NCBର 3 ଜଣ ଦବଙ୍ଗ ଅଫିସର, ଯାହାଙ୍କ ନାମ ଶୁଣିଲେ ଥରହର ହୁଅନ୍ତି ଡ୍ରଗ୍ସ ମାଫିଆ, କାମ ଏମିତି କି ପ୍ରଶଂସା ନକରି ରହି ପାରିବେନି

ବଲିଉଡ କିଙ୍ଗ ଖାନଙ୍କ ପୁଅ ଆର୍ୟା-ନ ଖାନଙ୍କୁ ନେଇ ବର୍ତ୍ତମାନ ସାରା ଦେଶରେ ଚା-ଞ୍ଚ-ଲ୍ୟ କର ପରିସ୍ଥିତି ସୃଷ୍ଟି ହୋଇଛି । ଆର୍ୟାନଙ୍କୁ ଦୋ-ଷ-ମୁ-କ୍ତ କରିବା ପାଇଁ କିଂ ଖାନଙ୍କ ସପକ୍ଷରେ ବଲିଉଡର ଅନେକ ସେଲିବ୍ରେଟି ମାନେ ବାହାରିଛନ୍ତି । ହେଲେ ଏନସିବୀ ବଲିଉଡର କିଙ୍ଗ ଖାନଙ୍କ ପୁଅକୁ ଆ-ରେ-ଷ୍ଟ କରି ଥିବାରୁ ଅନେକ ଯାଗାରୁ ମିଳୁଛି ପ୍ରଶଂସା । ଆର୍ୟନଙ୍କୁ ଗି-ର-ଫ କରିବା ପାଇଁ ହୋଇଥିବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଓ ପୁରା ଅ-ପ-ରେ-ସ-ନ ପଛରେ ଥିଲେ ଏନିସିବିର ଏହି ୩ ଜଣ ସିଙ୍ଘମ ଅଫିସର ଯାହାଙ୍କର ନାଁ ଶୁଣିଲେ ସାରା ମୁମ୍ବାଇ ସହର ଭ-ୟ-ରେ ଆ-ତ-ଙ୍କ ହୋଇଥାଏ । ସେହି ଅଫିସରଙ୍କ ନାଁ ହେଉଛି ବିସ୍ଵବିଜୟ ସିଂ ।

ତାଙ୍କ ନାଁ ଯେମିତି କାମ ବି ସେମିତି । ଏହି ଦ-ବ-ଙ୍ଗ ଅଫିସରଙ୍କ ନାଁ ଶୁଣିଲେ ଡ୍ର-ଗ୍ସ ମା-ଫି-ଆ ମାନେ ଭୟରେ ଆ-ତ-ଙ୍କି-ତ ହୋଇଥାନ୍ତି । ଏନିସିବିର ଦକ୍ଷ ଓ ଚତୁର ଅଫିସର ଭାବେ ଆଗରେ ରହିଛନ୍ତି ବିଶ୍ଵବିଜୟଙ୍କ ନାଁ । ଦିବାଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃ-ତ୍ୟୁ ମା-ମ-ଲା-ରେ ରିୟା ଚକ୍ରବର୍ତ୍ତୀଙ୍କୁ ଗି-ର-ଫ କରିବା ସହ ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଏହି ଦ-ବ-ଙ୍ଗ ଅଫିସର ଆ-ରେ-ଷ୍ଟ କରିଥିଲେ । ଦୀର୍ଘ ୧୦ ବର୍ଷ ହେବ ଏନସିବୀ ଅଫିସର ଭାବେ କାମ କରି ବିଶ୍ଵବିଜୟ ସିଂ ଅନେକ ଆୱାର୍ଡ ପାଇଛନ୍ତି । ଅନ୍ୟ ଜେଣ ହେଉଛନ୍ତି ଏନିସିବିର ଇଣ୍ଟେଲିଜେନ୍ସ ଅଫିସର ଆଶିଷ ରାଜନ ପ୍ରସାଦ ।

କୃଜ ଡ୍ର-ଗ୍ସ ମା-ମ-ଲା-ରେ ସମସ୍ତ ଡ୍ର-ଗ୍ସକୁ ଜବତ କରିଥିଲେ ଆଶିଷ । CISF ଇଣ୍ଟେଲିଜେନ୍ସ ୟୁନିଟରେ କାମ କରିଥିବା ଆଶିଷଙ୍କୁ ମିନିଷ୍ଟର ଏକ୍ସିଲେନ୍ସ ସର୍ଭିସେସ ମେଡାଲ ମଧ୍ୟ ମିଳି ସାରିଛି । ୨୦୧୭ରୁ ସେ ଡେପୁଟେସନରେ ଏନସିବୀରେ ରହି ଦକ୍ଷତାର ସହ କାମ କରୁଛନ୍ତି । ଅନ୍ୟ ଜଣେ ଅଫିସର ହେଉଛନ୍ତି ଏନସିବୀର ଜୋନଲ ଡାଇରେକ୍ଟର ସମୀର ୱାଙ୍ଖଡେ । ସେ ଏମିତି ଜଣେ ଅଫିସର ଯିଏ ପ୍ରତିଦିନ ଡ୍ର-ଗ୍ସ ଅ-ପ-ରେ-ସ-ନ କରିବାରେ ବ୍ୟସ୍ତ ରହିଥାନ୍ତି । ବଲିଉଡ ଡ୍ର-ଗ୍ସ ଲିଙ୍କ ମା-ମ-ଲା-ରେ ଆନ୍ତଜାତୀୟ ଆ-ତ-ଙ୍କ-ବା-ଦୀ ଦାଉ ଇବ୍ରାହିମ ଗ୍ୟା-ଙ୍ଗ-ର ଅନେକ ସଦସ୍ୟଙ୍କୁ ସେ ଗି-ର-ଫ କରିବାରେ ସଫଳ ହୋଇଛନ୍ତି ।

ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନଙ୍କ ପୁଅ ଆର୍ୟାନଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି । ଏନସିବୀ ଅଫିସର ବିଶ୍ଵ ବିଜୟ ସିଂ, ଆଶିଷ ରାଜନ ପ୍ରସାଦ ଓ ସମୀର ୱାଙ୍ଖଡେଙ୍କ ନାଁ ଶୁଣିଲେ ଥରହର ହୋଇ ଛତ୍ର ଭ-ଙ୍ଗ ଦେଇଥାନ୍ତି ଦେଶର ଡ୍ର-ଗ୍ସ ମା-ଫି-ଆ ମାନେ । ଗତ ଶନିବାର ଦିନ କୃଜରୁ ଗୋଆ ଯାଉଥିବା ଡ୍ର-ଗ୍ସ ମା-ମ-ଲା-ରେ ଚଢଉ କରି ନିଦ ହଜାଇ ଦେଇଥିଲେ ଏହି ୩ ଜଣ ଏନସିବୀ ଦ-ବ-ଙ୍ଗ ଅଫିସର ମାନେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *