ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଜଣେ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଭଲ ଲେଖାଲେଖି କରିବା ସହ ଭଏସ ଆର୍ଟିଷ୍ଟ । ଏହାଛାଡ କମେଡି ରେ ସେ ଭଲ ମାଇଲେଜ ପାଇଛନ୍ତି ସେ ହେଉଛନ୍ତି ୟୁଟ୍ଯୂବର ଶ୍ଵେତପଦ୍ମା କର । ସେ ଏକ ସାକ୍ଷାତକାରରେ ଗଣମାଧ୍ୟମକୁ ନିଜ ବିଷୟାରେ କିକି ବୟାନ ଦେଇଛନ୍ତି । ଶ୍ଵେତପଦ୍ମା କହିଛନ୍ତି ଯେ ” ମୁଁ ତ କେବେ ଆଶା କରିନ ଥିଲି କାମେଡି କରିବି । ଧୀରେ ଧୀରେ କମେଡି କରୁ କରୁ ହୋଇଗଲା । ସେ ଧନ୍ୟବାଦ ଦେଇଛନ୍ତି ପ୍ରଜ୍ଞା ଭାଇଙ୍କୁ ।
ଏବେ ନିଜେ ୟୁଟ୍ଯୂବର ଚ୍ୟାନେଲ କରି ଲୋକଙ୍କୁ ହସାଇବାକୁ ଚେଷ୍ଟା କରୁଚ୍ଚି । ବର୍ତ୍ତମାନ ସମୟରେ ଖାଦ୍ଯେପେୟର ଅହେତୁକ ହେତୁ ପ୍ରତେକ ବ୍ୟକ୍ତିଙ୍କ ଠାରେ କିଛି ନା ନ କିଛି ରୋଗ ଦେଖାଯାଉଛି । ସେହି ହିସାବରେ ଡାକ୍ତର ବି କହୁଛନ୍ତି ସବୁବେଳେ ହସିବା ଦରକାର । ତେଣୁ ମୁଁ କମେଡିଆନ ଭାବେ କହିବି ଆପଣମାନେ ହସିଲେ ଆପଣଙ୍କର ୮୦% ରୋଗ ଭଲ ହୋଇଯିବ । ତେଣୁ ଲୋକମାନେ ଖୁସିରେ ରହିବା ପାଇଁ ୟୁଟ୍ଯୂବ ଭଳି ଚ୍ଯାନେଲ ଆସିଯାଇଛି । ନିଜ ମନ ଖୁସି ରଖି ସୁସ୍ଥ ରହିପାରିବ ।
ମୁଁ କବିତା ଲେଖେ କିନ୍ତୁ ଗୋଟେ ସାଙ୍ଗ ଜରିଆରେ ତାଙ୍କୁ ସୋ ରେ ଅଫାର ମିଳିଥିଲା କମେଡି କରିବା ପାଇଁ । କିନ୍ତୁ ସେଥିରେ ଗାଳି ଦେଇଥିଲେ ଜଜ । ଏହା ପରେ ଜ୍ଞାପ ହୋଇଗଲା କାରଣ ମୋର ଆକ୍ସିଡେଣ୍ଟ ହେଲା ଆଉ ମୋ ପାଠ ପଢା ଜାରି ରହିଥିଲା । ଏହା ପରେ ପ୍ରଜ୍ଞା ଭାଇ ମୋତେ ସୁଯୋଗ ଦେଲେ ଆଉ ଛୋଟ ଛୋଟ ସିନେମାରେ କମେଡି କରିବାକୁ । ମୋ ଲାଇଫର ଫାଷ୍ଟ ଭିଡିଓ ହେଉଛି ଦେଢସ ଟଙ୍କିଆ ବାହାଘର ଜାଗା ମିଷ୍ଟର ଗୁଲୁଆ ଙ୍କ କାମେଡି ସୋ ରେ ମୁଁ ଅଭିନୟ କରିଥିଲି ।
ପରେ ସୁରାଟରୁ ଫେରିଲେ ପିସା ବହୁତ ଭାଇରାଲ ହୋଇଥିଲା ଅତି କମ ସମୟରେ । ତାଙ୍କ ସହ ଆହୁରି ୫ରୁ ୬ଟି ୟୁଟ୍ଯୂବ ଚ୍ଯାନେଲରେ ରୋଲ କରିଛି । ଏହା ପରେ ଅନେକ ଚ୍ୟାନେଲରୁ ମୋତେ ଅଫର ଆସିଛି । ବର୍ତ୍ତମାନ ରାଜୁ ଦାସ ଙ୍କ ଚ୍ୟାନେଲରେ ମୁଁ ଅଭିନୟ କରୁଛି । ମୋଟ ଗତ ୧୦ ବର୍ଷ ପୂର୍ବରୁ ହିରୋଇନ ହେବା ପାଇଁ ଇଚ୍ଛା ଥିଲା କାରଣ ସେତେବେଳେ ମୁଁ ମୋଟି ନ ଥିଲି କିନ୍ତୁ ଏବେ ମୁଁ ପାଣିହାତି ଭଳି ମୋଟି ହୋଇଗଲିଣି । ଏବେ ଆଉ ଲୋକମାନେ ମୋତେ ହିରୋଇନ ନେବେ ନାହି ।
ଯଦି ଲୋକ ମୋତେ କାମେଡିରେ ଭଲ ପାଉଛନ୍ତି ତେବେ ଏହା କରି ମୁଁ ଖୁସି ଅଛି । କାମ ପାଇଁ ବହୁତ ସଂଘର୍ଷ କରିଛି ଦିନେ ଦିନେ ଖାଇନି । ଏମିତିକି ଭୁବନେଶ୍ବରରେ ସାଇକେଲ ଧରି ଯାଇଛି କାମ ପାଇଁ । ଅନେକ ଥର ବାହାବିଛି ଏସବୁ ଲାଇନ ଛାଡିବାକୁ କିନ୍ତୁ ଯାଇପାରିଲି ନାହି । କାରଣ ମୋ ଦେହ ସବୁବେଳେ ଖରାପ ରହୁଥିଲା ତଥାପି ମୁଁ ହାର ନ ମାନି ମୋତେ ଅଫର ମିଳିବା ମାତ୍ରେ ମୋତେ ଯେତେ କଷ୍ଟ ହେଲେ ବି ଆଗକୁ ଯିବୀ” । ବନ୍ଧୁଗଣ ଆପଣଙ୍କୁ ଶ୍ଵେତପଦ୍ମା ଙ୍କ କାମେଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।