କମେଡି କୁଇନ୍ Bharti Singh ଙ୍କ ନୂଆ Look ହେଲା ଭାଇରାଲ, 16 ଘଣ୍ଟା ନଖାଇ 15 କିଲୋ କମାଇଲେ ଓଜନ, ଜାଣନ୍ତୁ ତାଙ୍କ Fitness ର ରାଜ

ବନ୍ଧୁଗଣ ଆପଣ ମାନେ କମେଡି କୁଇନ ଭାରତୀ ସିଂ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ବର୍ତ୍ତମାନ ଟେଲିଭିଜନର ଜଗତର କମେଡି କୁଇନ ଭାରତୀୟ ସିଂ ଚର୍ଚ୍ଚା ରେ ରହିଛନ୍ତି । ସେ ତାଙ୍କର କମେଡି ପାଇଁ ଚର୍ଚ୍ଚା ରେ ନାହାନ୍ତି ବରଂ ନିଜର ନୂଆ ଲୁକ ପାଇଁ ଚର୍ଚ୍ଚାରେ ଅଛନ୍ତି । ଭାରତୀଙ୍କ ନୂଆ ଲୁକ ଦେଖିଲେ ଆପଣ ବିଶ୍ଵାସ କରିପାରେ ନାହି । ସେ ତାଙ୍କର ଓଜନକୁ ନେଇ କମେଡି କରୁଥିବା ଭାରତୀ ଏବେ ସ୍ଲିମ ହୋଇ ଯାଇଛନ୍ତି । ସେ ନିଜର ୧୫ କିଲୋ ଓଜନ କମ କରିଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି । ସେ ନିଜର ଓଜନ ହ୍ରାସର ରହସ୍ୟ କଣ ତାହା ନିଜ ଫ୍ୟାନ୍ସ ମାନଙ୍କ ସହ ଶେୟାର କରିଛନ୍ତି ।

ସେ କଳପି ସର୍ମା ସୋ ରେ ନିଜର ଓଜନ କମ ହେବରା ରାଜ ଶେୟାର ଅକରିଛନ୍ତି । ସେ ଆଗରୁ ୯୧ କିଲୋ ଥିଲେ । ବର୍ତ୍ତମାନ ତାଙ୍କର ଓଜନ କମ ହୋଇ ୭୬ କିଲୋ ହୋଇଛି । ତାଙ୍କର ଓଜନ କମ ହେବାର ରହସ୍ୟ ହେଉଛି ତାଙ୍କର ଡାଏଟ କରିବା । ସେ ନିଜର ଖାଦ୍ୟପେୟର ପରିବର୍ତ୍ତନ କରି ଆଜି ସ୍ଲିମ ହୋଇଛନ୍ତି ବୋଲି ସ୍ଵୀକାର କରିଛନ୍ତି । ନିଜର ଖାଦ୍ଯାଭାସ ହିଁ ତାଙ୍କୁ ଓଜନ କମ କରିବାରେ ସହାୟକ ହୋଇଛି ବୋଲି ଭାରତୀ କହିଛନ୍ତି । ଆପଣ ମାନେ ଜାଣିଥିବେ ଭାରତୀ ଖାଇବାକୁ ବହୁତ ଭଲ ପାଆନ୍ତି । କିନ୍ତୁ ବର୍ତ୍ତମାନ ସେ ଇଣ୍ଟରମେଟିଙ୍ଗ ଫାଷ୍ଟିଙ୍ଗ ଅର୍ଥାତ ରାତି ୭ଟା ରୁ ଟା ପର ଦିନ ୧୨ଟା ଯାଏଁ କିଛି ନ ଖାଇ ରହୁଛନ୍ତି ।

ଏହି ଉପାୟ ଦ୍ଵାରା ତାଙ୍କର ଓଜନ ହ୍ରାସ ପାଇଛି । ସ୍ଲିମ ହେବା ପରେ ସେ ନିଜକୁ ସୁସ୍ଥ ଓ ଫିଟ ଅନୁଭବ ଅକରୁଛନ୍ତି । ଆଗରୁ ତାଙ୍କର ଆସ୍ତାମା ଓ ଡାଇବେଟିସ ସମସ୍ଯା ଥିଲା । କିନ୍ତୁ ବର୍ତ୍ତମାନ ତାଙ୍କର ଏ ସବୁ ନିୟନ୍ତ୍ରଣ ରେ ରହିଛି । ଭାରତୀ କହିଛନ୍ତି ଗତ ୩୦ ରୁ ୩୨ ବର୍ଷ ହେବ ବହୁତ ଖାଇଛି । ଏବେ ଗୋଟେ ବର୍ଷ ସେ ନିଜ ଶରୀର ପାଇଁ ସ୍ମାୟ ଦେଉଛନ୍ତି । ନିଜକୁ ଏତେ ସ୍ଲିମ ଦେଖି ଖୁସି ହେବା ସହ ସେ ନିଜ ଉପରେ ଗର୍ବ ଅନୁଭବ କରିଛନ୍ତି ।

ଅନ୍ୟ କ୍ଷେତ୍ର ରେ ଭାରତୀଙ୍କ ସ୍ଵାମୀ ହର୍ଷ ଲମ୍ବାଟିଆ ଭାରତୀଙ୍କ ଏହି ଫିଟ୍ଣେସ ଦେଖି ବହୁତ ଖୁସି ଅଛନ୍ତି । ସେ ଭାରିଙ୍କ ମୋଟା ଗାଲକୁ ମିସ କରୁଛନ୍ତି ବୋଲି କହିଛନ୍ତି । ହର୍ଷ କହିଛନ୍ତି ଭାରତୀୟ ନିଜ ଡାଏଟ ପାଇଁ ତାଙ୍କ ସହ ଦିନର କରିବାକୁ ଯିବାକୁ ମନା କରିଛନ୍ତି । ବର୍ତ୍ତମାନ ଭାରତୀ ଦ କପିଲ ଶର୍ମା ସୋ ଓ ଡ୍ୟାନ୍ସ ଦିୱାନା ରେ ନଜର ଆସିବାକୁ ଯାଉଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଆର୍ଟିକଲ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *