ନିଜ ପୂର୍ବ ଜନ୍ମ ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଆସନ୍ତୁ ଜାଣିବା

ଆପଣ ମାନେ ସମସ୍ତେ ଏହି କଥା ନିଶ୍ଚିନ୍ତ ଜାଣିଥିବେ ଯେ ଆତ୍ମା ଅମର ହୋଇଥାଏ ଏହା କେବେ ବି ମରିନଥାଏ ଭଗବତ ଗୀତା ରେ ମଧ୍ୟ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି, ଯେମିତି ଶରୀର ପୋଷାକ ବଦଳିଥାଏ ସେମିତି ଗୋଟେ ଦିନ ଶରୀର ମଧ୍ୟ ପୋଷାକ ବଦଳାଇଥାଏ । ତେବେ ପୋଷାକ ବଦଳିବା ଭଳି ଆତ୍ମା ମଧ୍ୟ ଶରୀର ବଦଳିଥାଏ ଓ ଅନ୍ୟ ଜନ୍ମ ନେଲା ପରେ ପ୍ରାଣୀକୁ ନିଜ ପୂର୍ବ ଜନ୍ମ ସ୍ମରଣ ଶକ୍ତି ହରାଇ ବସିଥାଏ, ଜ୍ଯୋତିଷ ଶାସ୍ତ୍ର ଜଣେ ବିଶେଶ୍ଜ୍ଞ ଏହା କହିଛନ୍ତି ଯେ ପୂର୍ବ ଜନ୍ମ ବିଷୟରେ ଏହି ଜନ୍ମରେ ମଧ୍ୟ ଅଳପ ବହୁତ ଜାଣି ହବ ।

Image Courtesy: Google

ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ସହ ଘର ଲୋକଙ୍କ ପ୍ରତି ସ୍ନେହ ଆସିବା ସ୍ଵାଭାବିକ ଅଟେ କିନ୍ତୁ ହଟାତ ଅନ୍ୟ ଲୋକ ପ୍ରତି ସ୍ନେହ ଭାବନା ଆସିବା ଓ ଆପଣଙ୍କୁ ତାଙ୍କ ଆଡକୁ ଅଧିକ ଆକର୍ଷକ କରିବା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ । ତେବେ ବେଳେ ବେଳେ ଏମିତି ହୋଇଥାଏ ଯେ ଜଣେ ଏମିତି ଆପଣଙ୍କ ପାଖରେ ହୋଇଥାଏ ଯାହା ସହ ବହୁତ ବାଦ ବିବାଦ ଏବଂ ଗଣ୍ଡଗୋଳ ହେଲା ପରେ ମଧ୍ୟ ଆପଣ ଗୋଟେ ଦୁର୍ବଳ ସମୟରେ ତାଙ୍କୁ କ୍ଷମା କରି ଶ୍ରଦ୍ଧା କରି ବାସନ୍ତୀ କିନ୍ତୁ ଆପଣ ନିଜେ ଜାଣି ନଥାନ୍ତି ଯେ ଏହା ଆପଣଙ୍କ ସହ କଣ ପାଇଁ ହେଉଛି ।

Image Courtesy: Google

କେବଳ ବ୍ୟକ୍ତି ନୁହ କୌଣସି ଜିନିଷ ପ୍ରତି ମଧ୍ୟ ଆପଣଙ୍କ ଅଧିକ ଆକର୍ଷଣ ଆପଣଙ୍କ ପୂର୍ବ ଜନ୍ମକୁ ଦର୍ଶାଇଥାଏ, ତେବେ ତାହା ଖେଳ ହେଉ ବା କୌଣସି ଅଲଗା ଭାବନା ଯାହା ଆପଣଙ୍କୁ କରିବା ପାଇଁ ବହୁତ ଇଛା ହୋଇଥାଏ, ମନେ ରଖନ୍ତୁ ଏହା ଗୋଟେ ଆକର୍ଷଣ ନୁହ ଆପଣଙ୍କ ପୂର୍ବ ଜନ୍ମରେ ଅଧାରେ ରହିଯାଇଥିବା ଇଛା ହୋଇପାରେ ଯାହା ପୂର୍ଣ କରିବା ଆଗରୁ ଆପଣଙ୍କ ଦେହାନ୍ତ ହୋଇଯାଇଥିବ କିଛି ବି ହୋଇପାରେ ।

Image Courtesy: Google

କିଛି ଲୋକଙ୍କ ସହ କିଛି ଖରାପ ନହେଲେ ମଧ୍ୟ ଆପଣଙ୍କୁ ସେହି ଲୋକ ପସନ୍ଦ ନଥାନ୍ତି ଏହା ଛଡା ଆପଣ ତାଙ୍କୁ ବରଦାସ୍ତ କରି ପାରନ୍ତି ନାହିଁ ଯଦି ଆପଣଙ୍କ ସହ ଏମିତି କିଛି ହେଉଛି ତେବେ ମନେ ରଖନ୍ତୁ ହୋଇପାରେ ପୂର୍ବ ଜନ୍ମରେ ସେହି ଲୋକ ସହ ଆପଣଙ୍କ ସମ୍ପର୍କ ଭଲ ନଥିଲା । ବେଳେ ବେଳେ ଏମିତି କିଛି ସ୍ଵପ୍ନ ଥାଏ ଯାହା ବାରମ୍ବାର ଆପଣଙ୍କୁ ଆସିଥାଏ ବା ହଟାତ କୌଣସି ଅଜଣା ଲୋକ ଆପଣଙ୍କ ଅସୁବିଧା ସମୟରେ ଆସି ଆପଣଙ୍କୁ ସାହାଜ୍ଯ କରି ଥାନ୍ତି ତେବେ ବୁଝି ଯାଅନ୍ତୁ ସେହି ଲୋକ ସହ ଆପଣଙ୍କ ପୂର୍ବ ଜନ୍ମରେ କିଛି ସମ୍ପର୍କ ଥିଲା । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *