ନବରାତ୍ରିରେ 5 ଟି ଭୁଲ କେବେ ବି କରନ୍ତୁ ନାହିଁ, ନଚେତ ମା’ ଦୂର୍ଗା ହୋଇଥାନ୍ତି କ୍ରୋଧିତ… ଲାଗେ ମହାପାପ

ନବରାତ୍ରିରେ ମାତା ଦୂର୍ଗା ପୃଥିବୀ ପୃଷ୍ଠକୁ ଆସନ୍ତି ଓ ଅସ୍ଥାୟୀ ରୂପରେ ସେମାନଙ୍କ ଘରେ ବାସ କରନ୍ତି ଯେଉଁମାନେ ହୃଦୟର ସହିତ ମାତା ଦୂର୍ଗାଙ୍କ ପୂଜା ଅର୍ଚନା କରିଥାନ୍ତି । ଏମିତିରେ ମାତା ଦୂର୍ଗା କ୍ରୋଧିତ ନ ହୁହନ୍ତୁ ସେଥିପାଇଁ ଏହି ସବୁ ଭୁଲ କେବେ ବି କରନ୍ତୁ ନାହିଁ । ନଚେତ ପୁରା ଘର ବର୍ବାଦ ହୋଇଯିବ । କୁହାଯାଏ କି ନବରାତ୍ରି ସମୟରେ ଶୁଦ୍ଧତା ଓ ପବିତ୍ରତାର ଧ୍ୟାନ ରଖିବା ଜରୁରୀ ଅଟେ । ଯିଏବି ଏହି ସବୁ କଥାରେ ଧ୍ୟାନ ରଖେ ନାହିଁ ତାକୁ ମାତା ଦୂର୍ଗାଙ୍କ ପ୍ରକୋପର ଭାଗୀଦାର ହେବାକୁ ପଡିଥାଏ ।

ବିଶେଷ କରି ଯେଉଁ ଲୋକମାନେ ଘରେ କଳସ ସ୍ଥାପନା କରନ୍ତି ଓ ଏହା ସହିତ ନବରାତ୍ରିର ବ୍ରତ ରଖନ୍ତି ସେମାନଙ୍କୁ ଏହି ଭୁଲ କେବେ ବି କରିବା ଉଚିତ ନୁହେଁ । ନବରାତ୍ରି ସମୟରେ ଯଦି ଆପଣ ବ୍ରତ ରଖିଛନ୍ତି ତେବେ ହୃଦୟର ସହିତ ମା ଙ୍କ ଆରଧନା କରନ୍ତୁ ।

କୌଣସି ବି ଭୁଲ କାମ ଓ କିମ୍ବା ଭୁଲ ଚିନ୍ତାଧାର ମନରେ ଆଣନ୍ତୁ ନାହିଁ । କାରଣ ଏହା ଅଶୁଭ ଅଟେ । ନବରାତ୍ରି ସମୟରେ ଦାନ ଇତ୍ୟାଦି ନିଶ୍ଚିତ କରନ୍ତୁ । ଯଦି ଆପଣ ବିବାହିତ ମହିଳା ଅଟନ୍ତି ତେବେ ଭରପୁର ମାତ୍ରାରେ ମଥାରେ ସିନ୍ଦୁର, କାନରେ, ନାକରେ, ବେକରେ, ହାତରେ ଓ ଗୋଡରେ ସୁନା ଚାନ୍ଦିର ଗହଣା ପିନ୍ଧନ୍ତୁ । କିନ୍ତୁ ଯଦି ଆପଣ ବିନା ଶୃଙ୍ଗାରରେ ନବରାତ୍ରି ର ବ୍ରତ ରଖୁଛନ୍ତି ତେବେ ମାତା ଦୂର୍ଗା ରାଗି ଯାଆନ୍ତି । କାରଣ ଆପଣ ଜଣେ ବିବାହିତ ମହିଳା ଅଟନ୍ତି ନା ହିଁ କୁଆଁରୀ ।

ନବରାତ୍ରି ସମୟରେ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ । ନବରାତ୍ରି ସମୟରେ କେବେ ବି ଭୁଲରେ ପିଆଜ, ରସୁଣ, ମଦ, ମାଂସ, ମାଛର ସେବନ କରିବା ଉଚିତ ନୁହେଁ । ନା ହିଁ କାହାକୁ ଗାଳି ଦେବା ଉଚିତ । କାରଣ ଏହିଭଳି କରିବା ବହୁତ ଅଶୁଭ ହୋଇଥାଏ । ଏହିଭଳି କରିବା ଦ୍ଵାରା ଆପଣଙ୍କୁ ମାତା ଦୂର୍ଗାଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ । ମାତା ଦୂର୍ଗା ଏହିଭଳି ଘରକୁ ଯାଆନ୍ତି ନାହିଁ ଯେଉଁ ଘରର ସଦସ୍ୟମାନେ ଏହି ସବୁ ଖାଦ୍ୟ ଜିନିଷର ସେବନ କରୁଥିବେ ।

ନବରାତ୍ରି ସମୟରେ ଡେରିରେ ଉଠିବା ଅର୍ଥ ମାତା ଦୂର୍ଗାଙ୍କୁ କ୍ରୋଧିତ କରିବା ସଙ୍ଗେ ସମାନ ହୋଇଥାଏ । ଯଦି ଆପଣ ଡେରିରେ ଉଠିବ ସହିତ ଡେରି କରି ପୂଜା କରିବା ଅଭ୍ୟାସ ଅଛି ତେବେ ଆପଣ କେବେ ବି ନବରାତ୍ରିର ବ୍ରତ କରନ୍ତୁ ନାହିଁ । କାରଣ ଆପଣ ଭୁଲ କରୁଛନ୍ତି । କାରଣ ମାତା ଲକ୍ଷ୍ମୀ ଏହିଭଳି ଘରକୁ କେବେ ବି ଆସନ୍ତି ନାହିଁ । ନବରାତ୍ରି ସମୟରେ ଜୀବ ହତ୍ୟା କରନ୍ତୁ ନାହିଁ । ନଖ ଓ କେସ ଭୁଲରେ କାଟିବା ଉଚିତ ନୁହେଁ । ନବରାତ୍ରି ସମୟରେ ସବୁବେଳେ ଘରକୁ ସଫା ସୁତୁରା ରଖିବା ଉଚିତ ।

Leave a Reply

Your email address will not be published. Required fields are marked *