ନିଜ ବାପା ମା’ଙ୍କ ନାଁରେ ଆଣିଲେ ଏଭଳି ସାଂଘାତିକ ଅଭିଯୋଗ, ବାପା ରଖୁଥିଲା ସମ୍ପର୍କ ଆଉ ମା’ ସବୁ ଜାଣି… ଦେଖନ୍ତୁ Video

ଦର୍ଶକ ବନ୍ଧୁ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ଯୁବତୀ ନିଜ ବାପା ଙ୍କ ନାଁ ରେ ସଙ୍ଗିନ ଅଭିଯୋଗ ଆଣି ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କି ତାଙ୍କ ବାପା ଗତ ୪ ବର୍ଷ ହେଲା ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଆସିଛନ୍ତି । ସପ୍ତାହକୁ ୨ ଥର ବାପା ଝିଅ ସହ ଏମିତି କରନ୍ତି । ଏସବୁ ବିଷୟରେ ଯୁବତୀ ପରିବାରକୁ ଜଣାଇଥିଲେ ମଧ୍ୟ ମା କହିଥିଲେ ଘରର ଇଜ୍ଜତ ଆଉ ବାପାର ସମ୍ମାନ କଥା ତେଣୁ ଚୁପ ହୋଇ ଯା ।

ଅତ୍ୟଧିକ ହେବାରୁ ଯୁବତୀ ଜଣକ ସାହି ନ ପାରିବାରୁ ମହିଳା କମିଶନରେ ଏତାଲା ଦେଇଥିଲେ । ପଟ୍ଟାମୁଣ୍ଡାଇ ଥାନାରେ ଏତାଲା ଦେବା ପରେ ପୋଲିସ କର୍ମଚାରୀ ଓ ପରିବାର ଲୋକେ ତାଙ୍କୁ ବାଧ୍ୟ କରିଥିଲେ ଷ୍ଟେଟମେଣ୍ଟ ବଦଳି କରିବାକୁ କିନ୍ତୁ ଯୁବତୀ ଜଣକ ମନା କରିଥିଲେ । ସେଦିନ ଗୋଟେ ରାତି ତାଙ୍କୁ ଥାନାରେ ରଖିଥିଲେ ଆଉ ମେଡିକାଲ ଟେଷ୍ଟ ମଧ୍ୟ କରିଥିଲେ । ବହୁତ ହଇରାଣ କରିଛନ୍ତି ଆଉ କଷ୍ଟ ଦେଇଛନ୍ତି ଷ୍ଟେଟମେଣ୍ଟ ଚେଞ୍ଜ କରିବାକୁ ପୋଲିସ ମାନେ ।

ତା ପର ଦିନ ସକାଳୁ ପୋଲିସ କର୍ମଚାରୀ ମାନେ ୨୦୦ ଟଙ୍କା ଦେଇ ବସ ରେ ବସାଇ ଭୁବନେଶ୍ବର ପଠାଇ ଦେଲେ । ଏ ଯାଏଁ ପୋଲିସର କୌଣସି କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଯୁବତୀ ଙ୍କ ବାପା ଏବେ ଆଳି ଥାନା ରେ କାର୍ଯ୍ୟରତ ଅଟନ୍ତି । ଯୁବତୀଙ୍କ ବାପା ଙ୍କ ନାଁ ହେଉଛି ଦିବାକର ଦାସ ବୟସ ୫୨ ବର୍ଷ । ଯୁବତୀଙ୍କ ବୟସ ହେଉଛି ୨୭ ବର୍ଷ । ୨୦୧୮ରୁ ବାପା ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଛନ୍ତି । ଏହା ବାଦ ଯୁବତୀ ଘର ଛାଡି ଆସିବା ପରେ ତାଙ୍କୁ ରଖେଈ ଦେଲେ ନାହି ଭୁବନେଶ୍ବର ରେ ।

ଭୁବନେଶ୍ଵର ରେ ଯୁବତୀ ରହିବା ପରେ ବାପା ଭାଇ, ଦାଦା ଙ୍କୁ ପଠାଇ ମାରଧର କରି ତାଙ୍କୁ ନେଇଥିଲେ । ଏମିତିକି ଥାନାକୁ ନେବା ପରେ କାଲେ ଯୁବତୀ ସତ କଥା କହି ଦେବା ଭୟରେ ତାଙ୍କୁ ଛାଡି ଦେଇଥିଲେ । ଏବେ ବି ଯୁବତୀଙ୍କୁ ଫୋନ କରି ଧମକ ଦେଉଛନ୍ତି ପରିବାର ଲୋକେ ତୁ ଯେଉଁଠି ଅଛୁ ମାରି ଦେବୁ ତୋତେ ରଖେଈ ଦେବୁ ନାହି । ଏମିତିକି ଯୁବତୀଙ୍କୁ ଯିଏ ଶଯ୍ୟା କରୁଛନ୍ତି ତାଙ୍କ ଘରକୁ ପୋଲିସ ଭ୍ୟାନ ପଠାଇ ହଇରାଣ କରୁଛନ୍ତି ବାପା ଦିବାକର ଦାସ । ବର୍ତ୍ତମାନ ଯୁବତୀ ମହିଳା ଥାନାରେ ଏତାଲା ଦେଇଛନ୍ତି ।

ସାମାଜିକ ପ୍ରତିଷ୍ଠା ଯୋଗୁଁ ସମସ୍ତେ କହିଲେ ଚୁପ ହୋଇ ଯା ବୋଲି ଯୁବତୀ କହିଛନ୍ତି । ଏମିତିକି ଯୁବତୀ ଜଣକ ମାମୁଁ, ମାଉସୀ ସମସ୍ତଙ୍କ ଜଣାଇଛନ୍ତି କିନ୍ତୁ ସମସ୍ତେ ସେହି ସମାନ ଉତ୍ତର ଦେଇଛନ୍ତି । ଯୁବତୀ ଅଗଷ୍ଟ ୧୮ରେ ଘର ଛାଡି ଏବେ ଭୁବନେଶ୍ଵର ରେ ସାଙ୍ଗ ଘରେ ରହୁଛନ୍ତି । ବାପା ଯେହେତୁ ପୋଲିସରେ ଅଛନ୍ତି ସେଥିପାଇଁ ପୋଲିସ ମାନେ ତାଙ୍କୁ ସହଯୋଗ କରୁଛନ୍ତି । କିନ୍ତୁ ମହିଳା କମିସନାରରେ ମ୍ୟାଡମ କହିଛନ୍ତି ନିଶ୍ଚୟ ନ୍ୟାୟ ମିଳିବ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *