଭ୍ଯ ସଂଖ୍ୟା କେତେ ?

ଉତ୍ତର- ୫୪୫ ।

୧୬- ପ୍ରଧାନ ମନ୍ତ୍ରୀ ମୋଦୀ ଙ୍କ ଜାତି କଣ ଅଟେ ?

ଉତ୍ତର-ଘାଞ୍ଚି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *