ଡ୍ରେନରେ ପଡି ଭାସି ଯାଇଥିବା ଛାତ୍ରଙ୍କ ବାପା କାନ୍ଦି କାନ୍ଦି ଯାହା କହିଲେ ଶୁଣି ଆପଣ ବି କାନ୍ଦି ପକାଇବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘଟଣା ଘଟୁଛି । ଆମ ରାଜ୍ୟରେ ପ୍ରଶାସନର ଅବହେଳା ପାଇଁ କେତେ ଯେ ଜୀବନ ଯାଉଛି ତାହାର ଉଦାହରଣ ଆପଣ ମାନେ ପ୍ରତିଦିନ ଦେଖୁଥିବେ । ସୂଚନା ଅନୁସାରେ ଏହି ଭିଡିଓ ରେ ଯେଉଁ ଛାତ୍ର ଙ୍କ ବିଷୟରେ କୁହା ଯାଇଛି ସେ ତାଙ୍କର ସଂସ୍କୃତ ଶିକ୍ଷକଙ୍କ ପାଖକୁ ଯାଇଥିଲେ କିନ୍ତୁ ଆଉ ଘରକୁ ଫେରି ନାହାନ୍ତି ଯାହା ପାଇଁ ତାଙ୍କ ପରିବାର ଦୁଖ ପ୍ରକାଶ କରିଛି । ଛାତ୍ର ଙ୍କ ବାପା ଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଯେଉଁ ରାସ୍ତା ଦେଇ ଯାଏ ସେହି ରାସ୍ତା ରେ ଏକ ଡ୍ରେନ ରହିଛି ଯାହା ରାସ୍ତା ସହ ସଂଯୋଗ ହୋଇଛି । ବର୍ତ୍ତମାନ ବର୍ଷା ଯୋଗୁ ଡ୍ରେନ ପାଣି ରାସ୍ତା ରେ ଆସି ଯାଇଥିଲା ।

ତାଙ୍କ ପୁଅ ରାସ୍ତା ଯାଉଥିବା ସମୟରେ ନ ଜାଣିପାରି ଡ୍ରେନ ଭିତରେ ଖସି ପଡିଛି । ଛାତ୍ର ଜଣକ କିଛି ସମୟ ପାଇଁ ଆସିବ ବୋଲି କହି ଆଉ ଘରକୁ ଫେରି ନ ଥିଲା । ଏହି ଭିଡିଓ ରେ ଆପଣ ମାନେ ଛାତ୍ର ଙ୍କର ମା ଙ୍କୁ ଦେଖି ପାରିବେ ଯିଏ ନିଜ ପୁଅ କୁ ହରାଇ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ଛାତ୍ର ର ବାପା ଙ୍କ କହିବା ମୁତାବକ ପୁଅ ତାଙ୍କୁ ପ୍ରୋଜେକ୍ଟ କରିବା ପାଇଁ କିଛି ଜିନିଷ ଆଣିବାକୁ କହିଥିଲା । କିନ୍ତୁ ସେ ଘରକୁ ଆସିବା ପରେ ଏହି ବଡ ଖବର ଶୁଣିବାକୁ ପାଇଥିଲେ ଯେ ତାଙ୍କ ପୁଅ ଡ୍ରେନ ଭିତରେ ଖସି ପଡିଛି । ସୂଚନା ଯୋଗ୍ୟ କି ଗତ ୩ରୁ ୪ ଘଣ୍ଟା ବୀତି ଯାଇଥିଲେ ମଧ୍ୟ ଛାତ୍ର ର ଏ ଯାଏଁ ପତ୍ତା ମିଳି ନାହି ।

ତାଙ୍କ ଘରେ ଶୋକର ଛାୟା ଖେଳି ଯାଇଛି । ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଏହି ଭିଡିଓ ରେ ଯେଉଁ ଛାତ୍ର ନାଳ ଭିତରେ ପଡି ଯାଇଛି ତାହର ଫୋଟୋ ମଧ୍ୟ ଦୃଶ୍ୟ ହେଉଛି । ଯେଉଁ ଛାତ୍ର ଡ୍ରେନ ଭିତରେ ପଡି ଯାଇଛନ୍ତି ତାର ଦୃଶ୍ୟ ଏହି ଭିଡିଓ ରେ ନଜର ଆସୁଛି ।

ଏହା କୌଣସି ଡ୍ରେନ ନୁହେଁ ବରଂ ରାସ୍ତା ମଝିରେ ଏକ ନାଳ ରହିଛି ଯେଉଁଥିରେ ବର୍ଷା ହେବା ଯୋଗୁ ପାଣି ଜମା ହୋଇ ରାସ୍ତା ଉପରକୁ ଉଠି ଆସୁଛି । ତେବେ ଛାତ୍ର ର ବାପା ଓ ମା ନିଜ ପୁଅ କୁ ଅପେକ୍ଷା କରିଛନ୍ତି ଯେ କେତେବଳେ ତାର ସନ୍ଧାନ ମିଳିବ । ଏହି ଘଟଣା ରୁ ଏତିକି କୁହା ଯାଇପାରେ କି ପ୍ରଶାସନର ଅବହେଳା ହେତୁ ଏ ଭଳି ଏକ ଦୁଖଦାୟକ ଘଟଣା ଘଟିଛି ।

ବନ୍ଧୁଗଣ ଆପଣଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *