ନିଜ ସ୍ଵାମୀ ପାଇଁ ଜୀବନ ବି ଦେଇ ପାରନ୍ତି ଏହି ୩ଟି ନାମର ଝିଅମାନେ, ଦେଖନ୍ତୁ ଆପଣଙ୍କ ସ୍ତ୍ରୀର ନାମ ନାହିଁ ତ ! Jyotisha Shastra

ବାହାଘରକୁ ନେଇ ସମସ୍ତେ ଜୀବନରେ ନାନା ପ୍ରକାରର ସ୍ଵପ୍ନ ଥାଏ ଓ କିଛି ଶୁଖିଲା ଚିନ୍ତା ବି ଥାଏ । କି ସେମାନେ ଯାହାକୁ ନିଜର ଜୀବନସାଥି ରୂପରେ ବାଛିଛନ୍ତି ସେ କେଉଁ ସ୍ଵଭାବର ହେବ । ବାହାଘର ପରେ ସେ ଧୋଖା ଦେବା ନାହିଁ ତ । ବାହାଘର ପରେ ସେ ଖୁସିରେ ରହିବ ତ । ଏହିଭଳି ନାନା କଥା ମନକୁ ଆସିଥାଏ । କୁହାଯାଏ କି ବାହଘରକୁ ନେଇ ଝିଅମାନେ ଅଧିକ ଚିନ୍ତିତ ରହିଥାନ୍ତି । କିନ୍ତୁ ପୁଅମାନେ ବି ସେହିଭଳି ଚିନ୍ତା କରନ୍ତି । କାରଣ ତାଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଆସୁଥାଏ କି ସେ ଯାହାକୁ ନିଜର ଜୀବନସାଥି ରୂପରେ ଘରକୁ ଆଣିବେ ସେ କଣ ତାଙ୍କର ପରିବାର ସମସ୍ତ ସଦସ୍ୟକୁ ନେଇ ଚଳି ପାରିବ ତ ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ସବୁ ପୁଅମାନେ ଏହା ଚିନ୍ତା କରନ୍ତି କି ଯେଉଁ ଝିଅ ସହ ତାହାର ବିବାହ ହେବ ସେହି ଝିଅ ତାକୁ ଜୀବନ ସାରା ଭଲ ପାଉ ଓ କେବେ ବି ଧୋଖା ନ ଦେଉ । ଏହା ସହିତ ନିଜ ସ୍ଵାମୀର ଓ ଶଶୁର ଘରର ସମସ୍ତ ସଦସ୍ୟଙ୍କର ଭଲ ଧ୍ୟାନ ରଖୁ ।

ପ୍ରାୟତଃ ପୁଅମାନେ ଏହା ଧ୍ୟାଚିନ୍ତା କରନ୍ତି କି ଯାହାଙ୍କ ସହ ତାଙ୍କର ବିବାହ ହେବ ସେହି ଝିଅ କେମିତି ହୋଇଥିବ । ଆଜି ଆମେ ଆପଣଙ୍କୁ ଏମିତି ୩ ଟି ଖାସ ଝିଅଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ସ୍ଵାମୀଙ୍କୁ ହିଁ ସବୁକିଛି ମାଣନ୍ତି ଓ ସେମାନଙ୍କୁ କେବେ ବି ଧୋଖା ଦିଅନ୍ତି ନାହିଁ । ସବୁଠୁ ଅଧିକ ଭଲ ପାଆନ୍ତି । ଚାଳନ୍ତୁ ସେହି ଝିଅମାନଙ୍କ ବିଷୟରେ ଜାଣିବା ।

A ନାମ ବାଲା ଝିଅମାନେ

ଯେଉଁ ଝିଅମାନଙ୍କର ନାମ A ଅକ୍ଷରୁ ଆରମ୍ଭ ହୋଇଥାଏ ତାଙ୍କ ବିଷୟରେ ଏମିତି କୁହାଯାଏ କି ଏହି ନାମ ବାଲା ଝିଅମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଆନ୍ତି । ଜୀବନସାରା ନିଜ ସ୍ଵାମୀର ସାଥ ବି ଦିଅନ୍ତି । ଏହା ଛଡା ନିଜ ସ୍ଵାମୀଙ୍କୁ ଧୋଖା ଦେବା କଥା ଏମାନଙ୍କ ମୁଣ୍ଡକୁ ବି ଆସେ ନାହିଁ । ସେଥିପାଇଁ ଏମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଆନ୍ତି ।

D ନାମ ବାଲା ଝିଅମାନେ

D ନାମ ବାଲା ଝିଅମାନେ ଜୀବନସାରା ନିଜ ଜୀବନସାଥିଙ୍କୁ ପ୍ରେମ କରନ୍ତି । ଏହା ସହିତ ଏହି ନାମର ଝିଅମାନେ ନିଜର ସମସ୍ତ ଦାୟିତ୍ଵକୁ ଭଲ ଭାବରେ ପାଳନ କରନ୍ତି । ନିଜ ସ୍ଵାମୀ ସହିତ ନିଜ ପରିବାରର ବି ଧ୍ୟାନ ରଖନ୍ତି ।

R ନାମ ବାଲା ଝିଅମାନେ

R ଅକ୍ଷରରୁ ଯେଉଁ ଝିଅମାନେ ନାମ ଆରମ୍ଭ ହୋଇଥାଏ ସେମାନେ ନିଜ ସାଥିକୁ ବହୁତ ଭଲ ପାଆନ୍ତି । ନିଜ ସ୍ଵାମୀଙ୍କ ସହିତ ନିଜ ପିତାମାତାଙ୍କର ବି ବହୁତ ଧ୍ୟାନ ରଖନ୍ତି । ଏହି ନାମର ଝିଅମାନେ ସବୁବେଳେ ନିଜ ଦୁଇ ପରିବାରର ସମ୍ମାନ ପ୍ରତି ଧ୍ୟାନ ରଖନ୍ତି ।

Leave a Reply

Your email address will not be published. Required fields are marked *