‘NCB ଷଡ଼ଯନ୍ତ୍ର କରୁଛି ମୋ ପୁଅ ନିର୍ଦ୍ଦୋଷ’, ପୁଅ Aryan ଙ୍କୁ ବେଲ ନ ମିଳିବାରୁ ଖାଇବା ଛାଡି ଦେଇଛନ୍ତି ମା’ Gouri Khan, କାନ୍ଦି କାନ୍ଦି କହିଲେ କିଛି ଏମିତି…ଦେଖନ୍ତୁ Video

ମୁମ୍ବାଇ କୋ-ର୍ଟ ଅର୍ୟନ ଖାନ ଙ୍କର ଏନସିବୀ କଷ୍ଟଡି ବଢାଇବା ପରେ ଏବେ କାନ୍ଦି କାନ୍ଦି ଦିନ କଟୁଛି ଗୌରିଙ୍କର । ଶୁଣିବାକୁ ମିଳୁଛି ଗୌରି ଖାନ ଖାଇବା ପିଇବା ମଧ୍ୟ ଭୁଲିଯାଇଛନ୍ତି । ନିଜକୁ ଗୋଟିଏ ରୁମରେ ବନ୍ଦ କରି ରଖିଛନ୍ତି । ଶାହରୁଖ ଙ୍କ ୧ କୋଟି ଟଙ୍କା ଓକିଲ ମଧ୍ୟ ତାଙ୍କୁ ଫେରାଇ ଆଣି ପାରିଲେ ନହିଁ । ତେବେ ଏନେଇ ମଧ୍ୟ ଶାହରୁଖ ଖାନ ଅତି ଉତ୍ୟକ୍ତ ଅଛନ୍ତି । ଶୁଣିବାକୁ ମିଳୁଛିକି ଗୌରି ଖାନ ନିଜକୁ ଗୋଟିଏ ରୁମରେ ବନ୍ଦ କରିଦେଇଛନ୍ତି । ଆଉ କାହା ସହିତ କଥା ବାର୍ତା ମଧ୍ୟ ହେଉ ନାହାନ୍ତି । ନିଜକୁ ବହୁତ ଏକୁଟିଆ ରଖିଛନ୍ତି ଗୌରି ଖାନ ।


ତେବେ ଏନେଇ ସୂଚନା ଦେଇଛନ୍ତି ମନ୍ନତରେ କାମ କରୁଥିବା ଜଣେ ମେଡ । ନିଜ ନାମକୁ ବହୁତ ଗୁପ୍ତ ରଖିବା ପାଇଁ ମଧ୍ୟ କହିଛନ୍ତି । ତେବେ ଯାହା ଜଣା ପଡୁଛି ଗୌରି ଖାନ ନିଜ ପୁଅକୁ ବହୁତ ହିଁ ମିସ କରୁଛନ୍ତି ।

ତାଙ୍କ ପୁଅ ଏବେ ଏନସିବୀର କଷ୍ଟଡିରେ । ଏନସିବୀରେ ସେ ମେଶର ଖାଇବା ଖାଉଛନ୍ତି ବର୍ତମାନ । ତା ସହିତ ତାଙ୍କ ପାଇଁ ଘରୁ ଡ୍ରେସ ଯାଉଛି । ଆଉ ଅର୍ୟନଙ୍କ ପାଇଁ ନଜାଲ ଡ୍ରପ ମଧ୍ୟ ପଠାଇଛନ୍ତି ମା ଗୌରି । ପୁଅକୁ ପାଖରେ ନପାଇ ବହୁତ ମନ ଦୁଃଖରେ ଛନ୍ତି ଗୌରି ଖାନ ।

ଏହା ଛଡା ଗତକାଲି ସକାଳୁ ମନ୍ନତରୁ ଧଳା କଲରର ରେଞ୍ଜ ରୋବରରେ ଗୌରି ଖାନ ଏବଂ ସ୍ଵାମୀ ଶାହରୁଖ ଖାନ ଅତି ଖୁସିରେ ବାହାରିଥିଲେ କୌର୍ଟର ହିଅରିଙ୍ଗ ପାଇଁ । ଯେତେବେଳେ କୋ-ର୍ଟ ତାଙ୍କୁ ବେଲ ଦେବା ପାଇଁ ମନା କରିଦେଲା ତା ପରେ ତାଙ୍କୁ ଜେଜେ ହସ୍ପିଟାଲ ନିଆଯାଇଥିଲା । ଜେଜେ ହସ୍ପିଟାଲରେ ମା ଗୌରି ଖାନ ସେଠାରେ ଗାଡି ଭିତରେ ରହି ବହୁତ କାନ୍ଦି ଥିଲେ ।

ଏହା ପରେ ଯେତେବେଳେ ମି-ଡି-ଆ ତାଙ୍କୁ ଦେଖିଥିଲା ସେ ତାଙ୍କ କାରରେ ସେ ଅନ୍ତରଧ୍ୟାନ ହୋଇଯାଇଥିଲେ । ତେବେ ଗୌରି ତାଙ୍କ ପୁଅକୁ ବହୁତ ମନେ ପକାଉଛନ୍ତି । ତେବେ ତାଙ୍କ ପୁଅ ଚାରି ବର୍ଷ ହେବ ନି-ଶା କବଳରେ । ମା ହୋଇକି ସେ ଜାଣି ପାରିଲେ ନହିଁ । ଏବଂ ତାହା ସହିତ ଏତେ ବଡ ଘଟଣା ଘଟିଗଲା ସେ ନିଜ ସ୍ବାମୀଙ୍କୁ ହିଁ ଦାୟୀ କରୁଥିବା କହିଛନ୍ତି । ଏହା ଜଣେ ମେଡ କହିଛନ୍ତି ।

Leave a Reply

Your email address will not be published. Required fields are marked *