ବଲିଉଡ ସିଙ୍ଗର Neha Kakkar ର ପ୍ରେଗନେଣ୍ଟ ହେବା ଖୁସିରେ ଭାଇ Toni ଓ ସ୍ଵାମୀ Rohanଙ୍କ ସହ କଲେ ଜବରଦସ୍ତ ଡ୍ୟାନ୍ସ, Video ହେଉଛି ଭାଇରାଲ

ବଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କଉଥିବା କଳାକାର ମାନେ ଯେତିକି ଫ୍ଯମାସ ଓ ଚର୍ଚ୍ଚା ରେ ରହିଥାନ୍ତି ଠିକ ସେହିପରି ଗାୟକ ଓ ଗାୟିକା ମାନେ ମଧ୍ୟ ଖୁବ ଲୋକପ୍ରିୟ ହାସଲ କରିଛନ୍ତି । ବଲିଉଡରେ ଗୀତିକାର ମାନେ ନିଜର ସୁମଧୁର କଣ୍ଠ ରେ ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଏମିତି କିଛି ଗାୟକ ଓ ଗାୟିକା ମାନେ ଅଛନ୍ତି ଯେଉଁ ମାନଙ୍କର ସୁରିଲା ଗୀତ ରେ ସେମାନେ ପୁରା ବଲିଉଡ ଇଣ୍ଡଷ୍ଟ୍ରି ରେ ଫ୍ଯମସ ହୋଇ ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଗାୟିକା ନେହା କକ୍କର କିପରି ଟୋନି କକ୍କର ଓ ରୋହନ ପ୍ରୀତ ସିଂ ଙ୍କ ସହ ଡ୍ୟାନ୍ସ କରୁଛନ୍ତି ସେହି ବିଷୟରେ କିଛି ରୋମାଞ୍ଚକର କଥା କହିବାକୁ ଯାଉଛୁ ।

ଆପଣ ମାନେ ଗୀତିକାର ନେହା କକ୍କର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ବଲିଉଡରେ ନିଜର ମଧୁର କଣ୍ଠ ରେ ସଂଗୀତ ଗାଇବା ଯୋଗୁ ଖୁବ ଚର୍ଚ୍ଚା ରେ ରହିଛନ୍ତି । ତନକର ଫ୍ୟାନ୍ସ ଏମାନେ ତାଙ୍କର ଗୀତ ର ଦିୱାନା ହୋଇଥାନ୍ତି । ନେହା କାକର ଏମିତି ଜଣେ ହସ୍ତୀ ଯିଏ ସୋସିଆଲ ମିଡିଆ ଜରିଆରେ ନିଜ ଫ୍ୟାନ୍ସ ମାନଙ୍କ ସହ ଯୋଡି ହୋଇ ରହିଥାନ୍ତି । ସେ ତାଙ୍କ ଲାଇଫରେ ପର୍ଶନାଲ ହେଉ ବା ପ୍ରୋଫେସନାଲ କଥା ହେଉ ନିଜ ଫ୍ୟାନ୍ସ ମାନଙ୍କ ସହ ଶେୟାର କରିଥାନ୍ତି । ସେ ଅନେକ ସମୟରେ ଇଂଷ୍ଟାଗ୍ରାମ ରେ ନିଜର ଫୋଟୋ ଓ ଭି-ଡି-ଓ ଶେୟାର କରିବାର ନଜର ଆସିଥାନ୍ତି ।

ବର୍ତ୍ତମାନ ନେହା କକ୍କର ନିଜର ସୁନ୍ଦର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଶେୟାର କରିଛନ୍ତି ଯାହା ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି । ଏହି ଭି-ଡି-ଓ ରେ ସେ ତାଙ୍କ ଭାଇ ଟୋନି କକ୍କର ଓ ସ୍ଵାମୀ ରୋହନ ପ୍ରୀତ ସିଂ ଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି । ଏହି ଭି-ଡି-ଓ ଶେୟାର କରିବା ସହ ନେହା କ୍ୟାପ୍ସନ ରେ ଲେଖିଛନ୍ତି ଯେ “ମା ବାପା ହେବା ଖୁସିରେ ଏହି ପାର୍ଟି କରା ଯାଉଛି” । ସୂଚନା ଅନୁସାରେ ଗାୟିକା ନେହା ପ୍ରେଗନେଣ୍ଟ ଅଛନ୍ତି ଯାହା ସେ ନିଜ ଫ୍ୟାନ୍ସ ମାନଙ୍କୁ ସୋ-ସି-ଆ-ଲ ମି-ଡି-ଆ-ରେ ଜଣାଇଛନ୍ତି ।

ରୋହନ ଓ ନେହା ଙ୍କ ମ୍ୟାରେଜ ପ୍ରାୟ ଏକ ବର୍ଷ ହୋଇ ଗଲାଣି । ସେଥିପାଇଁ ଏହି ଯୋଡି ଫ୍ୟାମିଲି ପ୍ଳାନ କରିବା ପାଇଁ ଚିନ୍ତା କରୁଛନ୍ତି । ତେବେ ଆଶା କରୁଛୁ ନେହା ଓ ତାଙ୍କର ଆସୁଥିବା ବେବି ଭଲରେ ରୁହନ୍ତୁ । ନେହା ଅନେକ ସାରା ଗୀତ ରେ କଣ୍ଠ ଦାନ କରି ନିଜର ଅଲଗା ପରିଚୟ ବଲିଉଡ ଜଗତରେ ସୃଷ୍ଟି କରି ପାରିଛନ୍ତି । ତେବେ ଆଗକୁ ସେ ଏମିତି ଆହୁରି ଅନେକ ଗୀତ ରେ କଣ୍ଠ ଦାନ କରନ୍ତୁ ବୋଲି ଆମେ ଆଶା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *