ନିଜର Baby Bumpକୁ Flaunt କରୁଥିବାର ନଜର ଆସିଲେ Aishwarya Rai, ଲୁଚାଉଛନ୍ତି ନିଜର Pregnancy

ଗତ କିଛି ଦିନ ମଧ୍ୟରେ ବଚ୍ଚନ ପରିବାର ମିଡିଆରେ ଛାଇ ରହିଛନ୍ତି । ନିଜର ଆସନ୍ତା ଫିଲ୍ମର ଶୁ-ଟି-ଙ୍ଗ ସମୟରେ ଅଭିଷେକ ବଚ୍ଚନଙ୍କ ହାତରେ ଆଘାତ ଲାଗିବା କାରଣରୁ ତାଙ୍କୁ ଚେନ୍ନାଇରୁ ମୁମ୍ବାଇ ଆସିବାକୁ ଲାଗିଲା । ଚେନ୍ନାଇରେ ଶୁ-ଟି-ଙ୍ଗ ସମୟରେ ଅଭିଷେକ ବଚ୍ଚନଙ୍କ ହାତ ଫ୍ୟାକଚର ହୋଇଯାଇଥିଲା । ଏହା ପରେ କିଛି ଦିନ ପୂର୍ବେ ହିଁ ଅଭିଷେକ ବଚ୍ଚନଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖା ଯାଇ ଥିଲା । ଯେଉଁଠି ସେ ତାଙ୍କର ପତ୍ନୀ ଐଶ୍ବର୍ୟା ଓ ଝିଅ ଆରାଧ୍ୟାକୁ ଛାଡିବାକୁ ଯାଇ ଥିଲେ ।

ଐଶ୍ବର୍ୟା ଗୋଟିଏ ଫିଲ୍ମର ଶୁ-ଟି-ଙ୍ଗ ପାଇଁ ମଧ୍ୟପ୍ରଦେଶ ଯାଇଥିଲେ । ଏହି ସମୟରେ ମୁମ୍ବାଇର ପ୍ରାଇବେଟ ଏୟାରପୋର୍ଟରେ ଐଶ୍ବର୍ୟା ଓ ତାଙ୍କ ଝିଅକୁ ଦେଖା ଯାଇ ଥିଲା । ଯାହାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି । ଏହି ଭିଡିଓରେ ଐଶ୍ବର୍ୟା କଳା ରଙ୍ଗର ଡ୍ରେସରେ ଓ ତାଙ୍କର ବେବି ବମ୍ଫ ନଜର ଆସୁଛି ।

କୁହାଯାଉଛି କି ଐଶ୍ବର୍ୟା ଓ ଅଭିଷେକ ପୁଣି ଥରେ ମାତା ପିତା ହେବାକୁ ଯାଉଛନ୍ତି । ଐଶ୍ବର୍ୟା ରାୟ ବଚ୍ଚନ ପୁଣି ଥରେ ଗର୍ଭବତ୍ତୀ ଅଛନ୍ତି । ଐଶ୍ବର୍ୟାଙ୍କ ଗର୍ଭବତ୍ତୀ ହେବାର ଖବର ବହୁତ ଦିନ ହେବ ମିଡିଆରେ ଶୁଣିବାକୁ ମିଳୁଛି । ଐଶ୍ବର୍ୟାଙ୍କ ଭିଡିଓ ଭାଇରାଲ ହେବା ମାତ୍ରେ ହିଁ ଫ୍ୟାନମାନେ ପୁଣି ଥରେ ଐଶ୍ବର୍ୟାଙ୍କ ପ୍ରେଗ୍ନେସିର ଚର୍ଚା ଆରମ୍ଭ କରି ଦେଇଛନ୍ତି ।

ଗତ କିଛି ଦିନ ତଳେ ଐଶ୍ବର୍ୟାଙ୍କ ଫିଲ୍ମ Ponniyin Selvanର ସେଟରୁ ତାଙ୍କର କିଛି ଫଟୋ ଲିକ ହୋଇଥିଲା । ଏହି ଲୁକରେ ଐଶ୍ବର୍ୟା ମହାରାଣୀ ଲୁକରେ ନଜର ଆସିଥିଲେ । ଐଶ୍ବର୍ୟାଙ୍କ ଏହିଭଳି ଲୁକ ଦେଖି ତାଙ୍କର ଫ୍ୟାନମାନେ ବହୁତ ଖୁସି ବି ହୋଇଥିଲେ ।

ଫଟୋରେ ଦେଖି ପାରିବେ କି ଐଶ୍ବର୍ୟା ରାୟ ଗୋଲାପି ରଙ୍ଗର କାଞ୍ଜିବରମ ଶାଢୀ ସହ ବହୁତ ଗହଣା ପିନ୍ଧିବାର ନଜର ଆସୁଛନ୍ତି । ଅଭିନେତ୍ରୀଙ୍କ ଆଖପାଖରେ କ୍ରୁ ମେମ୍ବର ବି ଛିଡା ହୋଇ ଥିବାର ନଜର ଆସୁଛନ୍ତି । ଏହି ଫିଲ୍ମରେ ଐଶ୍ବର୍ୟା ଡବଲ ରୋଲରେ ନଜର ଆସିବେ । ଐଶ୍ବର୍ୟାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପର ଠାରୁ ହିଁ ବହୁତ ଭାଇରାଲ ହେବାରେ ଲାଗିଛି ।

ମିଡିଆ ରିପୋର୍ଟ ଅନୁସାରେ ତାଙ୍କର ଫିଲ୍ମର ଏକ ଗୀତର ଶୁ-ଟି-ଙ୍ଗ ସମୟର ଏହି ଫଟୋ ଅଟେ । ଅଭିଷେକ ବଚ୍ଚନ ଓ ଐଶ୍ବର୍ୟା ରାୟ ବଚ୍ଚନ କିମ୍ବା ବଚ୍ଚନ ପରିବାର ତରଫରୁ ଏମିତି କୌଣସି ଅଫିସିୟାଲ ବୟାନ ସାମ୍ନାକୁ ଆସି ନାହିଁ କି ଐଶ୍ବର୍ୟା ରାୟ ପୁଣି ଥରେ ଗର୍ଭବତ୍ତୀ ଅଛନ୍ତି । କିନ୍ତୁ ଐଶ୍ବର୍ୟାଙ୍କ ଫଟୋ ଦେଖି ଜାଣି ହେଉଛି କି ସେ ପୁଣି ଥରେ ଗର୍ଭବତ୍ତୀ ଅଛନ୍ତି ଓ ଏହା ସହିତ ସେ ମିଡିଆ ସାମ୍ନାରେ ପ୍ରାୟତଃ ନିଜର ବେବି ବମ୍ପକୁ ଫ୍ଲଣ୍ଟ କରୁଥିବାର ନଜର ଆସୁଛନ୍ତି ।

Leave a Reply

Your email address will not be published. Required fields are marked *