ବିବାହ ପରେ ହେଲା ବଡ ଖୁଲାସା! Neha Kakkar ଙ୍କ Ex boyfriend ଖୋଲିଲେ ରାଜ  

ଏବେ ନେହା ତାଙ୍କ ବିବାହକୁ ନେଇ ବହୁତ ଚର୍ଚାରେ ରହୁଛନ୍ତି । ଗୀତିକାର ନେହା କକ୍କଡ ୨୩ ଅକ୍ଟୋବରରେ ରାଇଜିଙ୍ଗ ଷ୍ଟାର ରୋହନପ୍ରିତଙ୍କୁ ବିବାହ କରିଛନ୍ତି । ଏଥିରେ ତାଙ୍କର ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲୀ ନେହାଙ୍କ ବିବାହରେ ଖୁସି ଜାହିର କରିଛନ୍ତି ।

ସେ କହିଛନ୍ତି ଯଦି ନେହା ତାଙ୍କ ଜୀବନରେ ଆଗକୁ ବଢୁଛନ୍ତି ଏହା ବହୁତ ଭଲ କଥା । ନେହା ଓ ରୋହଣପ୍ରୀତ ବିବାହକୁ ନେଇ ହିମାଂଶ ଟାଇମସ ଅଫ ଇଣ୍ଡିଆକୁ କହିଛନ୍ତିକି ଦୁଇଜଣଙ୍କ ଲଭ ଷ୍ଟୋରି ବିଷୟରେ କିଛି ଜଣା ନଥିଲା । ସେ ନେହାର ଶୁଭଚିନ୍ତକ ଅଟନ୍ତି, ଯଦି ନେହା ବିବାହ କରୁଛନ୍ତି ତ ବହୁତ ଭଲ କଥା, ମୁଁ ତାଙ୍କ ପାଇଁ ବହୁତ ଖୁସି ଅଛି । ସେ ଜୀବନରେ ଆଗକୁ ବଢୁଛନ୍ତି ଓ ତାଙ୍କର କେହି ପ୍ରିୟ ହେଲେ ଏହା ବହୁତ ଭଲ କଥା ।

୪ ବର୍ଷ ରିଲେସନରେ ରହିଛନ୍ତି ନେହା ଓ ହିମାଂଶ, ବ୍ରେକପ ହେଲା ପରେ ଦୁହେଁ ବହୁତ ଚର୍ଚାରେ ଥିଲେ । ବ୍ରେକପ ହେଲା ପରେ ନେହା ଏତେ ଭାଙ୍ଗି ପଡିଥିଲେକି ଇଣ୍ଡିଆନ ଆଇଡୋଲ  ସୋରେ ମଧ୍ୟ କାନ୍ଦି ପକାଉଥିଲେ । ହିମାଂଶ କହିଲେ ମୋତେ ଜଣା ନହିଁ ନେହାଙ୍କର ସବୁ ସିକ୍ରେଟ ପୋଷ୍ଟ କଣ ପାଇଁ ମୋ ସହିତ ଯୋଡି ହୋଇଯାଉଥିଲା । ସେ ମୋ ପାଇଁ ନଥିଲେ ଏହିସବୁ କଥା ମିଡିଆରେ ସବୁ ଜାଗାରେ ପ୍ରଘଟ କରଯାଇଥିଲା । ରିଲେସନ ଓ ବ୍ରେକପ ଜୀବନର ଗୋଟେ ଅଂଶ ଅଟେ, ଦୁଇଟି ଲୋକ ସାଥି ହୋଇ ରହିଲେହିଁ ଜାଣିପାରନ୍ତି ନହିଁ, ଦୁଇଜଣ ଦୁଇଜଣଙ୍କ ପାଇଁ ଠିକ ନୁହେଁ ।

ହିମାଂଶ ଓ ନେହା ୨୦୧୪ ରୁ ଚାରିବର୍ଷ ପର୍ଯ୍ୟନ୍ତ ରିଲେସନରେ ଥିଲେ । ଖବର ଥିଲା ଦୁଇଜଣ ବହୁତ ଜଲ୍ଦି ବିବାହ ମଧ୍ୟ କରିବେ । ଏହା ଭିତରେ ଦୁଇଜଣଙ୍କର ବ୍ରେକପ ଖବର ସାମନାକୁ ଆସିଥିଲା । ନେହା ନିଦିଆକୁ ଏହା କହିଥିଲେକି ସେ ହିମାଂଶକୁ ବହୁତ ଅଧିକ ପ୍ରେମ କରୁଛନ୍ତି । ଯେବେଠୁ ହିମାଂଶ କୋହଲୀ ସହିତ ତାଙ୍କର ବ୍ରେକପ ହୋଇଛି, ବହୁତ ଅଧିକ ଡିପ୍ରେସନ ଥିଲେ । ଏହା ସହିତ ନେହା ମିଡିଆକୁ ଏହା ମଧ୍ୟ କହିଥିଲେ ହିମାଂଶର ବହୁତ ଅଧିକ କ୍ଳୋଜ ହୋଇସାରିଥିଲେ ନେହା ।

ହିମାଂଶକୁ ଏମିତି ଭୁଲିବା ତାଙ୍କୁ ବହୁତ କଷ୍ଟ ହୋଇଥିଲା । ଏବେ ନେହା କକଡ ରୋହନପ୍ରିତ ସହିତ ବହୁତ ଖୁସି ଅଛନ୍ତି । ନେହା ଓ ରୋହନପ୍ରିତ ଏହା ସାଙ୍ଗରେ’ ଡାଇମଣ୍ଡ ଦ ଛଲା’ ଗାଇବାରେ ନଜର ଆସିଛନ୍ତି । ରୋହଣକୁ ରାଇଜିଙ୍ଗ ଷ୍ଟାର ସୋରୁ ସେ ପ୍ରସିଦ୍ଧ ହାସିଲ କରିଥିଲେ । ସେହେନାଜ ଗିଲ ସୋର ” ମୁଝସେ ସାଦି କରୋଗୀ ” ସୋରେ ସେହେନାଜ ଗିଲକୁ ବିବାହ କରିବା ପାଇଁ ଦାବି ମଧ୍ୟ କରିଥିଲେ । ନେହାଙ୍କ ସହିତ ଏହି ଦୁଇ ଯୋଡି ଭିତରୁ କିଏ ଆପଣଙ୍କୁ ଭଲ ଲାଗୁଛି କମେଣ୍ଟ କରି ଜଣାଇବେ ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *