ଶେଷରେ ନିଜର ଭୁଲ ମାନିଲେ Dipika, କହିଲେ ମୋର ଭୁଲ ଅଛି ବୋଲି ଆଜି ମୁଁ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବ୍ରହ୍ମପୁର ସହର ରେ ଦୀପିକା ଓ ଦିନେଶ ଙ୍କ ପ୍ରେମ କାହାଣୀ କୁ ନେଇ ସାରା ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି । ଏଥିପାଇଁ ଅନେକ ବାଦ ବିବାଦ ହୋଇ ସାରିଲାଣି ଯାହା ପାଇଁ ଦୀପିକା ନାହି ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି । ଅନ୍ୟ ପକ୍ଷ ରେ ଦେଖିବାକୁ ଗଲେ ବର୍ତ୍ତମାନ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ଦୀପିକା ବର୍ଷା ରେ ଭିଜି ସେମିତି ଦିନେଶ ଙ୍କ ଘରେ ଆଗରେ ବସିଛନ୍ତି ସେଠାରୁ ଜମା ବି ହଟୁ ନାହାନ୍ତି କି ଆଗକୁ ହଟିବେ ନାହି ବୋଲି ପ୍ରତିଜ୍ଞା ବଦ୍ଧ ହୋଇଛନ୍ତି ।

ବର୍ତ୍ତମାନ ସମୟରେ ଦୀପିକା ଗୋଟେ ବଡ କଥାର କୁଲାସା କରିଛନ୍ତି ଆଉ ସେ କହିଛନ୍ତି ଭୁଲ ଥିବାରୁ ସିନା ଆଜି ଏହି ପିଣ୍ଡା ରେ ବସିଛି ବୋଲି କହି ଦୀପିକା ଶେଷରେ ନିଜର ଭୁଲ ମାନିଛନ୍ତି । ଆଗକୁ ଦୀପିକା କଖିଛନ୍ତି ଅନେକ ପ୍ରକାରର ଲଭ ଷ୍ଟୋରି ଅଛି ଯେମିତି ଅନେକ ଘଟଣା ଦୁର୍ଘଟଣା ଘଟିବା ପରେ ବୋହୁ କୁ ସମ୍ମାନ କରି ଘରକୁ ନେଉଛନ୍ତି ।

କିନ୍ତୁ ମୋ କାହାଣୀ ପୁରା ଅଲଗା ସମସ୍ତଙ୍କ ଠାରୁ ବୋଲି ଦୀପିକା କହିଛନ୍ତି । ମୋର ଭୁଲ ଆଉ ମୁଁ ଭୁଲ କରିଛି ମୁଁ ମାନୁଛି ଆଜ୍ଞା ଏତିକି କହି ନିଜ ଜୀବନର ସବୁଠାରୁ ବଡ ଭୁଲ ବୋଲି ସ୍ଵୀକାର କରିଛନ୍ତି ଦୀପିକା । କିନ୍ତୁ ଦୀପିକା କେବଳ ଏତିକି ଚାହୁଁଛନ୍ତି କି ତାଙ୍କ ପୁଅକୁ କେମିତି ନ୍ୟାୟ ମିଳୁ । ନ୍ୟାୟ ମିଳିବା ଖୁସିରେ ସେ ଦିନେଶ ଙ୍କ ଘରେ ଆଗରେ ସେମିତି ବସିଛନ୍ତି ଆଉ ଆଗକୁ ମଧ୍ୟ ବସିବେ ।

ଏମିତିକି ପ୍ରମିଳା ମା ମଧ୍ୟ ଦୀପିକା ସହ ଅଛନ୍ତି ବୋଲି କହିଛନ୍ତି । ମୁଁ ଆଉ ପ୍ରମିଳା ମିସିକି ସେଲିବ୍ରେଟ କରିବୁ ବୋଲି ଦୀପିକା କହିଛନ୍ତି । ଆଗକୁ ସେ କହୁଛନ୍ତି କି ସାହି ବାସିନ୍ଦା ମାନଙ୍କ ମଧ୍ୟରୁ ୨-୩ ଜଣ ଲୋକ ବାହାରି ଆସି ତାଙ୍କୁ ସହଯୋଗ କରିବାକୁ ଚେଷ୍ଟା କରୁଛନ୍ତି । କାରଣ ବର୍ଷା ଯେପରି ଭାବେ ଲଗାତାର ଲାଗି ରହିଛି ଦୀପିକା ବର୍ଷା ରେ ଭିଜି ଛତା ଧରି ଦିନେଶ ଙ୍କ ଘର ଆଗରେ ବସିଛନ୍ତି ।

ଏମିତି ହୋଇପାରେ ଆଜି ସକାଳୁ ସାହି ବାସିନ୍ଦା ସମସ୍ତେ ତାଙ୍କୁ ପୁରା ସହଯୋଗ କରି ପାରନ୍ତି ବୋଲି ଦୀପିକା ଆଶା ରଖିଛନ୍ତି । ଶେଷରେ ଦୀପିକା କହିଛନ୍ତି ଆଜି ହେଉଛି ସ୍ଵାଧୀନତା ଦିବସ ଏହି ଅବସରରେ ଆମ ଭାରତ ଦେଶ ସ୍ଵାଧୀନ ହୋଇଥିଲା । ତେବେ ନିଶ୍ଚିନ୍ତ ଭାବେ ଆଜି ତାଙ୍କୁ ନ୍ୟାୟ ମିଳିବ ଆଉ ତାଙ୍କ ପୁଅକୁ ବାପାର ପରିଚୟ ମଧ୍ୟ ମିଳିବ ବୋଲି ଦୀପିକା କହିଛନ୍ତି ।

ପ୍ରମିଳା ମା ଙ୍କ ସହ ମିସିକି ଦୀପିକା ସ୍ଵାଧୀନତା ଦିବସ ସେଲିବ୍ରେଟ କରିଲେ ବୋଲି କହିଛନ୍ତି କାରଣ ସେ ଜଣେ ସ୍ଵାଧୀନ ଭାରତର ସ୍ଵାଧୀନତା ଲେଡି । ଦେଖାଯାଉ ଆଜିର ସ୍ଵାଧୀନତା ଦିବସ ଅବସର ରେ ଦୀପିକା ଙ୍କୁ ନ୍ୟାୟ ଦେବା ପାଇଁ କଣ ଦିନେଶ ଆସିବେ କି ନାହି । ବନ୍ଧୁଗଣ ଆପଣ ମାନଙ୍କର ଦୀପିକାଙ୍କର ଏଭଳି ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *