5 ବଲୀଉଡ ଅଭିନେତ୍ରୀ ଯିଏ ନିଜର Pregnancy ଖବରକୁ ଲୁଚାଇଛନ୍ତି

ବଲୀଉଡ ଏକ ଏମିତି ଇଣ୍ଡଷ୍ଟ୍ରି ଅଟେ ଯେଉଁଠି କେତେକ ଷ୍ଟାର ନିଜର ଅଭିନୟ କ୍ୟାରିୟରରେ ଏତେ ବ୍ୟସ୍ତ ହୋଇ ଯାଆନ୍ତି କି ନିଜର ପର୍ଶନାଲ ଲାଇଫ କଥା ଭୁଲି ଯାଆନ୍ତି । ସମୟ ବଢିବା ସହିତ ଯେତେବେଳେ ଏମାନଙ୍କ ବୟସ ବଢିଯାଏ ତେବେ ସେହି ସମୟରେ ଏମାନଙ୍କ ଫ୍ୟାମିଳି ପ୍ଲାନିଙ୍ଗ ସଠିକ ସମୟରେ ହୋଇ ପାରେ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ବର୍ତ୍ତମାନ ସମୟରେ ଗର୍ଭବତ୍ତୀ ଅଛନ୍ତି କିନ୍ତୁ ସେମାନେ ମିଡିଆ ସାମ୍ନାରେ ନିଜର ଗର୍ଭବତ୍ତୀ ହେବାର ଖବରକୁ ଲୁଚାଇ ରଖିଛନ୍ତି ।

ନେହା କକ୍କଡ

ଗତ ବର୍ଷ ଅକ୍ଟୋବର ମାସରେ ନେହା କକ୍କଡ ରୋହନ ପ୍ରୀତ ସିଂହଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ । ବର୍ତ୍ତମାନର କେତେକ ରିପୋର୍ଟ ଅନୁସାରେ କୁହାଯାଉଛି କି ନେହା କକ୍କଡ ୩ ମାସର ଗର୍ଭବତ୍ତୀ ଅଛନ୍ତି । କିନ୍ତୁ ନିଜର ଗର୍ଭବତ୍ତୀ ହେବା ଖବର ନେହା କକ୍କଡ ମିଡିଆ ସାମ୍ନାରେ ଲୁଚାଇ ରଖିଛନ୍ତି ।

ଐଶ୍ୱର୍ୟା ରାୟ ବଚ୍ଚନ

ସୋସିଆଲ ମିଡିଆରେ ଐଶ୍ୱର୍ୟା ରାୟ ବଚ୍ଚନ ପୁଣି ଥରେ ଗର୍ଭବତ୍ତୀ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି । ବର୍ତ୍ତମାନ ସମୟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖି ଫ୍ୟାନମାନେ ଅନୁମାନ ଲଗାଉଛନ୍ତି କି ଐଶ୍ୱର୍ୟା ରାୟ ବଚ୍ଚନ ପୁଣି ଥରେ ଗର୍ଭବତ୍ତୀ ଅଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଖବରର ପୃଷ୍ଟି ହୋଇ ନାହିଁ ।

ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମା ଓ ବିରାଟ କୋହଲି ବର୍ତ୍ତମାନ ଗୋଟିଏ ଝିଅର ପିତା ହୋଇ ସାରିଛନ୍ତି । କିନ୍ତୁ ଅନୁଷ୍କା ଶର୍ମା ନିଜର ଗର୍ଭବତ୍ତୀ ଖବର ବହୁତ ସମୟ ପର୍ଯ୍ୟନ୍ତ ନିଜର ଫ୍ୟାନମାନଙ୍କ ସାମ୍ନାରେ ଲୁଚାଇ ରଖିଥିଲେ ।

ଦୀପିକା ପାଦୁକୋଣ

ଦୀପିକା ପାଦୁକୋଣ ରଣବୀର ସିଂହଙ୍କ ସହିତ ୧୪ ନଭେମ୍ବର ୨୦୨୧ରେ ବିବାହ କରିଥିଲେ । ଆଜିକାଲି ଦୀପିକା ନିଜର ଫ୍ୟାନମାନଙ୍କୁ କିଛି ପୋସ୍ଟରେ ଏମିତି କିଛି ହିନ୍ଟ ଦେଇଛନ୍ତି ଯେଉଁଥିରୁ ଲାଗୁଛି କି ଏହି ଦମ୍ପତ୍ତି ଜଲ୍ଦି ହିଁ ନିଜର ଫ୍ୟାନମାନଙ୍କୁ ଖୁସି ଖବର ଦେବେ । ତାଙ୍କର କିଛି ଫଟୋ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ଜଣା ପଡୁଛି କି ସେ ଗର୍ଭବତ୍ତୀ ଅଛନ୍ତି । କିନ୍ତୁ ସେ ମିଡିଆ ସାମ୍ନାରେ ଏହି କଥା ଲୁଚାଇଛନ୍ତି ।

ପ୍ରିୟଙ୍କା ଚୋପଡା

ବର୍ତ୍ତମାନ ହିଁ କିଛି ଦିନ ତଳେ ପ୍ରିୟଙ୍କା ଚୋପଡାଙ୍କ କିଛି ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ଲାଗୁଛି କି ସେ ଗର୍ଭବତ୍ତୀ ଅଛନ୍ତି । କିନ୍ତୁ ତଥାପି ସେ ମିଡିଆ ସାମ୍ନାରେ ଓ ନିଜ ଫ୍ୟାନମାନଙ୍କ ସାମ୍ନାରେ ଏହି କଥା ଲୁଚାଇଛନ୍ତି ।

ନତାଶା

ନତାଶା ଫେମସ ଭାରତୀୟ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ଅଟନ୍ତି । ସେ ହାର୍ଦିକଙ୍କୁ ବିବାହ କରିବା ପୂର୍ବରୁ ଗର୍ଭବତ୍ତୀ ଥିଲେ । ଏହି ଖବର ସେ ବହୁତ ସମୟ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ । ହାର୍ଦିକଙ୍କୁ ବିବାହ କରିବାର ମୁଖ୍ୟ କାରଣ ଥିଲା କି ସେ ଗର୍ଭବତ୍ତୀ ଥିଲେ ।

Leave a Reply

Your email address will not be published. Required fields are marked *