ନିଜ ଭକ୍ତଙ୍କୁ ବଞ୍ଚାଇବା ପାଇଁ ସ୍ଵୟଂ ଭଗବାନ ଶିବ ପଠାଇଲେ ନାଗ ମହାରାଜ ଙ୍କୁ, ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ, କର୍ଣ୍ଣାଟକ ର ଗୋଟିଏ ଗାଁ ରେ “ଶାଲୁ” ନାମକ ଏକ ଝିଅ ନିଜ ମାତା ପିତାଙ୍କ ସହିତ ରହୁଥିଲେ । ପିଲାଦିନେ ହଟାତ “ଶାଲୁ” ଙ୍କ ବାପା ଙ୍କ ଦେ-ହା-ନ୍ତ ହୋଇଯାଇଥିଲା । ବନ୍ଧୁଗଣ ସେ ବହୁତ ଗରିବ ଥିଲା ସଡକ ଉପରେ ବାଉଁଶ ମଧ୍ୟରେ ରଶି ଲଗାଇ ସେ ଖେଳ ଦେଖାଉଥିଲା ।

ସେଠାରୁ ଯେଉଁ ପଇସା ମିଳୁଥିଲା ସେଥିରୁ ସେ ନିଜର ଘର ଚଳାଉଥିଲା । ବନ୍ଧୁଗଣ ଝିଅଟିର ମା ସବୁବେଳେ ବେମାର ରହୁଥିଲେ, ଏହି କାରଣ ରୁ ନିଜ ଘରର ଭରଣ ପୋଷଣ କରିବାର ସମସ୍ତ ଦାଇତ୍ଵ ଶାଲୁ ଉପରେ ଥିଲା । ବନ୍ଧୁଗଣ ସର୍ବ ପ୍ରଥମେ ଶାଲୁ ମନ୍ଦିର ଯାଇ ଭଗବାନ ଶିବ ଙ୍କ ଆରାଧନା କରେ ଏହାପରେ ସେ ନିଜ ଦୈନଦିନ କାମ ତଥା ରଶି ଉପରେ ନିଜର ପ୍ରଦର୍ଶଣ ଦେଖାଇବାକୁ ଚାଲିଯାଏ । ଦିନେ ସେ ସଡକରେ ନିଜର ଦଉଡି ଖେଳ ଦେଖାଉଥିଲା । ସେଠାରେ ଜଣେ ବଡ ସର୍କସ ର ମାଲିକ ଆସି ଉପସ୍ଥିତ ହେଲା ।

ସେ “ଶାଲୁ” କୁ ପସନ୍ଦ କଲା । ସାଲୁ ନିକଟକୁ ଯାଇ କହିଲା ତୁମେ ମୋ ସର୍କସ ରେ କାମ କରିବ ? ମୁଁ ତୁମ୍ଭକୁ ଆଧିକ ପଇସା ଦେବି । ଶାଲୁ ନିଜ ଘରେ କହି ସର୍କସ କୁ ଗଲା । ସେଠାରେ ସେ ନିଜର ପ୍ରଦର୍ଶଣ ଦେଖାଇଲା ଦର୍ଶକେ ବହୁତ ପ୍ରଶଂସା କଲେ । ଏହାପରେ ସେଥିରୁ ଯେତେ ପଇସା ପାଏ ନିଜ ଘରକୁ ଆଣି ମା ଙ୍କୁ ଧରାଇ ଦିଏ । ବନ୍ଧୁଗଣ ସବୁଦିନ ଭଳି ଶାଲୁ ସକାଳୁ ଭଗବାନ ଶିବ ଙ୍କ ମନ୍ଦିର କୁ ଯାଇ ସେଠାରେ ଭଗବାନ ଙ୍କ ଆରାଧାନ କରି ନିଜ କାମ କୁ ଗଲା ।

ସେ ସେଠାରେ ଯାଇ ସର୍କସ ଦେଖାଇବାକୁ ଲାଗିଲା । ମାତ୍ର ଶାଲୁ ରଶି ଉପରେ ଚଡିଥିବା ବେଳେ ହଟାତ ଦେଖିଲା ଯେ, ସେ ଯେଉଁ ରଶି ଉପରେ ପ୍ରଦର୍ଶଣ ଦେଖାଉଛି ସେ ରଶିର ଅପର ପାର୍ଶ୍ଵ ଟି ଛିଣ୍ଡିବାକୁ ଲାଗିଲା । ଶାଲୁ କଣ କରିବ ବୋଲି ମୁଣ୍ଡରେ ବୁଦ୍ଧି ପସିଲାନି । ମନେ ମନେ ଶାଲୁ ଭଗବାନ ଶିବଙ୍କୁ ଡାକିଲା କହିଲା ହେ’ ଶଙ୍କର ମୋତେ ରକ୍ଷା କର । ନଚେତ ମୁଁ ଆଜି କାମରୁ ବାହାରିବ ସୁନିଶ୍ଚିତ ।

ଶାଲୁ ଏତିକି କହିବା ପରେ ହଟାତ ତାର ନଜର ରଶି ଉପରକୁ ଗଲା । ସେ ଦେଖିଲା ଯେ, ଏକ କଳା ନାଗ ସାପ ଟି ରଶିରେ ଚଡି ଆସୁଅଛି । ଏହା ଦେଖି ଶାଲୁ ଆହୁରି ଭୟ କରିଗଲା । ମନେ ମନେ କଣ କରିବ କଣ ନାହିଁ ହେଉଥିଲା । ଏହାପରେ ହଟାତ ଦେଖେ ଯେ, ସେହି ନାଗ ସାପ ଟି ରଶିକୁ ନିଜ ଲାଙ୍ଗୁଡ ସାହାର୍ଯ୍ୟରେ ଧରି ରଖିଥାଏ । କ୍ରମଶ ନାଗ ମହାରାଜ ରାଶିର ଅପରପାର୍ଶ୍ଵ କୁ ଯାଇ ରଶି କୁ ନିଜ ମୁଣ୍ଡ ସାହାର୍ଯ୍ୟ ରେ ଗଣ୍ଠି ପକାଇଲେ ।

ବନ୍ଧୁଗଣ ଏହାଦେଖି ସେଠାରେ ଦର୍ଶକ ଗଣ ଚକିତ ହୋଇଗଲା । ମାତ୍ର ଶାଲୁ ବୁଝିନେଲା ଯେ, ଏହା ଭଗବାନ ଶିବ ଙ୍କର ଚମତ୍କାରିତା । ସେ ଭଗବାନ ଙ୍କୁ ଧନ୍ୟବାଦ ଜଣାଇଲା । ବନ୍ଧୁଗଣ ଏହି ଘ-ଟ-ଣା ପରଠାରୁ ଶାଲୁ ମନରେ ଆହୁରି ଅଧିକ ବିଶ୍ଵାସ ଆସିଗଲା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ସତ୍ୟ ଘ-ଟ-ଣା ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *