ବନ୍ଧୁଗଣ ନବରାତ୍ରି ଏକ ମହତ୍ଵ ପୂର୍ଣ୍ଣ ପର୍ବ ଅଟେ । ଯାହାକୁ ପୁରା ଭାରତରେ ମହାନ ଉଶ୍ଚାହ ସହକାରେ ପାଳନ କାର ଯାଇଥାଏ । ମାନ୍ୟତା ଅନୁଯାୟୀ ଏମିତି କିଛି ମହିଳା ଅଛନ୍ତି ଯେଉଁ ମାନେ ନବରାତ୍ରି ବ୍ରତ ରଖିବା ଉଚିତ ନୁହେଁ । ଏଭଳି ମହିଳା ନବରାତ୍ରି ବ୍ରତ ଠାରୁ ଦୂରେଇ ରହିବା ଉଚିତ । ନଚେତ ମାତା ରାଣୀ ଏମାନଙ୍କ ଉପରେ କ୍ରୋଧିତ ହୋଇଥାନ୍ତି । ଏଭଳି ମହିଳାଙ୍କ ସ୍ଵାମୀ ଉପରେ କୌଣସି ବିପଦ ଆସିପାରେ ଯଦି ସେମାନେ ନବରାତ୍ରି ବ୍ରତ ରଖନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ବିବରଣୀ ।
୧- ଶାସ୍ତ୍ର ଅନୁଯାୟୀ ଯେଉଁ ମହିଳା ବିବାହା ବନ୍ଧନରୁ ବିଚ୍ଛେଦ ହୋଇ ସାରିଛନ୍ତି ସେମାନେ ନବରାତ୍ରି ବ୍ରତ ରଖିବା ଉଚିତ ନୁହେଁ । ଏମିତିକି ପୁରୁଷ ମାନେ ଧ୍ୟାନ ରଖିବା କଥା ସେମାନେ ଛାଡପତ୍ର ଦେଇଥିଲେ ନବରାତ୍ରି ବ୍ରତ ରଖିଲେ ମାତା ଦୂର୍ଗା କ୍ରୋଧିତ ହୋଇଥାନ୍ତି । ତେବେ ବିବାହ ହେଉଛି ପବିତ୍ର ବନ୍ଧନ ଯାହା ସାରା ଜନ୍ମ ପାଇଁ ରହିଥାଏ । ମା ଦୂର୍ଗା ଅଲଗା ହୋଇଥିବା ଦାମ୍ପତ୍ୟଙ୍କ ବ୍ରତ ସ୍ଵୀକାର କରନ୍ତି ନାହି । ଖାସ କରି ସ୍ଵାମୀ ସ୍ତ୍ରୀ ଏକ ସହ ବ୍ରତ ରଖିଲେ ମା ଦୂର୍ଗା ପ୍ରସନ୍ନ ହୋଇଥାନ୍ତି ।
୨- ଶାସ୍ତ୍ର ଅନୁଯାୟୀ ବେଶ୍ୟା କୁ ନବରାତ୍ରି ବ୍ରତ ରଖିବା ଉଚିତ ନୁହେଁ । ଶରୀରର ପବିତ୍ରତା ଯେବେ ନଷ୍ଟ ହୋଇଯାଏ ତାକୁ ପାପ କୁହାଯାଏ । ତେଣୁ କେବେ ପୂଜା ସଫଳ ହୁଏ ନାହି ।
୩- ଯଦି କୌଣସି ମହିଳା ଙ୍କୁ ଘାତକ ରୋଗ ଅଛି ତେବେ ନବରାତ୍ରି ବ୍ରତ ରଖିବା ଉଚିତ ନୁହେଁ । ଯେମିତିକି ହୃଦ ଘାତ, ବ୍ଲଡ଼ ପ୍ରେସର, ଡାଇବେଟିସ, ଶରୀର ଦୁର୍ବଳ ଲାଗିବା ଇତ୍ୟାଦି ରୋଗ ଥିଲେ ନବରାତ୍ରି ବ୍ରତ ରଖିବା ଉଚିତ ନୁହେଁ । କାରଣ ସ୍ୱାସ୍ଥ୍ୟ କୁ କ୍ଷତି ପହଙ୍କାଇ ପୂଜା କରିଲେ ମା ଦୂର୍ଗାଙ୍କୁ କଷ୍ଟ ହୋଇଥାଏ ।
୪- ଯଦି କୌଣସି ମହିଳା ନବରାତ୍ରି ବ୍ରତ କାହାକୁ ଦେଖାଇବାକୁ କରୁଛନ୍ତି ତେବେ ମତ ରାଣୀଙ୍କ ଅପମାନ ମାନା ଯାଇଥାଏ । ଏହା ସହ ପାପର ଭାଗୀଦାର ମଧ୍ୟ ହୋଇଥାନ୍ତି । ଏମିତି ମହିଳାଙ୍କୁ ଭଗବାନ ବରବାତ କରି ଦେଇଥାନ୍ତି । ଏଭଳି ମହିଳାଙ୍କ ଉପରେ ମା ଦୂର୍ଗାଙ୍କ କୁଦୃଷ୍ଟି ପଡିଥାଏ ଆଉ ତାର ଜୀବନରେ ଅନେକ ସମସ୍ଯା ଆସିଥାଏ ।
୫- ଯଦି କୌଣସି ମହିଳା ବାରମ୍ବାର ଗାଳି ଗୁଲଜ କରୁଛନ୍ତି ତେବେ ନବରାତ୍ରି ବ୍ରତ କରନ୍ତୁ ନାହି । କାରଣ ଏପରି କରିବା ଦ୍ଵାରା ମା ଦୂର୍ଗାଙ୍କର ଅପମାନ ହୋଇଥାଏ ଆଉ ମା କ୍ରୋଧୀ ଥୋଇଥାନ୍ତି । ତେଣୁ ଏହା ତ୍ୟାଗ କରନ୍ତୁ । ତେଣୁ ମିଠା ବଚନ କୁହନ୍ତୁ ଓ ମା ଦୂର୍ଗାଙ୍କର ପୂଜା ନିଷ୍ଠା ସହକାରେ କରନ୍ତୁ । ମନରେ ଭକ୍ତି ଭାବ ରଖି ମା ଙ୍କର ପୂଜା ଆରାଧନା କରିଲେ ସେ ପ୍ରସନ୍ନ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।