ଯଦି ଆପଣଙ୍କ Blood Group ବି O+ ତେବେ ନିଶ୍ଚିନ୍ତ ଦେଖନ୍ତୁ, ଭୟଙ୍କର କଥା !

ଦର୍ଶକ ବନ୍ଧୁ ଆପଣଙ୍କ ବ୍ଲଡ ଗୃପ କଣ ଜାଣିଛନ୍ତିତ, ଯଦି କୌଣସି ଲୋକ ବ୍ଲଡ ଗୃପ” ଓ ”ହୋଇଥାଏ  । ତେବେ ଆସନ୍ତୁ ଜାଣିବା ଓ ବ୍ଲଡ ଗୃପ କଣ ହୋଇଥାଏ । ଏହିଲୋକମାନେ କେମିତି ହୋଇଥାନ୍ତି, ଆପଣ ମାନଙ୍କ ଭିତରୁ ପ୍ରାୟ କେତେ ଲୋକଙ୍କୁ ଜଣା ନଥାଏ । ଆଜିଠୁ ହଜାର ହଜାର ବର୍ଷ ତଳେ ଯେବେ ମଣିଷ କଞ୍ଚା ମାଂସ ଖାଉଥିଲା । ଯେବେ ତାକୁ ଖାଇବା ପିଇବା ବିଷୟରେ କିଛି ଆଇଡିଆ ନଥିଲା । ସେବେଳେ ମଣିଷଙ୍କ ଭିତରେ ବ୍ଲଡ ଓ ହିଁ ରହିଥିଲା । ଯେମିତି ଯେମିତି ମଣିଷ ବହୁତ ଖାଇବା ଶିଖିଲା ଓ ନିଜକୁ ପରିବର୍ତନ କରିଲା କିଛି ନୂଆ ନୂଆ ଖାଦ୍ଯ ଖାଇବାକୁ ଲାଗିଲା ସେହି ଅନୁସାରେ ଆସ୍ତେ ଆସ୍ତେ ମଣିଷର ବ୍ଲଡ ଗୃପ ଚେଞ୍ଜ ହେବାକୁ ଲାଗିଲା ।


ଏହା ଆମେ କହୁ ନାହୁଁ ଏହା ରିସର୍ଚରୁ ଜଣା ପଡିଛି । ଆପଣ ଏବେ କହିପାରିବେ ବ୍ଲଡ ଗୃପ ଭିତରେ ଓ ବ୍ଲଡ ଗୃପ ସବୁଠୁ ପୁରୁଣା । ଏବେ ଆସନ୍ତୁ ଜାଣିବା ଓ ବ୍ଲଡ ଗୃପ ଖାଇପାରିବେ ଆଉ କେଉଁ ଖାଦ୍ଯ ଖାଇପାରିବେ ନାହିଁ । ଯେମିତିକି ଆପଣ ସମସ୍ତେ ଜାଣନ୍ତି ଓ ବ୍ଲଡ ଗୃପରେ ଓ ପଜେଟିବ ଓ ନେଗେଟିଭର ବ୍ଲଡ ଗୃପ ଥାଏ । ଓ ପଜେଟିଭ ଲୋକଙ୍କଉ ଥଣ୍ଡା ଖୁବ ଶୀଘ୍ର ଧରିନଏ । ସେମାନେ ଆମିଷ ଖାଇଲେ ବହୁତ ଭଲ, ବିଭିନ୍ନ ପ୍ରକାର ଆଲର୍ଜୀ  ଓ ପଜେଟିଭ ଓ ନେଗେଟିଭର ଲୋକମାନକୁ ହୋଇଥାଏ ।

ତେଣୁ ଏମାନଙ୍କୁ ଅଧିକ ଅମିଶା ଖାଇବାକୁ ପଡିଥାଏ । ଏମାନେ ଅଧିକାରଉ ଅଧିକ ଗରମ ଜିନିଷ ଖାଇଲେ ବିଶେଷ ଦେହ ଖରାପ ହେବ ନାହିଁ । ଆପଣ ଚିକେନ, ମଟନ, ସୀ ଫୁଡ, ଅଣ୍ଡା, ବ୍ଲାକ କଫି  ଏବଂ ଗ୍ରୀନ ଟୀ ଖାଇଲେ ଭଲ । ଓ ବ୍ଲଡ ଗୃପ ଲୋକ ଜାଣିରଖିବା ଉଚିତ ଆପଣ କଣ ଖାଇବେ ନାହିଁ । ଆପଣ କ୍ଷୀର ଓ ଘିଅ ଜାତୀୟ ଖାଦ୍ଯ ବେସୀ ଖାଇବେ ନାହିଁ । ଯଦି ଆପଣଙ୍କର ଓ ପଜେଟିଭ କି ନେଗେଟିଭ  ଆପଣ ନଡିଆ ପାଣି ପିଅନ୍ତୁ ନାହିଁ ।

ଏହା ଆପଣଙ୍କ ପାଇଁ ହିତ କର ନୁହେଁ । କମଳା ମଧ୍ୟ ଆପଣକଙ୍କ ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ । ବନ୍ଧା କୋବିକି ଫୁଲ କୋବି ଅଧିକ ଖାଇବା କଥା ନୁହେଁ । ମଝିରେ ମଝିରେ ଆପଣ ବ୍ଲାକ କଫି ପିଇପାରିବେ କିନ୍ତୁ ମିଲ୍କ ପାଉଡର କିମ୍ବା କ୍ଷୀରରେ ପ୍ରସ୍ତୁତ କଫି ଆପଣ କେବେ ପିଇବେ ନାହିଁ । ଆପଣ ପ୍ରତେକ ଦିନ ଏହି ସବୁ ଖାଦ୍ଯ ଖାଇବା ଅଭ୍ଯାସ କରନ୍ତୁ ଏଥିରେ ସୁସ୍ଥ ରହିବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *