ବନ୍ଧୁଗଣ ନବରାତ୍ରି ଶକ୍ତିର ଉପାସନାର ପର୍ବ ଅଟେ । ନବରାତ୍ରି ରେ ମାତା ଦୂର୍ଗାଙ୍କ ୯ ଅଲଗା ଅଲଗା ରୂପର ପୂଜା କରା ଯାଇଥାଏ । ମାଙ୍କର ପ୍ରତେକ ରୂପର ଅଲଗା ଅଲଗା ମହତ୍ଵ ହୋଇଥାଏ । ମା ଦୂର୍ଗାଙ୍କର ଏହି ୯ଟି ରୂପରୁ ଆମକୁ ବିଶେଷ ସଂକେତ ମଧ୍ୟ ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଯଦି ନବରାତ୍ରିରେ କିଛି ପକ୍ଷୀ ଘରକୁ ଆସିଥାଏ ତାହା ଶୁଭ ସଂକେତ ହୋଇଥାଏ । ଏହି ପକ୍ଷୀ ମାନେ ଘରକୁ ଆସିଲେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏହା ସହ ଏମିତି କିଛି ପକ୍ଷୀ ଅଛନ୍ତି ଯାହାଙ୍କର ଘରକୁ ଆସିବା ଅଶୁଭ ମାନା ଯାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ପକ୍ଷୀ ଘରକୁ ଆସିଲେ ଶୁଭ ହୋଇଥାଏ ।
୧- ପେଚା : ପେଚା ମା ଲକ୍ଷ୍ମୀ ଙ୍କ ବାହନ ମାନା ଯାଇଥାଏ । ଯଦି ନବରାତ୍ରି ରେ ଘରକୁ ପେଚା ଆସିଥାଏ ତେବେ ବହୁତ ବଡ ଶୁଭ ସଂକେତ ହୋଇଥାଏ । କୁହାଯାଏ ଘରକୁ ପେଚା ଆସିବ ଧନ ଆଗମନର ସୂଚନା ମିଳିଥାଏ । ଏହା ସହ ମା ଲକ୍ଷ୍ମୀଙ୍କ ଆଗମନ ହେବାର ମଧ୍ୟ ସଂକେତ ମିଳିଥାଏ । କିନ୍ତୁ ପେଚା ଘର ଉପରେ ବସି କାନ୍ଦୁ ଥିବାର ଦେଖାଗଲେ ଅଶୁଭ ସଂକେତ ମାନା ଯାଇଥାଏ । ଏହା ବିପଦ ଆସିବାର ସଂକେତ ଦେଇଥାଏ ।
୨- ପାରା : ଶାସ୍ତ୍ର ଅନୁଯାୟୀ ପାରା ଘରକୁ ଆସିବା ସ୍ଵାମୀ ସ୍ତ୍ରୀ ଙ୍କ ପ୍ରେମ ସମ୍ପର୍କ ମଜବୁତ ହେବାର ସଂକେତ ମିଳିଥାଏ । କିଛି ଲୋକ ପାରା ଘରକୁ ଆସିବା ଅଶୁଭ ମାନିଥାନ୍ତି କିନ୍ତୁ ଏହା ଭୁଲ ଅଟେ । ନବରାତ୍ରି ରେ ପାରା ଘରକୁ ଆସିବା ଶୁଭ ସଂକେତ ମାନା ଯାଇଥାଏ । ନବରାତ୍ରି ରେ ପାରା ଘରକୁ ଆଗମନ କରିଲେ କୌଣସି ମନୋକମନା ପୂର୍ଣ୍ଣ ହୋଇଥାଏ ।
୩- ମୟୂର : ମୟୂର କୁ ବହୁତ ଶୁଭ ପକ୍ଷୀ ଅଣା ଯାଇଥାଏ । ଏହା ମା ସରସ୍ଵତୀ ଙ୍କ ବାହନ ମାନା ଯାଇଥାଏ । ଯଦି ନବରାତ୍ରି ରେ ଘରକୁ ମୟୂର ଆସିଥାଏ ତେବେ ଉନ୍ନତି ପ୍ରାପ୍ତ ହୋଇଥାଏ । ଏହା ସହ ବ୍ୟବସାୟର ଓ ଚାକିରି ରେ ଲାଭ ମିଳିଥାଏ ।
୪- ଚିଡିଆ : ଯଦି ନବରାତ୍ରି ରେ ଆପଣଙ୍କ ଘରକୁ ଚିଡିଆ ଆସିଥାଏ ଓ ବସା ବାନ୍ଧିବାକୁ ଲାଗିଥାଏ ତେବେ ଏହା ଶୁଭ ସଂକେତ ମାନା ଯାଇଥାଏ । ମାନାଯାଏ କି ଯଦି ଘରେ ଚିଡିଆ ବସା ବାନ୍ଧି ଥାଏ ତେବେ ଘରକୁ ଧନ ସମ୍ପତି ଆସିଥାଏ । ଯଦି ଚିଡିଆ ଆପଣଙ୍କ ଶରୀର ଅଥବା ମୁଣ୍ଡ ଉପରେ ମଳତ୍ଯାଗ କରିଥାଏ ତେବେ ଏହା ଅଶୁଭ ନୁହେଁ । ଏହା କୌଣସି ଶୁଭ ସମାଚାର ମିଳିବାକୁ ଯାଉଛି ବୋଲି ସଂକେତ ମିଳିଥାଏ ।
ଘରେ କୌଣସି ଜାଗାରେ ଚିଡିଆ ମଳତ୍ଯାଗ କରିଲେ ଶୁଭ ସଂକେତ ହୋଇଥାଏ । ଯଦି ଚିଡିଆ ଆପଣଙ୍କ ନିକଟକୁ ବିନା ଭୟରେ ଯାଇଥାଏ ତେବେ ଜାଣିବେ ଘରକୁ ପଜେଟିଭ ଊର୍ଜା ଆସିବାକୁ ଯାଉଛି । ଏମିତି ଘରେ ରହିଲେ ଶୁଭ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।